Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସାନ୍‌ଫ୍ରାନ୍‌ସିସ୍‌କୋରେ ଗୁଳିକାଣ୍ଡ : ୧ ମୃତ ୩ ଆହତ
ଆଜିର ଖବର

ସାନ୍‌ଫ୍ରାନ୍‌ସିସ୍‌କୋରେ ଗୁଳିକାଣ୍ଡ : ୧ ମୃତ ୩ ଆହତ

March 24, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link
1 killed in sanfransisco
1 killed in sanfransisco

ସାନ୍‌ଫ୍ରାନ୍‌ସିସ୍‌କୋରେ ଗୁଳିକାଣ୍ଡ ଘଟି ଜଣେ ବ୍ୟକ୍ତି ନିହତ ହୋଇଥିବା ବେଳେ ୩ ଜଣ ବ୍ୟକ୍ତି !ହତ ହାେଇଛନ୍ତି ।ପଶ୍ବିମ ଆମେରିକାର ଫିଲ୍‌ମୋର ସହରରେ ଏହି ଗୁଳିକାଣ୍ଡ ଘଟିଛି । ସନ୍ଧ୍ୟା ୮.୪୦ ମିନିଟ୍‌ରେ ବ୍ଲକ୍‌ ୧୩୦୦ରେ ଏହି ଘଟଣା ଘଟିଥିଲା ।  ୩ ଆହତଙ୍କୁ ଡାକ୍ତରଖାନାକୁ ନିଆଯାଇଥିବା ବେଳେ ତା ମଧ୍ୟରୁ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଥିବା ସୂଚନା ମିଳିଛି । ଆାମେରିକୀୟ ଅଧିକାରୀ ଘଟଣାର ତଦନ୍ତ ଜାରି କରିଛନ୍ତି । ଘଟଣା ପରେ ଫିଲ୍‌ମୋରର ଓ ଫାରେଲ୍‌ ରୁ ଟର୍କ ଷ୍ଟ୍ରିଟ୍‌ ରାସ୍ତାକୁ ବନ୍ଦ ରଖାଯାଇଛି । ଏହି ଆକ୍ରମଣ ନିମନ୍ତେ କୌଣସି ଆତଙ୍କୀ ସଙ୍ଗଠନ କିମ୍ବା ବ୍ୟକ୍ତିବିଶେଷ ନିଜକୁ ଦାୟୀ କରି ନାହାନ୍ତି ।

Share. Facebook Twitter LinkedIn Email WhatsApp Copy Link

Related Posts

ଉର୍ଜ୍ଜା ସ୍ଥିରତା ସମ୍ପର୍କରେ ଭାରତ ଓ ଜାପାନ ମଧ୍ୟରେ ମିଳିତ ଘୋଷଣାନାମା

July 3, 2026

Steel Import Issues: ଇସ୍ପାତ ମନ୍ତ୍ରଣାଳୟ ଆୟୋଜନ କରିବ ଓପନ ହାଉସ ଆଲୋଚନା

July 3, 2026

କେତେବେଳେ ଆରମ୍ଭ ହେବ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଦ୍ୱିତୀୟ ଟି-୨୦ ମ୍ୟାଚ୍?: ଜାଣନ୍ତୁ ସବୁକିଛି

July 3, 2026

ପଞ୍ଜାବ ନିର୍ବାଚନ ପୂର୍ବରୁ ବଢିଲା ଚର୍ଚ୍ଚା: ଅମିତ ଶାହଙ୍କୁ ଭେଟିଲେ କଂଗ୍ରେସ ନେତା ସୁଖଜିନ୍ଦର ସିଂହ ରନ୍ଧାୱା

July 3, 2026
Latest News

ଭୁବନେଶ୍ବରରେ ଆରମ୍ଭ ହେଲା ରାଜ୍ୟସ୍ତରୀୟ ଦକ୍ଷତା ବିକାଶ ତାଲିମ କାର୍ଯ୍ୟକ୍ରମ,ଏଥିରେ…

July 3, 2026

ଉର୍ଜ୍ଜା ସ୍ଥିରତା ସମ୍ପର୍କରେ ଭାରତ ଓ ଜାପାନ ମଧ୍ୟରେ ମିଳିତ ଘୋଷଣାନାମା

July 3, 2026

Steel Import Issues: ଇସ୍ପାତ ମନ୍ତ୍ରଣାଳୟ ଆୟୋଜନ କରିବ ଓପନ ହାଉସ ଆଲୋଚନା

July 3, 2026

ଇ-ରିକ୍ସା ଅଚଳ କରିଦେଉଥିବା ତିନିଟି ମୋବାଇଲ ଆପ୍ କୁ ହଟାଇବା ପାଇଁ ନିର୍ଦ୍ଦେଶ

July 3, 2026

ଜାପାନୀ ସଂସ୍ଥା ଓଡିଶାରେ କରିବେ ୩ଟି ପ୍ରକଳ୍ପ, ନିବେଶ- ୬୭,୦୦୦ କୋଟି ଟଙ୍କା, ବୁଝାମଣା ସ୍ବାକ୍ଷରିତ

July 3, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.