Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଏକଟଙ୍କିଆ ମୁଦ୍ରା ଆପଣଙ୍କୁ କରିଦେବ ଲକ୍ଷପତି, ଜାଣନ୍ତୁ କିପରି
ଆଜିର ଖବର

ଏକଟଙ୍କିଆ ମୁଦ୍ରା ଆପଣଙ୍କୁ କରିଦେବ ଲକ୍ଷପତି, ଜାଣନ୍ତୁ କିପରି

October 13, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ : ଆପଣଙ୍କ ପାଖରେ ଏକ ଟଙ୍କିଆ ମୁଦ୍ରା ଅଛି କି , ତା’ହେଲେ ଆପଣ ଲକ୍ଷପତି ହୋଇପାରିବେ । କଥାଟି ଅଜବ ଲାଗୁଥିଲେ ବି  କଥାଟି ପୂରା ସତ୍ୟ । ପୁରୁଣା ଜିନିଷ ବଦଳରେ ଆପଣଙ୍କୁ ଅଧିକ ଫାଇଦା ମିଳିବ । ଯଦି ଆପଣଙ୍କ ପାଖରେ 1913 ମସିହାର ଏକ ଟଙ୍କିଆ କଏନ ଅଛି ତେବେ ଆପଣ ଏହା ଜରିଆରେ  25ଲକ୍ଷ ଟଙ୍କା ପାଇପାରିବେ ।

ଦୁନିଆରେ ବହୁତ ଧନୀ ଲୋକେ ଆଣ୍ଟିକ୍‌ ବା ପ୍ରାଚୀନ ଜିନିଷର ସଂଗ୍ରହ କରିବାକୁ ବେଶ୍‌ ଭଲ ପାଇଥା’ନ୍ତି । ଯଦି ଆପଣଙ୍କ ପାଖରେ 1913 ମସିହାର 1ଟଙ୍କିଆ କଏନ୍‌ ରହିଛି, ତେବେ ଆପଣ ଘରେ ବସି ଲକ୍ଷପତି ହୋଇପାରିବେ । 1913 ମସିହାରେ ପ୍ରସ୍ତୁତ ହୋଇଥିବା ଏହି ରୂପାର କଏନ୍‌ର ମୂଲ୍ୟ ବଜାରରେ ଅଧିକ ରହିଛି । ଏହାକୁ ବିକ୍ରି କରି ଆପଣ 25 ଲକ୍ଷ ଟଙ୍କା ହାସଲ କରିପାରିବେ । ଭିକ୍ଟୋରିଆନ୍‌ କ୍ୟାଟେଗୋରୀରେ ସାମିଲ୍‌ ‌ ହୋଇଥିବା ଏହି ମୁଦ୍ରାର ଡିମାଣ୍ଡ ଏବେ ପ୍ରଚୁର ବଢି ଯାଇଛି ।

ଯଦି ଆପଣଙ୍କ ପାଖରେ 1913 ମସିହାରେ କଏନ୍‌ ରହିଛି ତେବେ ଆପଣ ଇଣ୍ଡିଆ ମାର୍ଟ ଓ୍ବେବସାଇଟ୍‌ରେ ଆପଣଙ୍କୁ ନିଜର ଏକ ଆକାଉଣ୍ଟ କରିବାକୁ ପଡିବ ଏହା ପରେ ଆପଣଙ୍କୁ ବିକ୍ରେତା ରୂପେ ରେଜିଷ୍ଟ୍ରେସନ୍‌ କରି ଏହି ସାଇଟ୍‌ରେ ଆପଣଙ୍କ ପାଖରେ ଥିବା ଏକ ଟଙ୍କିଆ କଏନର ଫଟୋକୁ ଅପଲୋଡ୍‌ କରିବେ । ଏହି 100 ବର୍ଷର ପୁରୁଣା ମୁଦ୍ରା ଜରିଆରେ ଆପଣ 25 ଲକ୍ଷ ଟଙ୍କା ପାଇପାରିବେ ।

