Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»କୋରନାର ଉପଶମ ନିମନ୍ତେ ହରିହରାତ୍ମକ ବିଶ୍ବଶାନ୍ତି ମହାଯଜ୍ଞ
ଆଜିର ଖବର

କୋରନାର ଉପଶମ ନିମନ୍ତେ ହରିହରାତ୍ମକ ବିଶ୍ବଶାନ୍ତି ମହାଯଜ୍ଞ

September 27, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ହେମାଙ୍ଗ ପ୍ରସାଦ ରାଉଳ

ବ୍ରହ୍ମପୁର: ଦେଶରେ ଚାଲିଥିବା କୋରନା ମହାମାରୀର ଉପଶମ, ପ୍ରତିକାର ଓ ଦେଶର ମଙ୍ଗଳ କାମନା କରି ବ୍ରହ୍ମପୁର ମହାନଗର ନିଗମ ଓ ସଲଗ୍ନ ବ୍ରାହ୍ମଣ ପୁରୋହିତ ପଣ୍ଡିତ ମାନଙ୍କ ଦ୍ବାରା ଗତ ୨୪ ତାରିଖ ଠାରୁ ଶୁଭାରମ୍ଭ ହୋଇ ୨୫, ୨୬, ୨୭ ତାରିଖ ତଥା ଗୁରୁ, ଶୁକ୍ର, ଶନି, ରବିବାର ୪ଦିନ ପର୍ଯ୍ୟନ୍ତ ତ୍ରୀବିନାତ୍ମକ ବିଶ୍ବଶାନ୍ତି ମହାଯଜ୍ଞ ଅନୁଷ୍ଠିତ ହୋଇଯାଇଛି।

ସ୍ଥାନୀୟ ହରିଡାଖଣ୍ଡି ବାଲୁଙ୍କେଶ୍ବର ଶିବ ମନ୍ଦିର ନିକଟସ୍ଥ ଶ୍ରୀ ଶ୍ରୀ କାଶୀ ବିଶ୍ବନାଥ ମହାଦେବଙ୍କ ପୀଠ ପ୍ରାଙ୍ଗଣରେ ବିଶ୍ବର ଜନ କଲ୍ୟାଣ ଓ ମହାମାରୀ ରୋଗର ଉପଶମ ପାଇଁ ପଣ୍ଡିତ ମାନଙ୍କ ମିଳିତ ଆନୁକୁଲ୍ୟରେ ହରିହରାତ୍ମକ ବିଶ୍ବଶାନ୍ତି ମହାଯଜ୍ଞର ପୂର୍ଣ୍ନାହୁତି ‍ଅନୁଷ୍ଠିତ ହୋଇଥିଲା। ଏହାସହ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ କରିବା ନିମନ୍ତେ ସ୍ଥାନୀୟ ଥାନାଧିକାରୀଙ୍କ ସ୍ବୀକୃତି ପ୍ରାପ୍ତ ହୋଇଥିଲା ଏବଂ ରାଜ୍ୟ ସରକାରଙ୍କ ସମସ୍ତ କୋଭିଡ୍ ନିମନ୍ତେ ଧାର୍ଯ୍ୟ ହୋଇଥିବା ନିୟମାବଳି ଗୁଡିକୁ ମଧ୍ୟ ପାଳନ କରାଯାଇ ଉକ୍ତ ମାଙ୍ଗଳିକ କାର୍ଯ୍ୟକ୍ରମକୁ ସମ୍ପାଦକ କରାଯାଇଥିଲା। ଏହାସହ ସ୍ବଳ୍ପ ବ୍ରାହ୍ମଣ ଏବଂ ବିନା ଭକ୍ତମାନଙ୍କ ଦ୍ଵାରା ଅନୁଷ୍ଠିତ କରାଯାଇ ଥିଲା।

