Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଆଇଏନଏସ୍‌ ଚିଲିକାରେ ଅନ୍ତର୍ଜାତୀୟ ତଟ ସଫା ଦିବସ ପାଳନ
ଆଜିର ଖବର

ଆଇଏନଏସ୍‌ ଚିଲିକାରେ ଅନ୍ତର୍ଜାତୀୟ ତଟ ସଫା ଦିବସ ପାଳନ

September 19, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ସୀତାରାମ ଅଗ୍ରଓ୍ବାଲ

ବାଲୁଗାଁ :  ଆଇଏନଏସ୍‌ ଚିଲିକାରେ ପ୍ଲାଷ୍ଟିକ୍‌ ଓ ଜୈବିକ ବ୍ୟର୍ଜବସ୍ତୁର ମୁକ୍ତ ମିଶନ ନେଇ ଅନ୍ତର୍ଜାତୀୟ ତଟ ସଫା ଦିବସ ପାଳନ କରାଯାଇଛି । ସ୍ଥାନୀୟ ଅଧିବାସୀ ଏବଂ ପ୍ରଶିକ୍ଷଣ ନେଉଥିବା ନୌସେନା ଯବାନ ଦ୍ୱାରା  ମିଶନ କୋଭିଡ୍‌ -19ର ସମସ୍ତ ସତର୍କତା  ସହ ଚିଲିକା କୂଳରେ ଆୟୋଜନ କରାଯାଇଥିଲା ବର୍ଜ୍ୟବସ୍ତୁର ସଫେଇ କାର୍ଯ୍ୟକ୍ରମ । ପ୍ରତ୍ୟେକ ବିଭାଗ ଦ୍ବାରା ମଧ୍ୟ ସାମୁଦ୍ରିକ ପରିବେଶ ସୁରକ୍ଷା ସମ୍ବନ୍ଧରେ ଶିକ୍ଷାଗତ କାର୍ଯ୍ୟକ୍ରମର ଆୟୋଜଜନ କରାଯାଇଥିଲା । ପ୍ରଶିକ୍ଷାର୍ଥୀ ମାନେ ମଧ୍ୟ କୂଳ ଆଗରେ ଓ କାଳିଜାଇ ଦ୍ବୀପରେ ସେମାନଙ୍କର ଯୋଗଦାନ କରିଥିଲେ । ମହିଳା କଲ୍ୟାଣ ସଂସ୍ଥା ଚିଲିକା ଦ୍ବାରା ଅନ୍‌ଲାଇନ୍‌ ଚିତ୍ର ଓ ପୋଷ୍ଟର ପ୍ରତିଯୋଗିତା ମାଧ୍ୟମରେ ଯୁବ ମନରେ ନିଆ ଲଗାଇ ସମୁଦ୍ର ଓ  ତଟ ରକ୍ଷା ଆମର ଜୀବନ ରକ୍ଷାର କାର୍ଯ୍ୟକ୍ରମ କରିଥିଲେ ।

Share. Facebook Twitter LinkedIn Email WhatsApp Copy Link

Related Posts

ପହିଲି ରଜରେ ସମଗ୍ର ବାଣପୁର ଅଞ୍ଚଳ ଚଳଚଞ୍ଚଳ: ରଜ ପାଳିଲେ ମା’ ଭଗବତୀ

June 14, 2026

ପୁରୀ ରେଳ ଷ୍ଟେସନରେ ନିରାପତ୍ତା ସମ୍ବନ୍ଧୀୟ ର୍ଯ୍ୟ ଯୋଗୁଁ ଟ୍ରେନ ଚଳାଚଳରେ ଅସ୍ଥାୟୀ ପରିବର୍ତ୍ତନ

June 14, 2026

ଆଜି ଟି-୨୦ ବିଶ୍ୱକପରେ ଭାରତ-ପାକିସ୍ଥାନ ମହାଲଢେଇ: ପରିସଂଖ୍ୟାନ ଜାଣିଲେ ହେବେ ଆଶ୍ଚର୍ଯ୍ୟ

June 14, 2026

ପାଟଳୀପୁତ୍ର ଷ୍ଟେସନରେ ଛାତ୍ରଙ୍କ ତାଣ୍ଡବ: ପରୀକ୍ଷା ଚାପରୁ ପଥରମାଡ଼ ପର୍ଯ୍ୟନ୍ତ, ୩ ଘଣ୍ଟାର ଅରାଜକତାର ପୂରା କାହାଣୀ

June 14, 2026
Latest News

ପହିଲି ରଜରେ ସମଗ୍ର ବାଣପୁର ଅଞ୍ଚଳ ଚଳଚଞ୍ଚଳ: ରଜ ପାଳିଲେ ମା’ ଭଗବତୀ

June 14, 2026

ପୁରୀ ରେଳ ଷ୍ଟେସନରେ ନିରାପତ୍ତା ସମ୍ବନ୍ଧୀୟ ର୍ଯ୍ୟ ଯୋଗୁଁ ଟ୍ରେନ ଚଳାଚଳରେ ଅସ୍ଥାୟୀ ପରିବର୍ତ୍ତନ

June 14, 2026

ଆଜି ଟି-୨୦ ବିଶ୍ୱକପରେ ଭାରତ-ପାକିସ୍ଥାନ ମହାଲଢେଇ: ପରିସଂଖ୍ୟାନ ଜାଣିଲେ ହେବେ ଆଶ୍ଚର୍ଯ୍ୟ

June 14, 2026

ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି କରି ବେଙ୍ଗାଲୁରୁରେ ପ୍ରତିବାଦ କରିବ CJP: ଯୋଗଦେବେ ପ୍ରକାଶ ରାଜ 

June 14, 2026

ପାଟଳୀପୁତ୍ର ଷ୍ଟେସନରେ ଛାତ୍ରଙ୍କ ତାଣ୍ଡବ: ପରୀକ୍ଷା ଚାପରୁ ପଥରମାଡ଼ ପର୍ଯ୍ୟନ୍ତ, ୩ ଘଣ୍ଟାର ଅରାଜକତାର ପୂରା କାହାଣୀ

June 14, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.