Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଭେଣ୍ଟିଲେଟର ନ ମିଳିବାରୁ ନବଜାତର ମୃତ୍ୟୁ, ରାଗରେ ନର୍ସକୁ ବନ୍ଦୀ କଲେ ପରିବାର ଲୋକେ
ଆଜିର ଖବର

ଭେଣ୍ଟିଲେଟର ନ ମିଳିବାରୁ ନବଜାତର ମୃତ୍ୟୁ, ରାଗରେ ନର୍ସକୁ ବନ୍ଦୀ କଲେ ପରିବାର ଲୋକେ

September 19, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଳୀ : ଦିଲ୍ଲୀର ମଦନ ମୋହନ ହସ୍ପିଟାଲରେ ଅକ୍ସିଜେନ୍‌ ନ ମିଳିବାରୁ ନବଜାତ ଶିଶୁରୁ ମୃତ୍ୟୁ ହେବା ପରେ ଶିଶୁଟିର ସମ୍ପର୍କୀୟମାନେ ସେହି ହସ୍ପିଟାଲର ନର୍ସକୁ ବନ୍ଧକ ରଖିବାର ସୂଚନା ରହିଛି ।

ମିଳିଥିବା ସୂଚନା ଅନୁସାରେ ଉକ୍ତ ହସ୍ପିଟାଲରେ ଜଣେ ଗର୍ଭବତୀ ମହିଳା ଏକ ଶିଶୁକୁଜନ୍ମ ଦେଇଥିଲେ ।  ଜନ୍ମ ହେବା ପରେ ଶିଶୁଟିକୁ ଅକ୍ସିଜେନ୍‌ର ଆବଶ୍ୟକତା ରହିଥିଲା ।  କିନ୍ତୁ ହସ୍ପିଟାଲରେ ଶିଶୁଙ୍କ ପାଇଁ ଆଇସିୟୁ ନଥିବାରୁ ଆମ୍ବୁଲାନ୍ସ ଯୋଗେ ସଫଦରଗଞ୍ଜ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା । କିନ୍ତୁ ଗୁରୁତର ଅବସ୍ଥାରେ ହସ୍ପିଟାଲ ପହଞ୍ଚିବାରୁ ନବଜାତର ମୃତ୍ୟୁ ହୋଇଥିଲା । ଏହାପରେ ନବଜାତର ପରିବାର ଲୋକେ ହସ୍ପିଟାଲକୁ ଏହି ଘଟଣା ପାଇଁ ଦାୟୀ କରିଛନ୍ତି । ହସ୍ପିଟାଲର ଦାୟିତ୍ବହୀନତା ପାଇଁ ନବଜାତର ମୃତ୍ୟୁ ହୋଇଥିବା ଯୋଗୁଁ ରାଗରେ ସେହି ହସ୍ପିଟାଲର ଜଣେ ନର୍ସକୁ ତିନି ଘଣ୍‌ଟା ବନ୍ଦୀ କରି ରଖିଥିଲେ । ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ଏହି ନାଟକ ଚାଲିଥିବାବେଳେ ଏହି ଘଟଣା ପାଇଁ ମଦନ ମୋହନ ମାଲବୀୟ ହସ୍ପିଟାଲ ଅଭିଯୋଗ କରିଛି ଯେ, ଦିଲ୍ଲୀ ପୋଲିସ୍‌ ସମୟ ପୂର୍ବରୁ ସାହାଯ୍ୟ ନ କରିବାରୁ ଏପରି ଏକ ଅଭାବନୀୟ ଘଟଣା ଘଟିଛି।

