Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସିଡିପିଓଙ୍କ ବଦଳି ଦାବିରେ ଅନଶନ ଓ ଧାରଣା
ଆଜିର ଖବର

ସିଡିପିଓଙ୍କ ବଦଳି ଦାବିରେ ଅନଶନ ଓ ଧାରଣା

October 14, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ଦୁଷ୍ମନ୍ତ କୁମାର ପଣ୍ଡା

କଳାହାଣ୍ଡି: ଆଜି କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଳକର କାର୍ଯ୍ୟରତ ଆଇସିଡିଏସର ସିଡିପିଓ ଶ୍ରୀମତୀ ଦୀପ୍ତିମୟୀ ମାର୍ଗରେଟ ଖଣ୍ଡପାଣିଙ୍କ ବଦଳି ଦାବିରେ ଅନଶନ ଓ ଧାରଣା ଦିଆଯାଇଛି। ମନମୁଖୀ କାର୍ଯ୍ୟ ଓ ବେଆଇନ କାମ କରୁଥିବା ଅଭିଯୋଗ ନେଇ ସ୍ଥାନୀୟ ଶିବ ଶକ୍ତି ମହାସଂଘ ଓ ସେବାକାରି କିନ୍ନର ମହାସଂଘ ପକ୍ଷରୁ ବ୍ଲକ୍ କାର୍ଯ୍ୟାଳୟ ସମ୍ମୁଖରେ ସିଡିପିଓଙ୍କ ବଦଳି ଦାବିରେ ଅନିର୍ଦ୍ଧିଷ୍ଟ କାଳ ପାଇଁ ଅନଶନ ଓ ଧାରଣା ଦିଆଯାଇଛି। ପ୍ରଥମେ ସଂଘ ପକ୍ଷରୁ ଏକ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରି ବ୍ଳକ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚିଥିଲେ। ଏଠାରେ କାର୍ଯ୍ୟରତ ସିଡିପିଓ ଦୀର୍ଘ ୭ ବର୍ଷ ରୁ ଉର୍ଦ୍ଧ୍ଵଦିନ ଗୋଟିଏ ସ୍ଥାନରେ ରହିବା ନିୟମ ନ ଥିବା ବେଳେ ସେ ଗୋଟିଏ ସ୍ଥାନରେ ରହିଆସିଛନ୍ତି। ତେଣୁ ସେ ମନମୁଖୀ କାର୍ଯ୍ୟ କରୁଥିବାରୁ ବିଭିନ୍ନ ମହଲରେ ଅସନ୍ତୋଷ ଦେଖାଦେଇଛି। ତା ସହିତ ନିମ୍ନମାନର ଛତୁଆ ପ୍ରସ୍ତୁତି ଓ ନିଜ ମନ ମୁତାବକ ବିନା ସୂଚନା ରେ ସଂଘ ପରିବର୍ତ୍ତନ କରିବାରେ ସିଡିପିଓ ଙ୍କ ହାତ ଥିବା ମଧ୍ୟ ଅଭିଯୋଗ ହେବା ସହ ଅସନ୍ତୋଷ ବଢିବାରେ ଲାଗିଛି। ତେଣୁ ସଡିପିଓ ଙ୍କୁ ତୁରନ୍ତ ବଦଳି ଦାବି ହେଉଛି।

Share. Facebook Twitter LinkedIn Email WhatsApp Copy Link

Related Posts

ବାଣପୁର: ତୋରସିଂ ଗ୍ରାମରେ ପାରମ୍ପରିକ କ୍ରୀଡା ପ୍ରତିଯୋଗିତା

June 15, 2026

ଫେରିବ କଳାଧନ!: ବିଦେଶରେ ଜମା ଥିବା ସମ୍ପତ୍ତି ଉପରେ ନୂତନ ନିୟମ ଲାଗୁ କରିବେ ସରକାର

June 15, 2026

ଭାରତ ଏବଂ ଆଫଗାନିସ୍ତାନ ମଧ୍ୟରେ ଦ୍ୱିତୀୟ ଦିନିକିଆ କେବେ? ଜାଣନ୍ତୁ ସମୟ ଓ ସ୍ଥାନ

June 15, 2026

ଜେୱାର ବିମାନବନ୍ଦରରୁ ଲକ୍ଷ୍ନୌ ଯାତ୍ରା କଲେ ୨୮ ମହିଳାଙ୍କ ସମେତ ୧୭୦ ଚାଷୀ

June 15, 2026
Latest News

ବାଣପୁର: ତୋରସିଂ ଗ୍ରାମରେ ପାରମ୍ପରିକ କ୍ରୀଡା ପ୍ରତିଯୋଗିତା

June 15, 2026

ଫେରିବ କଳାଧନ!: ବିଦେଶରେ ଜମା ଥିବା ସମ୍ପତ୍ତି ଉପରେ ନୂତନ ନିୟମ ଲାଗୁ କରିବେ ସରକାର

June 15, 2026

ଭାରତ ଏବଂ ଆଫଗାନିସ୍ତାନ ମଧ୍ୟରେ ଦ୍ୱିତୀୟ ଦିନିକିଆ କେବେ? ଜାଣନ୍ତୁ ସମୟ ଓ ସ୍ଥାନ

June 15, 2026

ସୋମନାଥ ସ୍ୱାଭିମାନ ଯାତ୍ରା-୨୦୨୬’ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ, ୧୧୦୦ ଭକ୍ତ ଗଲେ ଗୁଜରାଟ

June 15, 2026

ଜେୱାର ବିମାନବନ୍ଦରରୁ ଲକ୍ଷ୍ନୌ ଯାତ୍ରା କଲେ ୨୮ ମହିଳାଙ୍କ ସମେତ ୧୭୦ ଚାଷୀ

June 15, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.