Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»୬୪ତମ ଫିଲ୍ମଫେୟାର୍‌ ପୁରସ୍କାର ଉତ୍ସବ : ଆଲିଆ ଓ ରଣବୀର୍‌ ପାଇଲେ ଶ୍ରେଷ୍ଠ ଅଭିନେତ୍ରୀ ଓ ଅଭିନେତାର ପୁରସ୍କାର
ଆଜିର ଖବର

୬୪ତମ ଫିଲ୍ମଫେୟାର୍‌ ପୁରସ୍କାର ଉତ୍ସବ : ଆଲିଆ ଓ ରଣବୀର୍‌ ପାଇଲେ ଶ୍ରେଷ୍ଠ ଅଭିନେତ୍ରୀ ଓ ଅଭିନେତାର ପୁରସ୍କାର

March 24, 2019No Comments2 Mins Read
Share Facebook Twitter LinkedIn Email WhatsApp Copy Link
FILMFARE AWARD
FILMFARE AWARD

୬୪ତମ ଫିଲ୍ମଫେୟାର୍‌ ଆଓ୍ବାର୍ଡରେ ରାଜି, ଅନ୍ଧାଧୁନ୍‌, ପଦ୍ମାବତ୍‌ ବାଜି ମାରିନେଇଛନ୍ତି। ପଦ୍ମାବତ୍‌ ୧୭ଟି ଶ୍ରେଣୀରେ ମନୋନୀତ ହୋଇଥିବାବେଳେ ୪ଟି ଆଓ୍ବାର୍ଡ ଜିତିଛି। ସେହିପରି ଆଲିଆ ଭଟ୍ଟଙ୍କ ଅଭିନୀତ ‘ରାଜି’ ଫିଲ୍ମଟି ସର୍ବାଧିକ  ୫ଟି ବିଭାଗରେ ପୁରସ୍କାର ହାତେଇଛି। ମୁମ୍ବାଇଠାରେ ଆୟୋଜିତ ଏହି ଭବ୍ୟ ସମାରୋହରେ ବଲିଉଡ୍‌ ଷ୍ଟାରମାନଙ୍କର ଜଲ୍‌ଓ୍ବା ଦେଖିବାକୁ ମିଳିଥିଲା।

ଫିଲ୍ମଫେୟାର୍‌ ପୁରସ୍କାର ତାଲିକା

ଶ୍ରେଷ୍ଠ ଫିଲ୍ମ : ରାଜି

ଶ୍ରେଷ୍ଠ ଫିଲ୍ମ (କ୍ରିଟିକ୍) : ଅନ୍ଧାଧୁନ୍‌

ଶ୍ରେଷ୍ଠ ଅଭିନେତା : ରଣବୀର କପୁର୍‌ (ସଂଜୁ)

ଶ୍ରେଷ୍ଠ ଅଭିନେତ୍ରୀ : ଆଲିଆ ଭଟ୍ଟ (ରାଜି)

ଶ୍ରେଷ୍ଠ ଅଭିନେତା (କ୍ରିଟିକ୍‌) ରଣବୀର ସିଂହ (ପଦ୍ମାବତ), ଆୟୁଷ୍ମାନ ଖୁରାନା (ଅନ୍ଧାଧୁନ୍‌)

ଶ୍ରେଷ୍ଠ ଅଭିନେତ୍ରୀ (କ୍ରିଟିକ) : ନୀନା ଗୁପ୍ତା (ବଧାଇ ହୋ)

ଶ୍ରେଷ୍ଠ ନବାଗତ : ଈଶାନ୍‌ ଖଟ୍ଟର (ବିୟଣ୍ଡ୍‌ ଦ କ୍ଲାଉଡ୍‌)

ଶ୍ରେଷ୍ଠ ନବାଗତା : ସାରା ଅଲ୍ଲୀ ଖାନ୍‌ (କେଦାରନାଥ)

ଶ୍ରେଷ୍ଠ ନିର୍ଦ୍ଦେଶକ : ମେଘନା ଗୁଲ୍‌ଜାର୍‌ (ରାଜି)

ଶ୍ରେଷ୍ଠ ନବାଗତ ନିର୍ଦ୍ଦେଶକ  :  ଅମର କୌଶିକ୍‌ (ସ୍ତ୍ରୀ)

