ପ୍ରକାଶ ପାଇଲା ଚିଲିକା ନିର୍ବାଚନମଣ୍ଡଳୀର ସାତ ଗୋଟି ଯୁକ୍ତ ଦୁଇ ଜୁନିଅର କଲେଜର କଟ୍‌ ଅଫ୍‌ ମାର୍କ

Published: Sep 18, 2020, 3:01 pm IST

ସୀତାରାମ ଅଗ୍ରଓ୍ବାଲ

ଚିଲିକା : ପ୍ରକାଶ ପାଇଲା ଯୁକ୍ତ ଦୁଇ ପାଇଁ ପ୍ରଥମ ପର୍ଯ୍ୟାୟ କଟ୍‌ ଅଫ୍‌ ମାର୍କ । ଚିଲିକା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ସମୁଦାୟ ସାତ ଗୋଟି ଯୁକ୍ତ ଦୁଇ ଜୁନିଅର କଲେଜର ମଧ୍ୟ କଟ୍‌ ଅଫ୍‌ ମାର୍କ ପ୍ରକାଶ ପାଇଛି। ଆସନ୍ତୁ ଜାଣିବା କେଉଁ କଲେଜ ରେ କେତେ ରହିଛି କଟ୍‌ ଅଫ୍‌ ମାର୍କ ।  ଉଭୟ ସାଧାରଣ ବର୍ଗ, ଅନୁସୂଚିତ ଜାତି ଓ ଜନଜାତିଙ୍କ ପାଇଁ କଟ୍‌ଅଫ୍‌ ମାର୍କ ପ୍ରକାଶିତ ହୋଇଛି । ଆସନ୍ତୁ ଜାଣିବା କେଉଁ ବିଭାଗରେ କେଉଁ ବର୍ଗଙ୍କ ପାଇଁ କେତେ କଟ୍‌ଅଫ୍‌ ମାର୍କ ରଖାଯାଇଛି ।

ସାଧାରଣ ବର୍ଗ

1.ଗୋଦାବରୀଶ ଜୁନିଅର କଲେଜ, ବାଣପୁର

କଳା- 49.83%, ବିଜ୍ଞାନ -51.33%, ବାଣିଜ୍ୟ – 33% (ସାଧାରଣ ବର୍ଗ), କଳା- 33.00%, ବିଜ୍ଞାନ -41.67%  ( ଅନୁସୂଚିତ ଜନଜାତି), କଳା – 33.00%, ବିଜ୍ଞାନ – 41.00% (ଅନୁସୂଚିତ ଜାତି)

2.ବାଲୁଗାଁ ଜୁନିଅର କଲେଜ, ବାଲୁଗାଁ

କଳା – 42.33%, ବିଜ୍ଞାନ – 33% (ସାଧାରଣ ବର୍ଗ),  କଳା – 39.17% ( ଅନୁସୂଚିତ ଜନଜାତି ), କଳା – 33.33% (ଅନୁସୂଚିତ ଜାତି)

3.ନାଚୁଣୀ ଜୁନିଅର କଲେଜ, ନାଚୁଣୀ

କଳା – 42.17%, ବିଜ୍ଞାନ – 55% (ସାଧାରଣ ବର୍ଗ),  କଳା- 33.83% (ଅନୁସୂଚିତ ଜନଜାତି ), 33.00% (ଅନୁସୂଚିତ ଜାତି), ବିଜ୍ଞାନ – 45.00% (ଅନୁସୂଚିତ ଜାତି)

4.ପର୍ଶୁରାମ ଜୁନିଅର କଲେଜ, ଗମ୍ଭାରୀମୁଣ୍ଡା

କଳା -38.17% (ସାଧାରଣ ବର୍ଗ), କଳା – 33.00% (ଅନୁସୂଚିତ ଜାତି ଓ ଜନଜାତି)

5.ପଞ୍ଚୁପଲି ଭୀମ ବଳବନ୍ତରାୟ ଜୁନିଅର କଲେଜ, ଆଙ୍କୁଲା

କଳା – 37.50% (ସାଧାରଣ ବର୍ଗ),  କଳା – 33.00% ( ଅନୁସୂଚିତ ଜାତି)

6.ଗ୍ରାମୀଣ ମହିଳା ଜୁନିଅର କଲେଜ, ବାଣପୁର

କଳା – 39.17% (ସାଧାରଣ ବର୍ଗ), କଳା – 33.00% ( ଅନୁସୂଚିତ ଜାତି ଓ ଜନଜାତି),

7.କାଳିଜାଇ ଜୁନିଅର କଲେଜ, ବାଲୁଗାଁ

କଳା – 33.00%

ବିଜ୍ଞାନ – 45.00%

ସୂଚନାଥାଉ କି  ଆସନ୍ତା 21 ତାରିଖରୁ 26 ତାରିଖ ଯାଏ  ଯୁକ୍ତ ଦୁଇ ନାମଲେଖା ଚାଲିବ ।

Related posts