ସୀତାରାମ ଅଗ୍ରଓ୍ବାଲ
ଚିଲିକା : ପ୍ରକାଶ ପାଇଲା ଯୁକ୍ତ ଦୁଇ ପାଇଁ ପ୍ରଥମ ପର୍ଯ୍ୟାୟ କଟ୍ ଅଫ୍ ମାର୍କ । ଚିଲିକା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ସମୁଦାୟ ସାତ ଗୋଟି ଯୁକ୍ତ ଦୁଇ ଜୁନିଅର କଲେଜର ମଧ୍ୟ କଟ୍ ଅଫ୍ ମାର୍କ ପ୍ରକାଶ ପାଇଛି। ଆସନ୍ତୁ ଜାଣିବା କେଉଁ କଲେଜ ରେ କେତେ ରହିଛି କଟ୍ ଅଫ୍ ମାର୍କ । ଉଭୟ ସାଧାରଣ ବର୍ଗ, ଅନୁସୂଚିତ ଜାତି ଓ ଜନଜାତିଙ୍କ ପାଇଁ କଟ୍ଅଫ୍ ମାର୍କ ପ୍ରକାଶିତ ହୋଇଛି । ଆସନ୍ତୁ ଜାଣିବା କେଉଁ ବିଭାଗରେ କେଉଁ ବର୍ଗଙ୍କ ପାଇଁ କେତେ କଟ୍ଅଫ୍ ମାର୍କ ରଖାଯାଇଛି ।
ସାଧାରଣ ବର୍ଗ
1.ଗୋଦାବରୀଶ ଜୁନିଅର କଲେଜ, ବାଣପୁର
କଳା- 49.83%, ବିଜ୍ଞାନ -51.33%, ବାଣିଜ୍ୟ – 33% (ସାଧାରଣ ବର୍ଗ), କଳା- 33.00%, ବିଜ୍ଞାନ -41.67% ( ଅନୁସୂଚିତ ଜନଜାତି), କଳା – 33.00%, ବିଜ୍ଞାନ – 41.00% (ଅନୁସୂଚିତ ଜାତି)
2.ବାଲୁଗାଁ ଜୁନିଅର କଲେଜ, ବାଲୁଗାଁ
କଳା – 42.33%, ବିଜ୍ଞାନ – 33% (ସାଧାରଣ ବର୍ଗ), କଳା – 39.17% ( ଅନୁସୂଚିତ ଜନଜାତି ), କଳା – 33.33% (ଅନୁସୂଚିତ ଜାତି)
3.ନାଚୁଣୀ ଜୁନିଅର କଲେଜ, ନାଚୁଣୀ
କଳା – 42.17%, ବିଜ୍ଞାନ – 55% (ସାଧାରଣ ବର୍ଗ), କଳା- 33.83% (ଅନୁସୂଚିତ ଜନଜାତି ), 33.00% (ଅନୁସୂଚିତ ଜାତି), ବିଜ୍ଞାନ – 45.00% (ଅନୁସୂଚିତ ଜାତି)
4.ପର୍ଶୁରାମ ଜୁନିଅର କଲେଜ, ଗମ୍ଭାରୀମୁଣ୍ଡା
କଳା -38.17% (ସାଧାରଣ ବର୍ଗ), କଳା – 33.00% (ଅନୁସୂଚିତ ଜାତି ଓ ଜନଜାତି)
5.ପଞ୍ଚୁପଲି ଭୀମ ବଳବନ୍ତରାୟ ଜୁନିଅର କଲେଜ, ଆଙ୍କୁଲା
କଳା – 37.50% (ସାଧାରଣ ବର୍ଗ), କଳା – 33.00% ( ଅନୁସୂଚିତ ଜାତି)
6.ଗ୍ରାମୀଣ ମହିଳା ଜୁନିଅର କଲେଜ, ବାଣପୁର
କଳା – 39.17% (ସାଧାରଣ ବର୍ଗ), କଳା – 33.00% ( ଅନୁସୂଚିତ ଜାତି ଓ ଜନଜାତି),
7.କାଳିଜାଇ ଜୁନିଅର କଲେଜ, ବାଲୁଗାଁ
କଳା – 33.00%
ବିଜ୍ଞାନ – 45.00%
ସୂଚନାଥାଉ କି ଆସନ୍ତା 21 ତାରିଖରୁ 26 ତାରିଖ ଯାଏ ଯୁକ୍ତ ଦୁଇ ନାମଲେଖା ଚାଲିବ ।