ଏହି କାର୍ଯ୍ୟକ୍ରମକୁ ମୁଖ୍ୟ ପରିଚାଳକ ପଣ୍ଡିତ ଉମାକାନ୍ତ ରଥ ଶର୍ମା, ପଣ୍ଡିତ ବାବୁଲା କୁମାର ସଢଙ୍ଗୀ, ଆଚାର୍ଯ୍ୟ ବିରୁପାକ୍ଷ ରଥ, ପ୍ରଚାରକ ହେମନ୍ତ କୁମାର ଶତପଥି, ସନ୍ତୋଷ କର ଶର୍ମା, ଗୋବିନ୍ଦ ଦାସ, କିରଣ କୁମାର ପାଢୀ, ବିଶଙ୍କ ଦାସ, ରାମକୃଷ୍ଣ ସଢଙ୍ଗୀ, ବିଶ୍ବଚରଣ ସଢଙ୍ଗୀ, ନିରଂଜନ ନନ୍ଦଙ୍କ ସମେତ ସମସ୍ତ ପଣ୍ଡିତଗଣ ମାନଙ୍କ ତତ୍ବାବଧାନରେ କାର୍ଯ୍ୟଟିକୁ ସୁଚାରୁ ରୂପେ ପରିଚାଳନା ଓ ସମ୍ପାଦନ କରାଯାଇଥିଲା।

Share. Facebook Twitter LinkedIn Email WhatsApp Copy Link

Related Posts

ପ୍ରଥମ ଐତିହାସିକ ଭାରତ ଗସ୍ତରେ ୟୁକେର ପ୍ରଧାନମନ୍ତ୍ରୀଙ୍କୁ ସ୍ୱାଗତ କଲେ ପ୍ରଧାନମନ୍ତ୍ରୀ

October 8, 2025

ଭାରତର ପ୍ରଥମ ‘ସେଫ୍ଟି ଫାଷ୍ଟ’ ମୋବାଇଲ୍ ଫୋନ୍: ମୂଲ୍ୟ ମାତ୍ର ୭୯୯ ଟଙ୍କା

October 8, 2025

GST ହ୍ରାସ ପରେ 7,731 ଟଙ୍କା ଶସ୍ତା ହେଲା TVS Jupiter 125: ଜାଣନ୍ତୁ ଆଜିର ମୂଲ୍ୟ

October 8, 2025

ବିହାର ନିର୍ବାଚନରେ ​​NDAର ମୁଖ୍ୟମନ୍ତ୍ରୀ ଚେହରା କିଏ?: ସ୍ପଷ୍ଟ କଲେ ଗିରିରାଜ ସିଂହ

October 8, 2025
Latest News

ବିହାର ନିର୍ବାଚନ: ଆଦର୍ଶ ଆଚରଣ ସଂହିତାକୁ କଡ଼ାକଡ଼ି କାର୍ଯ୍ୟକାରୀ କରିବା ପାଇଁ ଇସିଆଇଙ୍କ ନିର୍ଦ୍ଦେଶ

October 8, 2025

ପ୍ରଥମ ଐତିହାସିକ ଭାରତ ଗସ୍ତରେ ୟୁକେର ପ୍ରଧାନମନ୍ତ୍ରୀଙ୍କୁ ସ୍ୱାଗତ କଲେ ପ୍ରଧାନମନ୍ତ୍ରୀ

October 8, 2025

ଭାରତର ପ୍ରଥମ ‘ସେଫ୍ଟି ଫାଷ୍ଟ’ ମୋବାଇଲ୍ ଫୋନ୍: ମୂଲ୍ୟ ମାତ୍ର ୭୯୯ ଟଙ୍କା

October 8, 2025

GST ହ୍ରାସ ପରେ 7,731 ଟଙ୍କା ଶସ୍ତା ହେଲା TVS Jupiter 125: ଜାଣନ୍ତୁ ଆଜିର ମୂଲ୍ୟ

October 8, 2025

ଡିଜିଟାଲ ସଶକ୍ତ ଭାରତରେ ସାଇବର ଠକେଇ ନିୟନ୍ତ୍ରଣ

October 8, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.