Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ପ୍ରକାଶ ପାଇଲା ଚିଲିକା ନିର୍ବାଚନମଣ୍ଡଳୀର ସାତ ଗୋଟି ଯୁକ୍ତ ଦୁଇ ଜୁନିଅର କଲେଜର ଦ୍ଵିତୀୟ ପର୍ଯ୍ୟାୟ  କଟ୍‌ ଅଫ୍‌ ମାର୍କ
ଆଜିର ଖବର

ପ୍ରକାଶ ପାଇଲା ଚିଲିକା ନିର୍ବାଚନମଣ୍ଡଳୀର ସାତ ଗୋଟି ଯୁକ୍ତ ଦୁଇ ଜୁନିଅର କଲେଜର ଦ୍ଵିତୀୟ ପର୍ଯ୍ୟାୟ  କଟ୍‌ ଅଫ୍‌ ମାର୍କ

October 5, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ସୀତାରାମ ଅଗ୍ରଓ୍ବାଲ

ବାଣପୁର : ପ୍ରକାଶ ପାଇଲା ଯୁକ୍ତ ଦୁଇ ପାଇଁ ଦ୍ଵିତୀୟ  ପର୍ଯ୍ୟାୟ କଟ୍‌ ଅଫ୍‌ ମାର୍କ । ଚିଲିକା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ସମୁଦାୟ 7 ଗୋଟି ଯୁକ୍ତ ଦୁଇ ଜୁନିଅର କଲେଜର ମଧ୍ୟ ଦ୍ଵିତୀୟ ପର୍ଯ୍ୟାୟ  କଟ୍‌ ଅଫ୍‌ ମାର୍କ ପ୍ରକାଶ ପାଇଛି l ଆସନ୍ତୁ ଜାଣିବା କେଉଁ କଲେଜ ରେ କେତେ ରହିଛି କଟ୍‌ ଅଫ୍‌ ମାର୍କ  l  ଉଭୟ ସାଧାରଣ ବର୍ଗ, ଅନୁସୂଚିତ ଜାତି ଓ ଜନଜାତିଙ୍କ ପାଇଁ କଟ୍‌ଅଫ୍‌ ମାର୍କ ପ୍ରକାଶିତ ହୋଇଛି । ଆସନ୍ତୁ ଜାଣିବା କେଉଁ ବିଭାଗରେ କେଉଁ ବର୍ଗଙ୍କ ପାଇଁ କେତେ କଟ୍‌ଅଫ୍‌ ମାର୍କ ରଖାଯାଇଛି ।

ସାଧାରଣ ବର୍ଗ

  1. ଗୋଦାବରୀଶ ଜୁନିଅର କଲେଜ, ବାଣପୁର

କଳା- 39.00%, ବିଜ୍ଞାନ -33.50%, ବାଣିଜ୍ୟ – 33% (ସାଧାରଣ ବର୍ଗ), କଳା- 33.00%, ବିଜ୍ଞାନ -41.67%  ( ଅନୁସୂଚିତ ଜନଜାତି), କଳା – 33.00%, ବିଜ୍ଞାନ – 41.00% (ଅନୁସୂଚିତ ଜାତି)

  1. ବାଲୁଗାଁ ଜୁନିଅର କଲେଜ, ବାଲୁଗାଁ

କଳା – 38.50%, ବିଜ୍ଞାନ – 33% (ସାଧାରଣ ବର୍ଗ),  କଳା – 39.17% ( ଅନୁସୂଚିତ ଜନଜାତି ), କଳା – 33.33% (ଅନୁସୂଚିତ ଜାତି)

3.ନାଚୁଣୀ ଜୁନିଅର କଲେଜ, ନାଚୁଣୀ

କଳା – 36.83%, ବିଜ୍ଞାନ – 47.33% (ସାଧାରଣ ବର୍ଗ),  କଳା- 33.83% (ଅନୁସୂଚିତ ଜନଜାତି ), 33.00% (ଅନୁସୂଚିତ ଜାତି), ବିଜ୍ଞାନ – 45.00% (ଅନୁସୂଚିତ ଜାତି)