ଶ୍ରେଷ୍ଠ ସହଯୋଗୀ ଅଭିନେତା : ଗଜରାଜ ରାଓ (ବଧାଇ ହୋ), ବିକି କୌଶଲ୍‌ (ସଞ୍ଜୁ)

ଶ୍ରେଷ୍ଠ ସହଯୋଗୀ ଅଭିନେତ୍ରୀ : ସୁରେଖା ସିକ୍ରି (ବଧାଇ ହୋ)

ଶ୍ରେଷ୍ଠ ସଂଳାପ : ଅକ୍ଷତ୍‌ ଘିଲ୍‌ ଧିଆଲ (ବଧାଇ ହୋ)

ଶ୍ରେଷ୍ଠ ମୂଳ କାହାଣୀ : ଅନୁଭବ ସିହ୍ନା (ମୁଲ୍କ)

ଶ୍ରେଷ୍ଠ ଅଭିନେତା (ସର୍ଟ ଫିଲ୍ମ) : ହୁସୈନ୍‌ ଦଲାଲ୍‌ (ସେମ୍‌ଲେସ୍‌)

ଶ୍ରେଷ୍ଠ ଅଭିନେତ୍ରୀ (ସର୍ଟ ଫିଲ୍ମ) : କ୍ରିତି କୁଲହାରୀ (ମାୟା)

ଶ୍ରେଷ୍ଠ ଫିଲ୍ମ (ପିପୁଲସ୍‌ ଚୟସ୍‌ ଆଓ୍ବାର୍ଡ ) : ପ୍ଲସ୍‌ ମାଇନସ୍‌

ଶ୍ରେଷ୍ଠ ସର୍ଟ ଫିଲ୍ମ (ଫିକ୍ସନ୍‌) : ରୋଗାନା ଜୋଶ୍‌

ଶ୍ରେଷ୍ଠ ସର୍ଟ ଫିଲ୍ମ (ନନ୍‌ ଫିକ୍ସନ୍‌) : ଦ ସ୍କୁକର୍‌ ସିଟି

ଶ୍ରେଷ୍ଠ ମ୍ୟୁଜିକ୍‌ ଆଲବମ୍‌ : ପଦ୍ମବତ୍‌

ଶ୍ରେଷ୍ଠ ପ୍ରଚ୍ଛଦପଟ୍ଟ ଗାୟକ : ଅରଜିତ୍‌ ସିଂ (ରାଜି ଫିଲ୍ମର ଏ ଓ୍ବତନ୍‌….)

ଶ୍ରେଷ୍ଠ ପ୍ରଚ୍ଛଦପଟ୍ଟ ଗାୟିକା : ଶ୍ରେୟା ଘୋଷାଲ୍‌ (ପଦ୍ମାବତ୍‌ ଫିଲ୍ମର ଘୁମ୍‌ରୋ…)

ଶ୍ରେଷ୍ଠ ଗୀତିକାର : ଗୁଲଜାର୍‌ (ଏ ଓ୍ବତନ୍‌, ରାଜି)

ଶ୍ରେଷ୍ଠ ଗୀତିକାର : ଅନ୍ଧାଧୁନ୍‌

ଶ୍ରେଷ୍ଠ ପ୍ରଚ୍ଛଦପଟ୍ଟ ମ୍ୟୁଜିକ୍‌ : ଡାନିଏଲ୍‌ ଜର୍ଜ (ଅନ୍ଧାଧୁନ୍‌)

ଶ୍ରେଷ୍ଠ ସାଉଣ୍ଡ ଡିଜାଇନ୍‌ : କୁନାଲ୍‌ ଶର୍ମା , (ଟମ୍ବଡ୍‌)

ଶ୍ରେଷ୍ଠ କୋରିଓଗ୍ରାଫ୍‌ : କୃତି ମହେଶ ମିଧା, ଜ୍ୟୋତି ତୋମାର୍‌ (ଘୁମରୋ)

ଶ୍ରେଷ୍ଠ ଆକ୍ସନ : ବିକ୍ରମ ଦାହିଆ, ସୁନୀ୍ଲ୍‌ ରୋଦ୍ରିଗଜ୍‌ (ମୁକ୍କାବାଜ୍‌)

