ଆଜି ରାଜ୍ୟରୁ ସୁସ୍ଥ ହେଲେ ଆଉ 2 ହଜାର 775 ଜଣ କୋରୋନା ଆକ୍ରାନ୍ତ

Published: Oct 14, 2020, 6:37 pm IST

ଭୁବନେଶ୍ବର: ଆଜି ରାଜ୍ୟରୁ 2 ହଜାର 775 ଜଣ କୋରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି। ଖୋର୍ଦ୍ଧାରୁ ସର୍ବାଧିକ 500 ଜଣ ସୁସ୍ଥ ହୋଇଥିବା ବେଳେ ନୂଆପଡାରୁ 189, କଟକରୁ 179 ଜଣ, ବରଗଡରୁ 148, କେନ୍ଦ୍ରାପଡାରୁ 136, ଅନୁଗୁଳରୁ 123, ଯାଜପୁରରୁ 117, ଭଦ୍ରକରୁ 114, ସମ୍ବଲପୁରରୁ 105, ମୟୂରଭଞ୍ଜରୁ 100, ବଲାଙ୍ଗିରିରୁ 89, କେନ୍ଦୁଝରରୁ 79, ନବରଙ୍ଗପୁରରୁ 73, ସୁନ୍ଦରଗଡରୁ 71, ମାଲକାନଗିରିରୁ 70, ଢେଙ୍କାନାଳରୁ 69, ବାଲେଶ୍ବରରୁ 67, ଜଗତସିଂହପୁରରୁ 58, କନ୍ଧମାଳରୁ 48, ସୋନପୁରରୁ 47, ରାୟଗଡାରୁ 46, ପୁରୀରୁ 43, ଝାରସୁଗୁଡାରୁ 39, କଳାହାଣ୍ଡିରୁ 39, କୋରାପୁଟରୁ 35, ନୟାଗଡରୁ 30, ଗଞ୍ଜାମରୁ 23, ଦେବଗଡରୁ 20, ବୌଦ୍ଧରୁ 7, ଗଜପତିରୁ 7 ଏବଂ ଷ୍ଟେଟ ପୁଲରୁ 100 ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ରାଜ୍ୟରେ ମୋଟ 2 ଲକ୍ଷ 35 ହଜାର 763 ଜଣ ସୁସ୍ଥ ହୋଇଘରକୁ ଫେରିଛନ୍ତି।

Related posts