ହ୍ବାଟସ୍‌ଆପ୍‌ରେ ମିଳିବ କରୋନା ପରାମର୍ଶ

Published: Sep 18, 2020, 6:14 pm IST

ଭୁବନେଶ୍ବର : ହ୍ବାଟସ୍‌ଆପ୍‌ ଜରିଆରେ ଲୋକଙ୍କୁ ମିଳିବ କରୋନା ପରାମର୍ଶ । ହ୍ବାଟସ୍‌ଆପ୍‌ ନମ୍ବର 9937564066 ଜାରି କରିଛନ୍ତି ରାଜ୍ୟ ସରକାର । ଏହି ନମ୍ବର ଜରିଆରେ ଦୈନିକ ଅପରାହ୍ନ 3ଟାରୁ ସାଢେ 3ଟା ପ୍ରଶ୍ନ କରିପାରିବେ ଲୋକେ । ହ୍ବାଟସ୍‌ଆପ୍‌ରେ ପ୍ରଶ୍ନ କଲେ ବିଶେଷଜ୍ଞ ଡାକ୍ତର ପରାମର୍ଶ ଦେବେ ।

Related posts