ଶ୍ରେଷ୍ଠ ଚିତ୍ରୋତ୍ତାଳନ : ପଙ୍କଜ କୁମାର, ଟମ୍ବଡ୍‌

ଶ୍ରେଷ୍ଠ ସମ୍ପାଦନା : ପୂଜା ଲାଧା ଶ୍ରୁତି (ଅନ୍ଧାଧୁନ୍‌)

ଶ୍ରେଷ୍ଠ କଷ୍ଟ୍ୟୁମ୍‌ : ଶୀତଲ୍‌ ଶର୍ମା (ମଣ୍ଟୋ)

ଶ୍ରେଷ୍ଠ ପ୍ରଡକ୍ସନ୍‌ ଡିଜାଇନ୍‌ : ନିତିନ୍‌ ଚୌଧୁରୀ ଏବଂ ରାଜେଶ ଯାଦବ (ଟମ୍ବଡ୍‌)

ଶ୍ରେଷ୍ଠ ଭିଏଫ୍‌ଏକ୍ସ : ରେଡ୍‌ଚିଲିଜ୍‌ ଏଫ୍‌ଏକ୍ସ, ଜିରୋ

 

award filmfare thesamikhsya
Share. Facebook Twitter LinkedIn Email WhatsApp Copy Link

Related Posts

ଆଜି ଶ୍ରୀମନ୍ଦିରରେ ବନକ ଲାଗି ନୀତି: ସନ୍ଧ୍ୟା ୬ଟାରୁ ରାତି ୧୦ଟା ଯାଏଁ ସର୍ବସାଧାରଣ ଦର୍ଶନ ବନ୍ଦ

March 5, 2026

ଆଜିଠାରୁ ଟୋରଣ୍ଟୋ, ଫ୍ରାଙ୍କଫର୍ଟ ଏବଂ ପ୍ୟାରିସକୁ ଅତିରିକ୍ତ କ୍ଷମତା ବିଶିଷ୍ଟ ବିମାନ ଚଳାଚଳ: ଏୟାର ଇଣ୍ଡିଆ

March 5, 2026

ବିପୁଳ ପରିମାଣର ଅପମିଶ୍ରିତ ଘିଅ ଜବତ: ଡାଏରୀ ମାଲିକ ଗିରଫ

March 5, 2026

ରାଜ୍ୟସଭା ନିର୍ବାଚନ: ଆଜି ୩୭ ଟି ଆସନ ପାଇଁ ନାମାଙ୍କନ ଦାଖଲର ଶେଷ ଦିନ

March 5, 2026
Latest News

ରାଜ୍ୟସଭା ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କଲେ ସନ୍ତୃପ୍ତ ମିଶ୍ର ଏବଂ ଦତ୍ତେଶ୍ବର ହୋତା

March 5, 2026

ଅସୁସ୍ଥ ହୋଇପଡିଲେ ମନ୍ତ୍ରୀ ସୁରେଶ ପୂଜାରୀ, ଭୁବନେଶ୍ବର ପରେ ଏବେ ଦିଲ୍ଲୀ ଏମସ୍ କୁ ସ୍ଥାନାନ୍ତରିତ

March 5, 2026

US-Israel vs Iran Conflict: ଦୁବାଇରେ ଫସିରହିଥିବା ଭାରତୀୟ ଯାତ୍ରୀ ସୁରକ୍ଷିତ ଭାବେ ପହଞ୍ଚିଲେ

March 5, 2026

ଆଜି ଶ୍ରୀମନ୍ଦିରରେ ବନକ ଲାଗି ନୀତି: ସନ୍ଧ୍ୟା ୬ଟାରୁ ରାତି ୧୦ଟା ଯାଏଁ ସର୍ବସାଧାରଣ ଦର୍ଶନ ବନ୍ଦ

March 5, 2026

ଆଜିଠାରୁ ଟୋରଣ୍ଟୋ, ଫ୍ରାଙ୍କଫର୍ଟ ଏବଂ ପ୍ୟାରିସକୁ ଅତିରିକ୍ତ କ୍ଷମତା ବିଶିଷ୍ଟ ବିମାନ ଚଳାଚଳ: ଏୟାର ଇଣ୍ଡିଆ

March 5, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.