ସେହିପରି ଆପଣଙ୍କ ପାଖରେ ଯଦି ବୈଷ୍ଣୋ ଦେବୀଙ୍କ ଫଟୋ ଥିବା 5 ଟଙ୍କା କି 10 ଟଙ୍କାର ମୁଦ୍ରା ଅଛି ତେବେ ଏହା ମଧ୍ୟ ଆପଣଙ୍କୁ ଲକ୍ଷପତି କରିପାରିବ । ଏହି ପଇସା 2002 ମସିହାରେ ଜାରି କରାଯାଇଥିଲା । ଏହି ମୁଦ୍ରାରେ ବୈଷ୍ଣୋ ଦେବୀଙ୍କ ଫଟୋ ଥିବା କାରଣରୁ ଏହାକୁ ଲକି ମନାଯାଉଛି । ଏହି ମୁଦ୍ରା ପାଇଁ ପାଞ୍ଚରୁ ଦଶ ଲକ୍ଷଟଙ୍କା ମିଳିପାରିବ । (ଏଜେନ୍ସି)

coin
Share. Facebook Twitter LinkedIn Email WhatsApp Copy Link

Related Posts

ତ୍ରିଦିବସୀୟ ‘ସମାବେଶୀ ଶିକ୍ଷା ସମ୍ମିଳନୀ’ କେନ୍ଦ୍ରମନ୍ତ୍ରୀଙ୍କ ଦ୍ୱାରା ଉଦଘାଟିତ

January 21, 2026

ଏଆଇ କ୍ଷମତା ସମ୍ପନ୍ନ ରାଷ୍ଟ୍ରଗୁଡ଼ିକର ପ୍ରଥମ ସମୂହରେ ଭାରତ ସାମିଲ ରହିଛି: ଅଶ୍ୱିନୀ ବୈଷ୍ଣବ

January 21, 2026

ବାଣପୁର: ପାଇକ କବି କୃଷ୍ଣଚନ୍ଦ୍ର ତ୍ରିପାଠୀଙ୍କ ରାଜ୍ୟ ସ୍ତରୀୟ ଜୟନ୍ତୀ ପାଳନରେ ଯୋଗଦେଲେ ଆଇନ ମନ୍ତ୍ରୀ

January 21, 2026

ପୂର୍ବତଟ ରେଳପଥର ମହାପ୍ରବନ୍ଧକଙ୍କ ଓଡିଶାର ମୁଖ୍ୟ ଶାସନ ସଚିବଙ୍କ ସହିତ ସୌଜନ୍ୟମୂଳକ ସାକ୍ଷାତ୍

January 21, 2026
Latest News

ତ୍ରିଦିବସୀୟ ‘ସମାବେଶୀ ଶିକ୍ଷା ସମ୍ମିଳନୀ’ କେନ୍ଦ୍ରମନ୍ତ୍ରୀଙ୍କ ଦ୍ୱାରା ଉଦଘାଟିତ

January 21, 2026

ଏଆଇ କ୍ଷମତା ସମ୍ପନ୍ନ ରାଷ୍ଟ୍ରଗୁଡ଼ିକର ପ୍ରଥମ ସମୂହରେ ଭାରତ ସାମିଲ ରହିଛି: ଅଶ୍ୱିନୀ ବୈଷ୍ଣବ

January 21, 2026

ବାଣପୁର: ପାଇକ କବି କୃଷ୍ଣଚନ୍ଦ୍ର ତ୍ରିପାଠୀଙ୍କ ରାଜ୍ୟ ସ୍ତରୀୟ ଜୟନ୍ତୀ ପାଳନରେ ଯୋଗଦେଲେ ଆଇନ ମନ୍ତ୍ରୀ

January 21, 2026

ପୂର୍ବତଟ ରେଳପଥର ମହାପ୍ରବନ୍ଧକଙ୍କ ଓଡିଶାର ମୁଖ୍ୟ ଶାସନ ସଚିବଙ୍କ ସହିତ ସୌଜନ୍ୟମୂଳକ ସାକ୍ଷାତ୍

January 21, 2026

ବାଣପୁରରେ ଚର୍ଚ୍ଚିତ ଯୌତୁକ ଜନିତ ହତ୍ୟାକାଣ୍ଡ ମାମଲା: ଅଭିଯୁକ୍ତ ସ୍ୱାମୀଙ୍କୁ ଆଜୀବନ କାରାଦଣ୍ଡ

January 21, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.