Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ପୁଣି ଜଣେ ପୂଜକଙ୍କୁ ମରଣାନ୍ତକ ଆକ୍ରମଣ : ରାମ ଜାନକୀ ମନ୍ଦିରର ମହନ୍ତଙ୍କୁ ଗୁଳି
ଆଜିର ଖବର

ପୁଣି ଜଣେ ପୂଜକଙ୍କୁ ମରଣାନ୍ତକ ଆକ୍ରମଣ : ରାମ ଜାନକୀ ମନ୍ଦିରର ମହନ୍ତଙ୍କୁ ଗୁଳି

October 11, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link
Gun point. (File Photo: IANS)

ଉତ୍ତରପ୍ରଦେଶ : ରାଜସ୍ଥାନ ପରେ ଏବେ ଉତ୍ତରପ୍ରଦେଶରୁ ପୁଣି ଜଣେ ପୂଜକଙ୍କ ମରଣାନ୍ତକ ଆକ୍ରମଣ ଘଟଣା ସାମ୍ନାକୁ ଆସିଛି । ୟୁପିର ଗୋଣ୍ଡା ଜିଲ୍ଲାର କିଛି ବଦମାସମାନେ ମନ୍ଦିରର ମହନ୍ତଙ୍କୁ ଗୁଳି କରିଛନ୍ତି । ରାମ ଜାନକୀ ମନ୍ଦିରର ମହନ୍ତଙ୍କୁ ଶୋଇଥିବା ସମୟରେ ଆକ୍ରମଣକାରୀ ମାନେ ତାଙ୍କୁ ଗୁଳି କରିଛନ୍ତି । ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି ।  ତେବେ ଏହି ଘଟଣା ପଛରେ ମନ୍ଦିରର ଜମି ବିବାଦ ଘଟଣା ରହିଥିବାର ସୂଚନା ରହିଛି । ମନ୍ଦିରର ଜମି ଉପରେ ମାଫିଆମାନଙ୍କର ନଜର ରହିଥିଲା ।

ମିଳିଥିବା ସୂ ଚନା ଅନୁସାରେ ଶନିବାର ବିଳମ୍ବିତ ରାତ୍ରିରେ ମନ୍ଦିର ପରିସରରେ ମହନ୍ତଙ୍କୁ ଗୁଳି କରି ହତ୍ୟା ଉଦ୍ୟମ କରାଯାଇଛି। ରାମଜାନକୀ ମନ୍ଦିରର ମହନ୍ତ ସମ୍ରାଟ୍‌ ଦାସଙ୍କ ଅବସ୍ଥା ଏବେ ସଂକଟାପନ୍ନ ରହିଛି । ତାଙ୍କୁ ଚିକିତ୍ସା କରିବା ପାଇଁ ଲକ୍ଷ୍ନୌକୁ ସ୍ଥାନାନ୍ତର କରାଯାଇଛି ।

ସୂଚନାଯୋଗ୍ୟ, ରାମ ଜାନକୀ ମନ୍ଦିର ନିକଟରେ ପ୍ରାୟ 100 ବିଘା ଜମିନ୍‌ ରହିଛି । ଯାହାର ମୂଲ୍ୟ କୋଟିଏରୁ ଉର୍ଦ୍ଧ୍ବ ହେବ । ଏହି ଜମି ଉପରେ ଭୂମି ମାଫିଆଙ୍କ ନଜର ରହିଥିଲା । ପୂର୍ବରୁ ମନ୍ଦିରର ଜମିକୁ ନେଇ ମଧ୍ୟ ବିବାଦ ରହିଛି । ତେବେ ଏହି ଘଟଣାରେ ସମ୍ରାଟ୍‌ ଦାସ ଚାରିଜଣଙ୍କୁ ଉପରେ ସନ୍ଦେହ ପ୍ରକଟ କରିଥିଲେ । ତେବେ ଘଟଣାସ୍ଥଳରେ ଗୋଣ୍ଡା ପୋଲିସ୍‌ ପହଞ୍ଚି ତଦନ୍ତ କରିବା ସହ ପଚରାଉଚୁରା ଜାରି ରଖିଛି ।

Share. Facebook Twitter LinkedIn Email WhatsApp Copy Link

Related Posts

“ପ୍ରଧାନମନ୍ତ୍ରୀ ଯାହା କରିପାରିବେ, ତାହା…”: ଇରାନ ଯୁଦ୍ଧ ଉପରେ ଓମାର ଅବଦୁଲ୍ଲାଙ୍କ ବଡ଼ ବୟାନ

March 31, 2026

ନକ୍ସଲମୁକ୍ତ ଭାରତ ଘୋଷଣା ପରେ ଶିବସେନା ସାଂସଦଙ୍କ ପ୍ରତିକ୍ରିୟା: ସରକାରକୁ କଲେ ପ୍ରଶ୍ନ

March 31, 2026

ଖୋଲାଖୋଲି ବିକ୍ରି ହେଉଥିଲା “ମେଡ୍ ଇନ୍ ପାକିସ୍ତାନ” ସାମଗ୍ରୀ: ରାକେଟର ପର୍ଦ୍ଦାଫାସ କଲା ପୋଲିସ

March 31, 2026

IPL ଠାରୁ PSLରେ ପ୍ଲେୟାର ଅଫ୍ ଦି ମ୍ୟାଚ୍ ପୁରସ୍କାର ରାଶି ଅଧିକ?: ଜାଣନ୍ତୁ କେତେ ପାର୍ଥକ୍ୟ

March 31, 2026
Latest News

“ପ୍ରଧାନମନ୍ତ୍ରୀ ଯାହା କରିପାରିବେ, ତାହା…”: ଇରାନ ଯୁଦ୍ଧ ଉପରେ ଓମାର ଅବଦୁଲ୍ଲାଙ୍କ ବଡ଼ ବୟାନ

March 31, 2026

ନକ୍ସଲମୁକ୍ତ ଭାରତ ଘୋଷଣା ପରେ ଶିବସେନା ସାଂସଦଙ୍କ ପ୍ରତିକ୍ରିୟା: ସରକାରକୁ କଲେ ପ୍ରଶ୍ନ

March 31, 2026

ବାଣପୁରରେ ଖୋଲିଲା ଯୋଗ ଶିକ୍ଷା କେନ୍ଦ୍ର: କ୍ୟାରିଅର ଗଢିବା ପାଇଁ ପାଠ୍ୟକ୍ରମ ବ୍ୟବସ୍ଥା

March 31, 2026

ଖୋଲାଖୋଲି ବିକ୍ରି ହେଉଥିଲା “ମେଡ୍ ଇନ୍ ପାକିସ୍ତାନ” ସାମଗ୍ରୀ: ରାକେଟର ପର୍ଦ୍ଦାଫାସ କଲା ପୋଲିସ

March 31, 2026

IPL ଠାରୁ PSLରେ ପ୍ଲେୟାର ଅଫ୍ ଦି ମ୍ୟାଚ୍ ପୁରସ୍କାର ରାଶି ଅଧିକ?: ଜାଣନ୍ତୁ କେତେ ପାର୍ଥକ୍ୟ

March 31, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.