ଅପରପକ୍ଷରେ ଏହି ଘଟଣାକୁ ନେଇ ବିଧାୟକ ସୋମନାଥ ଭାରତୀୟ କହିଛନ୍ତି ଯେ, ମଦନ ମୋହନ ହସ୍ପିଟାଲରେ ଭେଣ୍ଟିଲେଟର ଓ ଆଇସିୟୁ ନଥିବାରୁ ଏପରି ଅଘଟଣ ଘଟିଛି । ଯଦିଓ ଏହି ହସ୍ପିଟାଲକୁ ବହୁ ପ୍ରସୂତୀ ଆସୁଛନ୍ତି କିନ୍ତୁ ହସ୍ପିଟାଲରେ ପର୍ଯ୍ୟାପ୍ତ ପରିମାଣର ସୁବିଧା ନାହିଁ । ଅପରପକ୍ଷରେ ଦିଲ୍ଲୀ ସରକାରଙ୍କ ପ୍ରତିନିଧି କହିଛନ୍ତି ଯେ, ଏହି ହସ୍ପିଟାଲରେ ଅକ୍ସିଜେନର ପାଇପ ଲାଇନ୍‌ କାମ ବହୁ ଦିନରୁ ଚାଲିଛି, କିନ୍ତୁ ଏପର୍ଯ୍ୟନ୍ତ ଶେଷ ହୋଇ ପାରିନାହିଁ । ତେବେ 2020 ଶେଷ ସୁଦ୍ଧା ଏହି ହସ୍ପିଟାଲରେ ଭେଣ୍ଟିଲେଟର ସୁବିଧା ସହ ଆଇସିୟରୁ ବ୍ୟବସ୍ଥା ହୋଇଯିବ ବୋଲି ବିଧାୟକ ପ୍ରତିଶ୍ରୁତି ଦେଇଛନ୍ତି । (ଏଜେନ୍ସି)

newborndeath Ventilator
Share. Facebook Twitter LinkedIn Email WhatsApp Copy Link

Related Posts

ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ ଭୁବନେଶ୍ବରରେ ଶୈଶବ ଯତ୍ନ ଓ ଶିକ୍ଷା ଉପରେ ଦୁଇଦିନିଆ କର୍ମଶାଳା

March 15, 2026

ପଶ୍ଚିମ ଏସିଆରେ ସାମ୍ପ୍ରତିକ ଘଟଣାକ୍ରମ ଉପରେ ଆନ୍ତଃମନ୍ତ୍ରଣାଳୟ ସାମ୍ବାଦିକ ସମ୍ମିଳନୀ

March 15, 2026

ବରିଷ୍ଠ ପୁଲିସ ଅଧିକାରୀ ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କୁ ମିଳିଲା ଆଗାମୀ ରଥଯାତ୍ରାର ଦାୟିତ୍ୱ

March 15, 2026

ଆଜି ମାର୍ଚ୍ଚ ୧୫ ରେ ପାଞ୍ଚୋଟି ରାଶିର ବ୍ୟକ୍ତିମାନଙ୍କ ଭାଗ୍ୟ ଉଜ୍ଜଳ ହେବ: ଜାଣନ୍ତୁ ରାଶିଫଳ

March 15, 2026
Latest News

ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ ଭୁବନେଶ୍ବରରେ ଶୈଶବ ଯତ୍ନ ଓ ଶିକ୍ଷା ଉପରେ ଦୁଇଦିନିଆ କର୍ମଶାଳା

March 15, 2026

ପଶ୍ଚିମ ଏସିଆରେ ସାମ୍ପ୍ରତିକ ଘଟଣାକ୍ରମ ଉପରେ ଆନ୍ତଃମନ୍ତ୍ରଣାଳୟ ସାମ୍ବାଦିକ ସମ୍ମିଳନୀ

March 15, 2026

ବରିଷ୍ଠ ପୁଲିସ ଅଧିକାରୀ ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କୁ ମିଳିଲା ଆଗାମୀ ରଥଯାତ୍ରାର ଦାୟିତ୍ୱ

March 15, 2026

ଆଜି ମାର୍ଚ୍ଚ ୧୫ ରେ ପାଞ୍ଚୋଟି ରାଶିର ବ୍ୟକ୍ତିମାନଙ୍କ ଭାଗ୍ୟ ଉଜ୍ଜଳ ହେବ: ଜାଣନ୍ତୁ ରାଶିଫଳ

March 15, 2026

ମହିଳା ଓ ଶିଶୁ ବିକାଶ ବିଭାଗର ଅଧିକାରୀଙ୍କ ପାଇଁ ଏଆଇ (AI) ପ୍ରଶିକ୍ଷଣ, ୧୦୦ ଅଧିକାରୀଙ୍କୁ ମିଳିଲା ତାଲିମ

March 14, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.