4.ପର୍ଶୁରାମ ଜୁନିଅର କଲେଜ, ଗମ୍ଭାରୀମୁଣ୍ଡା

କଳା -36.50% (ସାଧାରଣ ବର୍ଗ), କଳା – 33.00% (ଅନୁସୂଚିତ ଜାତି ଓ ଜନଜାତି)

5.ପଞ୍ଚୁପଲି ଭୀମ ବଳବନ୍ତରାୟ ଜୁନିଅର କଲେଜ, ଆଙ୍କୁଲା

କଳା – 35.33% (ସାଧାରଣ ବର୍ଗ),  କଳା – 33.00% ( ଅନୁସୂଚିତ ଜାତି)

6.ଗ୍ରାମୀଣ ମହିଳା ଜୁନିଅର କଲେଜ, ବାଣପୁର

କଳା – 37.14% (ସାଧାରଣ ବର୍ଗ), କଳା – 33.00% ( ଅନୁସୂଚିତ ଜାତି ଓ ଜନଜାତି),

7.କାଳିଜାଇ ଜୁନିଅର କଲେଜ, ବାଲୁଗାଁ

କଳା – 33.00%

ବିଜ୍ଞାନ – 45.00%

ସୂଚନାଥାଉ କି  ଆସନ୍ତା 6 ତାରିଖରୁ 8 ତାରିଖ ଯାଏଁ  ଯୁକ୍ତ ଦୁଇ ଦ୍ଵିତୀୟ ପର୍ଯ୍ୟାୟ  ନାମଲେଖା ଚାଲିବ ।

ଗୋଦାବରୀଶ ମହାବିଦ୍ୟାଳୟ
Share. Facebook Twitter LinkedIn Email WhatsApp Copy Link

Related Posts

ଲଞ୍ଚ ହେଲା TVS Orbiter V1 ଇଲେକ୍ଟ୍ରିକ୍ ସ୍କୁଟର: ଜାଣନ୍ତୁ ଏହାର ପରିସର ଏବଂ EMI ଯୋଜନା

March 13, 2026

ଟି-୨୦ ବିଶ୍ୱକପ୍ ଜିତିବା ପରେ ଟିମ୍ ଇଣ୍ଡିଆର ବ୍ୟସ୍ତବହୁଳ କାର୍ଯ୍ୟସୂଚୀ: ଜାଣନ୍ତୁ କେଉଁଠି ଆଉ କେବେ?

March 13, 2026

ଟ୍ରମ୍ପଙ୍କ ପାଇଁ ବଡ଼ ଝଟକା!: ଇରାକରେ ଆମେରିକୀୟ KC-135 ବିମାନ ଦୁର୍ଘଟଣାଗ୍ରସ୍ତ

March 13, 2026

ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନବନ୍ଦରଠାରେ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଜାରି

March 13, 2026
Latest News

ସଂସଦରେ ECE ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଭିଯୋଗ ନୋଟିସ: ଜାଣନ୍ତୁ ଏବେ କ’ଣ ହେବ?

March 13, 2026

ଲଞ୍ଚ ହେଲା TVS Orbiter V1 ଇଲେକ୍ଟ୍ରିକ୍ ସ୍କୁଟର: ଜାଣନ୍ତୁ ଏହାର ପରିସର ଏବଂ EMI ଯୋଜନା

March 13, 2026

ଆଜି ଆପଣଙ୍କ ଆକାଉଣ୍ଟରେ ଜମା ହେବ କିଷାନ ସମ୍ମାନ ନିଧି ଟଙ୍କା: ତୁରନ୍ତ କରନ୍ତୁ ଯାଞ୍ଚ

March 13, 2026

ଦେଶରେ କେତେ ଗ୍ୟାସ ସିଲିଣ୍ଡର ମହଜୁଦ ଅଛି?: LPG ସଙ୍କଟ ମଧ୍ୟରେ ଜାଣନ୍ତୁ ସଂଖ୍ୟା 

March 13, 2026

ଇରାନକୁ ଖୋଲାଖୋଲି ସମର୍ଥନ କଲେ ରୁଷ ଏବଂ ଚୀନ୍!: ଜାତିସଂଘରେ ହେଲା କଡ଼ା ବିତର୍କ

March 13, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.