
ବଣାଇ : ଘର ଭିତରୁ ବିବାହିତା ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଛି ।ଗୁରୁତର ଅବସ୍ଥାରେ ଉଦ୍ଧାର ହୋଇଥିବା ଦେଢ ବର୍ଷର ଶିଶୁ ପୁତ୍ରଟି ମଧ୍ୟ ମୃତ୍ୟୁବରଣ କରିଛି । ରାଉରକେଲା ସରକାରୀ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ କରିଛି ଶିଶୁଟି । ତେବେ ମହିଳା ଓ ଦେଢବର୍ଷର ଶିଶୁ ପୁତ୍ରର ମୃତ୍ୟୁର କାରଣ ସମ୍ପର୍କରେ କିଛି ସୂଚନା ମିଳିପାରିନାହିଁ । ଅପରପକ୍ଷରେ ମହିଳାଙ୍କ ବାପଘର ଲୋକଙ୍କ ଥାନାରେ ହତ୍ୟା ଅଭିଯୋଗ କରିଥବାବେଳେ ପୋଲିସ୍ ଏନେଇ ତଦନ୍ତ ଆରମ୍ଭ କରିଛି ।
Tags: ମା’-ପୁଅ ମୃତ