Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବାପା ରାମବିଳାଶ ପାଶୱାନଙ୍କୁ ମୁଖାଗ୍ନୀ ଦେବା ବେଳେ ହଠାତ୍ ତଳେ ପଡିଗଲେ ପୁଅ ଚିରାଗ
ଆଜିର ଖବର

ବାପା ରାମବିଳାଶ ପାଶୱାନଙ୍କୁ ମୁଖାଗ୍ନୀ ଦେବା ବେଳେ ହଠାତ୍ ତଳେ ପଡିଗଲେ ପୁଅ ଚିରାଗ

October 11, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link
Patna: Late Union Minister Ram Vilas Paswan's grief -stricken wife Reena Paswan, son Chirag Paswan and brother Pashupati Kumar Paras during his last rites at the Janardan Ghat in Patna on Oct 10, 2020. (Photo: IANS)

ବିହାର, ଗତକାଲି କେନ୍ଦ୍ରମନ୍ତ୍ରୀ ତଥା ଦେଶର ବରିଷ୍ଠ ନେତା ରାମବିଳାଶ ପାଶୱାନଙ୍କ ଶେଷକୃତ ସଂପର୍ଣ୍ଣ ହୋଇଥିଲା। ବିହାରର ଦିଗା ପଡ଼ିଆ ନିକଟସ୍ଥ ଗଙ୍ଗା କୂଳରେ ଥିବା ଜନାର୍ଦ୍ଦନ ଘାଟରେ ଏହି ସତ୍କାର କରାଯାଇଥିଲା। ହଜାର ହଜାର ସମର୍ଥଙ୍କ ଗହଣରେ ଏହି ସତ୍କାର କରାଯାଇଥିଲା।

ପୁତ୍ର ଚିରାଗ ପାଶୱାନ ବାପାଙ୍କୁ ମୁଖାଗ୍ନୀ ଦେଇଥିଲେ। ତେବେ ଦୁଃଖରେ ଦୁର୍ବଳ ହୋଇପଡିଥିବା ଚିରାଗ ମୁଖାଗ୍ନୀ ଦେଇସାରିବା ପରେ ହଠାତ୍ ତଳେ ପଡିଗଲେ। ସେତେବେଳେ ତାଙ୍କ ପାଖରେ ତାଙ୍କ ମାଆ ଏବଂ ଜଣେ ସଂପର୍କୀୟ ଥିଲେ। ସେ ତଳେ ପଡିଯିବା ବେଳକୁ ସେମାନେ ତାଙ୍କୁ ଧରି ନେଲେ। ଚିରାଗଙ୍କ ଏପରି ପରିସ୍ଥିତି ଦେଖି ସେଠାରେ ଉପସ୍ଥିତ ଥିବା ହଜାର ହଜାର ସମର୍ଥକ ଦୁଃଖରେ ଭାଙ୍ଗି ପଡିଥିଲେ।

ଚିରାଗ ପାଶୱାନ
Share. Facebook Twitter LinkedIn Email WhatsApp Copy Link

Related Posts

କେନ୍ଦ୍ର ସରକାରଙ୍କ ବଡ ନିଷ୍ପତ୍ତି: PNG ସଂଯୋଗ ଥିଲେ ମିଳିବ ନାହିଁ LPG, ପଢନ୍ତୁ ଅପଡେଟ୍

March 15, 2026

ଆଜି ଘୋଷଣା ହେବ ବଙ୍ଗଳା ଏବଂ ଆସାମ ସମେତ ପାଞ୍ଚଟି ରାଜ୍ୟର ନିର୍ବାଚନ ତାରିଖ!: ଜାଣନ୍ତୁ ସମୟ

March 15, 2026

ରାଜ୍ୟସଭା ନିର୍ବାଚନ: ଦତ୍ତେଶ୍ୱର ହୋତାଙ୍କ ପକ୍ଷରେ ମତଦାନ କରିବାକୁ ସି.ପି.ଆଇ.(ଏମ୍) ର ଆହ୍ୱାନ

March 15, 2026

ଆସନ୍ତାକାଲି ରାଜ୍ୟସଭା ନିର୍ବାଚନ: ଓଡ଼ିଶାର ୪ଟି ଆସନ ପାଇଁ ହେବ ମତଦାନ

March 15, 2026
Latest News

କେନ୍ଦ୍ର ସରକାରଙ୍କ ବଡ ନିଷ୍ପତ୍ତି: PNG ସଂଯୋଗ ଥିଲେ ମିଳିବ ନାହିଁ LPG, ପଢନ୍ତୁ ଅପଡେଟ୍

March 15, 2026

ଆଜି ଘୋଷଣା ହେବ ବଙ୍ଗଳା ଏବଂ ଆସାମ ସମେତ ପାଞ୍ଚଟି ରାଜ୍ୟର ନିର୍ବାଚନ ତାରିଖ!: ଜାଣନ୍ତୁ ସମୟ

March 15, 2026

ରାଜ୍ୟସଭା ନିର୍ବାଚନ: ଦତ୍ତେଶ୍ୱର ହୋତାଙ୍କ ପକ୍ଷରେ ମତଦାନ କରିବାକୁ ସି.ପି.ଆଇ.(ଏମ୍) ର ଆହ୍ୱାନ

March 15, 2026

ଆସନ୍ତାକାଲି ରାଜ୍ୟସଭା ନିର୍ବାଚନ: ଓଡ଼ିଶାର ୪ଟି ଆସନ ପାଇଁ ହେବ ମତଦାନ

March 15, 2026

ଦିଲ୍ଲୀ-ସାହରନପୁର-ଡେରାଡୁନ ଏକ୍ସପ୍ରେସୱେ ପ୍ରକଳ୍ପ ପରିଦର୍ଶନ କଲେ ଗଣମାଧ୍ୟମ ପ୍ରତିନିଧି

March 15, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.