Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ମହାଶକ୍ତି ଫାଉଣ୍ଡେସନ୍ ପକ୍ଷରୁ କୋଲର ପଞ୍ଚାୟତର ବନ୍ୟା ପୀଡିତଙ୍କୁ ରିଲିଫ୍ ବଣ୍ଟନ
ଆଜିର ଖବର

ମହାଶକ୍ତି ଫାଉଣ୍ଡେସନ୍ ପକ୍ଷରୁ କୋଲର ପଞ୍ଚାୟତର ବନ୍ୟା ପୀଡିତଙ୍କୁ ରିଲିଫ୍ ବଣ୍ଟନ

September 20, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ରମେଶ ମହାନ୍ତି

ଜଗତସିଂହପୁର :ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ କୋଲର ପଞ୍ଚାୟତର ବନ୍ୟା ପୀଡିତଙ୍କୁ ମହାଶକ୍ତି ଫାଉଣ୍ଡେସନ୍ (ସ୍ମାଟ୍ ପାୱାର ଇଣ୍ଡିଆ) ପକ୍ଷରୁ ଶନିବାର ଦିନ ରିଲିଫ୍ ବଣ୍ଟନ କରାଯାଇଛି। କୋଲର ପଞ୍ଚାୟତର ସରପଞ୍ଚ ଦିପ୍ତିମୟୀ ରାୟ ଓ ସମିତି ସଭ୍ୟ ରଞ୍ଜିତ ପାଲଙ୍କ ସହଯୋଗରେ ମହାଶକ୍ତି ଫାଉଣ୍ଡେସନ୍ ପକ୍ଷରୁ ପାଖାପାଖି ଦୁଇଶହ ଲୋକଙ୍କୁ  ଶୁଖିଲା ରାସନ ସାମଗ୍ରୀ ଅଟା, ତେଲ, ସର୍ଫ,ଡିଆସିଲ୍,ସାବୁନ ଆଦି ସାମଗ୍ରୀ ବଣ୍ଟନ କରାଯାଇଛି। ଏଥିରେ ମହାଶକ୍ତି ଫାଉଣ୍ଡେସନର ସିଇଓ ଯୁଗୋଳ କିଶୋର ପଟ୍ଟନାୟକ, ପ୍ରୋଜେକ୍ଟ ଡାଇରେକ୍ଟର ମୋହନ ବଳିଆର ସିଂହ,ପ୍ରୋଜେକ୍ଟ କୋଡିନେଟର ସ୍ମୃତି ରଂଜନ ଦାଶ ଓ ପ୍ରଶାନ୍ତ ମହାପାତ୍ରଙ୍କ ଉପସ୍ଥିତିରେ ଉକ୍ତ ପଞ୍ଚାୟତର ବନ୍ୟାପିଡିତଙ୍କୁ ଏହି ରିଲିଫ୍ ସାମଗ୍ରୀ ବଣ୍ଟନ କରାଯାଇଥିଲା।

Share. Facebook Twitter LinkedIn Email WhatsApp Copy Link

Related Posts

ଡି-ଡଲାରାଇଜେସନ ନେଇ ବଢ଼ିଲା ଚର୍ଚ୍ଚା: BRICSର ପଦକ୍ଷେପ କେତେ ଶକ୍ତିଶାଳୀ?

August 13, 2026

ନୀଳଗିରିରେ ଭାଲୁ ଆକ୍ରମଣ, ୨ ଗୁରୁତର

August 13, 2026

ଲେହ-ଲଦାଖରେ ୫.୫ ତୀବ୍ରତାର ଭୂମିକମ୍ପ

August 13, 2026

ଲଘୁଚାପ ପ୍ରଭାବରେ ରାଜ୍ୟରେ ଲଗାଣ ବର୍ଷା, ବେହାଲ ବାଲେଶ୍ଵର ଓ ରାଉରକେଲା 

August 13, 2026
Latest News

ଡି-ଡଲାରାଇଜେସନ ନେଇ ବଢ଼ିଲା ଚର୍ଚ୍ଚା: BRICSର ପଦକ୍ଷେପ କେତେ ଶକ୍ତିଶାଳୀ?

August 13, 2026

ନୀଳଗିରିରେ ଭାଲୁ ଆକ୍ରମଣ, ୨ ଗୁରୁତର

August 13, 2026

ସଂସଦର ମୌସୁମୀ ଅଧିବେଶନର ଶେଷ ଦିନ: ଶେଷ ହେବ କି ଅଚଳାବସ୍ଥା?

August 13, 2026

ଲେହ-ଲଦାଖରେ ୫.୫ ତୀବ୍ରତାର ଭୂମିକମ୍ପ

August 13, 2026

ଲଘୁଚାପ ପ୍ରଭାବରେ ରାଜ୍ୟରେ ଲଗାଣ ବର୍ଷା, ବେହାଲ ବାଲେଶ୍ଵର ଓ ରାଉରକେଲା 

August 13, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.