Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ନିୟମ ଉଲ୍ଳଂଘନ କରି ଜନ୍ମଦିନ ପାର୍ଟି କରିବା ପଡିଲା ମହଙ୍ଗା : ଅକାଳୀ ଦଳ ନେତାଙ୍କ ପୁଅ ସମେତ 53 ଜଣ ଗିରଫ
ଆଜିର ଖବର

ନିୟମ ଉଲ୍ଳଂଘନ କରି ଜନ୍ମଦିନ ପାର୍ଟି କରିବା ପଡିଲା ମହଙ୍ଗା : ଅକାଳୀ ଦଳ ନେତାଙ୍କ ପୁଅ ସମେତ 53 ଜଣ ଗିରଫ

September 6, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ପଞ୍ଜାବ : ଲକ୍‌ଡାଉନ୍‌ ମଧ୍ୟରେ ଜନ୍ମଦିନ ପାର୍ଟି କରିବା ଅଭିଯୋଗରେ ପଞ୍ଜାବ ପୋଲିସ୍‌  ଅକାଲୀ ଦଳ ର ନେତାଙ୍କ ପୁଅ ସମେତ 54ଜଣଙ୍କୁ ଗିରଫଦାର କରିଛି । କରୋନା ପ୍ରୋଟୋକଲ୍‌ ନିୟମ ଉଲ୍ଲଂଘନ ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ପାର୍ଟି କରୁଥିବା ଅଭିଯୋଗ ରହିଛି । ଏହା ସହିତ ଏହି ପାର୍ଟିରେ ପୁଲ୍‌ ଡାନ୍ସ ମଧ୍ୟ ଆୟୋଜିତ କରାଯାଇଥିଲା । ଡାନ୍ସର ମାନଙ୍କର ଡ୍ୟାନ୍ସ ସହିତ ରାତ୍ରିରେ ମଦ ମଧ୍ୟ ପରସା ଯାଇଥିଲା ।

ଲୁଧିଆନା ପୋଲିସ୍‌ଙ୍କ ମୁତାବକ ଅକାଳୀ ଦଳ ନେତା ସୁରଜିତ୍‌ ସିଂହ ପମ୍ମାଙ୍କ ପୁତ୍ର ସିମରନ୍‌ ସିଂହ ଓବରୟେଙ୍କ ଜନ୍ମଦିବସ ଉପରେ ଅଭିଯୋଗ ହୋଇଥିଲା । ପୋଲିସ୍‌ ଏହି ମାମଲାରେ ସିମରନ୍‌ ସିଂହ ଓବରୟେଙ୍କ ସମେତ 53ଜଣଙ୍କୁ ଗିରଫ କରିଛି ।

ପୋଲିସ୍‌ ଘଟଣାସ୍ଥଳରୁ ମଦ ବୋତଲ, ବିଅର, ହୁକ୍କା ମଧ୍ୟ ଜବତ କରିଛି । ପଞ୍ଜାବରେ ଲକ୍‌ଡାଉନ୍‌ ନିୟମକୁ କୋହଳ କରାଯାଇଥିବାବେଳେ କିଛିକାଂଶରେ ମଧ୍ୟ ଏବେ ବି ପ୍ରତିବନ୍ଧକ ରହିଛି । (ଏଜେନ୍ସି)

Share. Facebook Twitter LinkedIn Email WhatsApp Copy Link

Related Posts

ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଏମିତି କାହିଁକି କହିଲେ ଆଇନ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ

October 9, 2025

ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା କନଷ୍ଟେବଳଙ୍କୁ ୧ କୋଟିର ଚେକ ପ୍ରଦାନ କଲେ ଡିଜିପି

October 9, 2025

ରାଜ୍ୟ ମହିଳା କଂଗ୍ରେସ ଘୋଷଣା କଲା ନୂଆ କର୍ମକର୍ତ୍ତାଙ୍କ ନାମ, ଜାଣନ୍ତୁ କେଉଁମାନଙ୍କୁ ମିଳିଲା ଦାୟିତ୍ବ

October 9, 2025

ଚର୍ଚ୍ଚିତ କାଳିଆ ରେଡ଼ି ହତ୍ୟାକାଣ୍ଡ ମାମଲା: ଦୁଇ ଅଭିଯୁକ୍ତ କୋର୍ଟ ଚାଲାଣ

October 9, 2025
Latest News

ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଏମିତି କାହିଁକି କହିଲେ ଆଇନ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ

October 9, 2025

ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା କନଷ୍ଟେବଳଙ୍କୁ ୧ କୋଟିର ଚେକ ପ୍ରଦାନ କଲେ ଡିଜିପି

October 9, 2025

ରାଜ୍ୟ ମହିଳା କଂଗ୍ରେସ ଘୋଷଣା କଲା ନୂଆ କର୍ମକର୍ତ୍ତାଙ୍କ ନାମ, ଜାଣନ୍ତୁ କେଉଁମାନଙ୍କୁ ମିଳିଲା ଦାୟିତ୍ବ

October 9, 2025

ଚର୍ଚ୍ଚିତ କାଳିଆ ରେଡ଼ି ହତ୍ୟାକାଣ୍ଡ ମାମଲା: ଦୁଇ ଅଭିଯୁକ୍ତ କୋର୍ଟ ଚାଲାଣ

October 9, 2025

ଘାନାରେ ଓଡିଆ ଯୁବକ ମୃତ; ବୈଜୟନ୍ତ ପଣ୍ଡାଙ୍କ ଉଦ୍ୟମରେ ଫେରିଲା ମରଶରୀର

October 9, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.