Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଆଜି ଭୁବନେଶ୍ବରୁ 307 ପଜିଟିଭ୍‌ ଚିହ୍ନଟ, 301 ସୁସ୍ଥ : ଜାଣନ୍ତୁ କେଉଁଠି ଅଛନ୍ତି କେତେ
ଆଜିର ଖବର

ଆଜି ଭୁବନେଶ୍ବରୁ 307 ପଜିଟିଭ୍‌ ଚିହ୍ନଟ, 301 ସୁସ୍ଥ : ଜାଣନ୍ତୁ କେଉଁଠି ଅଛନ୍ତି କେତେ

September 1, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ବର : ଆଜି ଭୁବନେଶ୍‌ବରରୁ 307 ଜଣ ପଜିଟିଭ୍‌ ଚିହ୍ନଟ ହୋଇଛି । ମୋଟ୍‌ 307ପଜିଟିଭ୍‌ରୁ 135ଜଣ କ୍ବାରେଣ୍ଟାଇନ୍‌ରୁ ଚିହ୍ନଟ ହୋଇଥିବାବେଳେ 172ଜଣ ଲୋକାଲ୍‌ କଣ୍ଟାକ୍ଟ କେସ୍‌ରୁ ଚିହ୍ନଟ ହୋଇଛନ୍ତି ।

ଆଜି କ୍ବାରେଣ୍ଟାଇନ୍‌ରି ଚିହ୍ନଟ ହୋଇଥିବା 135ଜଣଙ୍କ ମଧ୍ୟରେ ଓୟୁଏଟି କଲେଜରୁ 20ଜଣ ରହିଥିବାବେଳେ ସେଣ୍ଟ୍ରାଲ୍‌ ସରକାରୀ ହସ୍ପିଟାଲରୁ 9ଜଣ ରହିଥିବାବେଳେ ମହାଦେବ ନଗରରୁ 3 ଜଣ, ପୋଲିସ୍‌ ସିକ୍ୟୁରିଟି ଓ୍ବିଙ୍ଗ୍‌ର 3 ଜଣ, ସାଲିଆ ସାହିରୁ 3 ଜଣ ରହିଛନ୍ତି ।

Image

 

ସେହିପରି ଆଜି

Image

ସେହିପରି ଆଜି ଚିହ୍ନଟ ହୋଇଥିବାବେଳେ 172 ଲୋକାଲ କଣ୍ଟାକ୍ଟ କେସ୍‌ ଚିହ୍ନଟ ହୋଇଥିବାବେଳେ ଖାରବେଳ ନଗରରୁ 6 ଜଣ ରହିଥିବାବେଳେ ଗଣ୍ଡମୁଣ୍‌ଡା ବସ୍ତିରୁ 5ଜଣ, ଟଙ୍କପାଣି ରୋଡରୁ 3 ଜଣ, ଶୈଳଶ୍ରୀ ବିହାରରୁ 4 ଜଣ, ନୀଳାଦ୍ରି ବିହାରରୁ 4 ଜଣ, ଓଲ୍ଡ ଟାଉନ୍‌ରୁ 5 ଜଣ, ଝାରପଡାରୁ 3 ଜଣ , ଜାଗମରାରୁ 4 ଜଣ, ଆଇଆରସି ଭିଲେଜରୁ 4 ଜଣ, ଚକେଇସିଆଣିରୁ 3ଜଣ, ଶିଖରଚଣ୍ଡୀରୁ 3 ଜଣ, ସେଣ୍ଟ୍ରାଲ୍‌ ସରକାରୀ ହସ୍ପିଟାଲର 2 ଜଣ କର୍ମଚାରୀ ରହିଛନ୍ତି ।

Image

ସେହିପରି ଆଜି ଭୁବନେଶ୍ବରରୁ 301ଜଣ ସୁସ୍ଥ ହୋଇଛନ୍ତି । ଭୁବନେଶ୍ବରର ମୋଟ୍‌ ସଂକ୍ରମିତଙ୍କ ସଂଖ୍ୟା 10ହଜାର 732ରେ ପହଞ୍ଚିଥିବାବେଳେ ସୁସ୍ଥ ହୋଇଛନ୍ତି 6 ହଜାର635ଜଣ । ମୃତ୍ୟୁ ସଂଖ୍ୟା 42ରେ ପହଞ୍ଚିଥିବାବେଳେ ଏବେ ଭୁବନେଶ୍ବରରେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି 4 ହଜାର 43 ଜଣ ।

bmc
Share. Facebook Twitter LinkedIn Email WhatsApp Copy Link

Related Posts

ରାଜ୍ୟ ପୋଲିସ ମୁଖ୍ୟାଳୟରେ ୬୭ତମ ପୋଲିସ ଶହୀଦ ସ୍ମୃତି ଦିବସ

October 21, 2026

Govinda in Puri: ପୁରୀରେ ଶ୍ରୀ ଜଗନ୍ନାଥଙ୍କୁ ଦର୍ଶନ କଲେ ବଲିଉଡର ପ୍ରଖ୍ୟାତ ଅଭିନେତା ଗୋବିନ୍ଦା, କହିଲେ..

October 21, 2026

ଧସିଲା କୋଚିଳା ନଦୀର ଡାହାଣ ପାର୍ଶ୍ୱ ବନ୍ଧ

October 21, 2026

ଭୁବନେଶ୍ୱରର ବିଭିନ୍ନ ଦୁର୍ଗାପୂଜା ମଣ୍ଡପ ଦର୍ଶନ କଲେ ଓଜେସି ସଭାପତି ମହମ୍ମଦ ମୋକିମ

October 21, 2026
Latest News

ରାଜ୍ୟ ପୋଲିସ ମୁଖ୍ୟାଳୟରେ ୬୭ତମ ପୋଲିସ ଶହୀଦ ସ୍ମୃତି ଦିବସ

October 21, 2026

Govinda in Puri: ପୁରୀରେ ଶ୍ରୀ ଜଗନ୍ନାଥଙ୍କୁ ଦର୍ଶନ କଲେ ବଲିଉଡର ପ୍ରଖ୍ୟାତ ଅଭିନେତା ଗୋବିନ୍ଦା, କହିଲେ..

October 21, 2026

ଧସିଲା କୋଚିଳା ନଦୀର ଡାହାଣ ପାର୍ଶ୍ୱ ବନ୍ଧ

October 21, 2026

ଭୁବନେଶ୍ୱରର ବିଭିନ୍ନ ଦୁର୍ଗାପୂଜା ମଣ୍ଡପ ଦର୍ଶନ କଲେ ଓଜେସି ସଭାପତି ମହମ୍ମଦ ମୋକିମ

October 21, 2026

Jio IPO Opening Day: ପ୍ରଥମ ଦିନ ସନ୍ଧ୍ୟା ସୁଦ୍ଧା ମୋଟ ସବସ୍କ୍ରିପସନ ୩ ଗୁଣ, ଜିଓ ଆଇପିଓର ଧମାକାଦାର ଆରମ୍ଭ

October 21, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.