Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ନାତି ପାଇଁ 14000 ଫୁଟ୍‌ ଉଚ୍ଚରୁ ଡେଇଁ ରେକର୍ଡ କଲେ 103 ବର୍ଷୀୟ ବୃଦ୍ଧ
ଆଜିର ଖବର

ନାତି ପାଇଁ 14000 ଫୁଟ୍‌ ଉଚ୍ଚରୁ ଡେଇଁ ରେକର୍ଡ କଲେ 103 ବର୍ଷୀୟ ବୃଦ୍ଧ

October 6, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ :  103 ବର୍ଷୀୟ ଜଣେ ବୃଦ୍ଧ ନିଜ ନାତି ପାଇଁ 14000 ଫୁଟ୍‌ ଉଚ୍ଚରୁ ଡେଇଁ ବିଶ୍ବ ରେକର୍ଡ କରିଛନ୍ତି । ବୃଦ୍ଧ ଜଣକ ସାହସର ସହିତ ଡେଇଁସମସ୍ତଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି । 103 ବର୍ଷୀୟ ଅଲ୍‌ଫ୍ରେଡ୍‌ ଅଲ୍‌ ବ୍ଲାଶିକ୍‌  ପରିଣତି ବୟସରେ ମଧ୍ୟ ନ ଡରି ନିଜ ଜୀବନକୁ ବେଶ୍‌ ଉତ୍ସାହର ସହିତ ବଞ୍ଚିବାକୁ ପସନ୍ଦ କରିଛନ୍ତି ।

ଗିନିଜ୍‌ ବୁକ୍‌ ଅଫ୍‌ ଓ୍ବାର୍ଲ୍ଡ ରେକର୍ଡ ମୁତାବକ 1917ମସିହାରେ ଜନ୍ମିତ ଅଲ୍‌ଫ୍ରେଡ୍‌ 103ବର୍ଷ 181 ଦିନ ବୟସରେ ଓଲଡେଷ୍ଟ୍‌  ଟଣ୍ଡେମ୍‌ ପେରସୁଟ୍‌ ଜମ୍ପ୍‌ରେ ଗିନିଜ୍‌ ଓ୍ବାଲର୍ଡ ରେକର୍ଡ ସୃଷ୍ଟି କରିଛନ୍ତି । 2017ରେ ଦହୁରେ ନିଜର 100ତମ ଜନ୍ମଦିବସରେ ପ୍ରଥମଥର ପାଇଁ ସ୍କାଇଡ୍ରାଇଭିଂ କରିବାସହ ନିଜର ଯାଆଁଳା ନାତି ଗ୍ରାଜୁଏଟ୍‌ ହେବା ପରେ ସେ ଏପରି ଏକ ସାହାସୀ କାମ କରିବା ପାଇଁ ଶପଥ ନେଇଥିଲେ ।

ସ୍କାଇଡ୍ରାଇଭ୍‌ ସ୍ପେସ୍‌ଲ୍ୟାଣ୍ଡର ମ୍ୟାନେଜର୍‌ ଥମାସ୍‌ ହ୍ୟୁଜେସ୍‌ଙ୍କ ମତରେ ଅଲ୍‌ଫ୍ରେଡ୍‌‌ ଆକାଶରେ 14000 ଫୁଟ୍‌ ଉଚ୍ଚରୁ ଉଡନ୍ତା ବିମାନରୁ ଡେଇଁ ତିନି ପ୍ରତିଶ୍ରୁତି ପୂରଣ କରିଛନ୍ତି ।  ଏହି ରେକର୍ଡ ଦେଖିବା ପାଇଁ ଅଲଫ୍ରେଡ୍‌ଙ୍କ ପୂରା ପରିବାର ସାମିଲ୍‌ ହୋଇଥିଲେ ।  ସେ ଯେତେବଳେ ଡେଇଁଥିଲେ ସେତେବେଳେ ଘଣ୍ଟା ପ୍ରତି 193 କିଲୋମଟର ଗତିରେ 6 ହଜାରଫୁଟ୍‌ ତଳକୁ ଆସିଥିଲେ । ଏହି ଡ୍ରାଇଭ୍‌ ପୂରା କରିବାକୁ 5 ମିନିଟ୍‌ ସମୟ ଲାଗିଥିଲା । (ଏଜେନ୍ସି)

Share. Facebook Twitter LinkedIn Email WhatsApp Copy Link

Related Posts

ଦୀର୍ଘଦିନ ପରେ ଶ୍ରୀମନ୍ଦିରରୁ ବାହାରିଲା ନୀଳାଚଳ ଅବଢା

July 29, 2026

ଆଜି ଜୁଲାଇ ୨୯ ତାରିଖ ବୁଧବାର ଦିନ ପାଞ୍ଚୋଟି ରାଶି ପାଇଁ ରହିଛି ଶୁଭବେଳା

July 29, 2026

ଇଣ୍ଡିଆନ୍ ଆଇଡଲ୍ ବିଜେତା ଜ୍ୟୋତିର୍ମୟୀଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ

July 28, 2026

ନେପାଳରେ ପହଞ୍ଚିଲା ଭାରତର ପ୍ରଥମ ସିଧାସଳଖ ମାଲବାହୀ ଟ୍ରେନ୍

July 28, 2026
Latest News

ଦୀର୍ଘଦିନ ପରେ ଶ୍ରୀମନ୍ଦିରରୁ ବାହାରିଲା ନୀଳାଚଳ ଅବଢା

July 29, 2026

ଆଜି ଜୁଲାଇ ୨୯ ତାରିଖ ବୁଧବାର ଦିନ ପାଞ୍ଚୋଟି ରାଶି ପାଇଁ ରହିଛି ଶୁଭବେଳା

July 29, 2026

ଗୋଦାବରୀଶ ମହାବିଦ୍ୟାଳୟର ୬୩ ତମ ପ୍ରତିଷ୍ଠାର ଉଦଯାପନ ଦିବସ

July 28, 2026

ଇଣ୍ଡିଆନ୍ ଆଇଡଲ୍ ବିଜେତା ଜ୍ୟୋତିର୍ମୟୀଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ

July 28, 2026

ସ୍ୱାମୀ ଲକ୍ଷ୍ମଣାନନ୍ଦଙ୍କ ଉପରେ ଲିଖିତ ପୁସ୍ତକ ଉନ୍ମୋଚନ ସମାରୋହରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ

July 28, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.