Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ନଭେମ୍ବର ୧ରୁ ନୂଆ ନିୟମ ଅନୁଯାୟୀ ମିଳିବ ଏଲ୍‌ପିଜି ସିଲିଣ୍ଡର୍‌
ଆଜିର ଖବର

ନଭେମ୍ବର ୧ରୁ ନୂଆ ନିୟମ ଅନୁଯାୟୀ ମିଳିବ ଏଲ୍‌ପିଜି ସିଲିଣ୍ଡର୍‌

October 16, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଏଲପିଜି ସିଲିଣ୍ଡର
କ'ଣ ଏଲପିଜି ରିଫିଲ୍‌ ବୁକିଂ ସମୟସୀମା ୪୫ ଦିନ?: ସ୍ପଷ୍ଟିକରଣ ଦେଲେ ସରକାର

ନୂଆଦିଲ୍ଲୀ: ଏବେ ଆପଣଙ୍କ ଏଲ୍‌ପିଜି ସିଲିଣ୍ଡରର ହୋମ୍‌ ଡେଲିଭେରୀ ପ୍ରକ୍ରିୟାରେ ପରିବର୍ତ୍ତନ ଘଟିବ। ମିଳିଥିବା ସୂଚନା ଅନୁସାରେ, ଏବେ କେବଳ ଫୋନରେ ଅର୍ଡର ବୁକ୍ କରିବା ଦ୍ୱାରା ହିଁ ସିଲିଣ୍ଡର ଡେଲିଭରି ହେବନି। ଏଥିପାଇଁ ଭାରତୀୟ ତୈଳ କମ୍ପାନୀ ଏଲ୍‌ପିଜି ସିଲିଣ୍ଡରର ହୋମ୍‌ ଡେଲିଭରୀ ପ୍ରକ୍ରିୟାରେ କିଛି ପରିବର୍ତ୍ତନ କରୁଛନ୍ତି। ଘରୋଇ ସିଲିଣ୍ଡର ଚୋରୀକୁ ରୋକି ଉପଯୁକ୍ତ ଉପଭୋକ୍ତାଙ୍କ ନିକଟରେ ଗ୍ୟାସ୍‌ ପହଞ୍ଚାଇବା ଲକ୍ଷ୍ୟରେ ଗ୍ୟାସ୍‌ ସିଲିଣ୍ଡରର ହୋମ୍‌ ଡେଲିଭରୀ ପ୍ରକ୍ରିୟାରେ କିଛି ପରିବର୍ତ୍ତନ କରାଯାଇଛି।

ତେବେ ଆସିବାକୁ ଥିବା ଏହି ନୂତନ ପ୍ରକ୍ରିୟାରେ ଏବେ କେବଳ ବୁକିଂ କରିବାରେ କାମ ଚଳିବନି। ତୈଳ କମ୍ପାନୀ ନୂଆ ସିଷ୍ଟମକୁ ଅଥଣ୍ଟିକେସନ୍ କୋଡ୍(ଡିଏସି) ସହିତ ଯୋଡିବାର ଯୋଜନା କରୁଛନ୍ତି। ଏଥିରେ ସିଲିଣ୍ଡର ବୁକିଂ କରିବା ନେଇ ଆପଣଙ୍କ ରେଜିଷ୍ଟର୍ଡ ମୋବାଇଲ ନମ୍ବର ଉପରେ ଏକ କୋଡ୍ ଆସିବ। ଏହି କୋଡ୍ ସିଲିଣ୍ଡର ଡେଲିଭରି କରିବା ସମୟରେ ଡେଲିଭରି ବୟକୁ ଦେବାକୁ ହେବ। ଯେଉଁ ପର୍ଯ୍ୟନ୍ତ ଏହି କୋଡ ନଆସିବ ସେ ପର୍ଯ୍ୟନ୍ତ ଡେଲିଭରି ପୁରା ହେବନାହିଁ ଓ ଷ୍ଟାଟସ୍ ପେଣ୍ଡିଂ ରହିବ। ଯଦି ଆପଣଙ୍କ ମୋବାଇଲ ନମ୍ବର ଗ୍ୟାସ୍ ବିକ୍ରେତା ଏଜେନ୍ସିଙ୍କ ପାଖରେ ରେଜିଷ୍ଟର୍ଡ ନାହିଁ କିମ୍ବା ନମ୍ବର ବଦଳି ଯାଇଛି ତେବେ‌ ଡେଲିଭରି କରିଛନ୍ତି ତେବେ ଏହାକୁ ଅପଡେଟ୍ କରିପାରିବେ। ଏଥିପାଇଁ ଡେଲିଭରି ବୟଙ୍କୁ ଏକ ଆପ୍ ସୁବିଧା ଦିଆଯିବ। ଡେଲିଭରି କରିବା ସମୟରେ ଆପଣ ସେହି ଆପ୍ ସାହାଯ୍ୟରେ ନିଜର ମୋବାଇଲ ନମ୍ବର ଡେଲିଭରି ବୟକୁ ଅପଡେଟ୍ କରିପାରିବେ। ଆପ୍ ଜରିଆରେ ରିୟଲ ଟାଇମ୍ ବେସିସରେ ମୋବାଇଲ ନମ୍ବର ଅପଡେଟ୍ ହୋଇଯିବ। ଏହାପରେ ସେହି ନମ୍ବର କୋଡ୍ ମଧ୍ୟ ଜେନରେଟ୍ କରିବାର ସୁବିଧା ରହିବ।

ଏହି ସିଷ୍ଟମ୍‌ ପ୍ରଥମେ ୧୦୦ ସ୍ମାର୍ଟ ସିଟିରେ ଲାଗୁ କରାଯିବ। ଏହା ପାଇଲଟ୍ ପ୍ରୋଜେକ୍ଟ ଭାବରେ କାମ କରିବ। ଧୀରେ ଧୀରେ ଦେଶର ଅନ୍ୟ ଭାଗରେ ମଧ୍ୟ ଏହି ସିଷ୍ଟମ ଲାଗୁ କରାଯିବ। ବର୍ତ୍ତମାନ ସମୟରେ ଦୁଇଟି ସହରରେ ଏହି ସିଷ୍ଟମ ପାଇଲଟ୍ ପ୍ରୋଜେକ୍ଟ ଭାବରେ ଚାଲିଛି। ନୂଆ ସିଷ୍ଟମ କେବଳ ଘରୋଇ ଗ୍ୟାସ୍ ସିଲିଣ୍ଡରରେ ଲାଗୁ ହେବ। କମର୍ସିଆଲ ସିଲିଣ୍ଡରକୁ ଏହାଠାରୁ ଅଲଗା ରଖାଯିବ।  (ଏଜେନ୍ସି)

homedelivery LPG
Share. Facebook Twitter LinkedIn Email WhatsApp Copy Link

Related Posts

ଫଳ ପେଟିରେ ଗଞ୍ଜେଇ : ଦୁଇ ଗିରଫ

April 7, 2026

କାଳବୈଶାଖୀ ସତର୍କତା: ୨୦ ଜିଲ୍ଲାକୁ ୱାର୍ଣ୍ଣିଂ

April 7, 2026

IPL 2026: ପଏଣ୍ଟ ଟେବୁଲରେ ବଡ଼ ପରିବର୍ତ୍ତନ, ପ୍ରଥମ ସ୍ଥାନରେ ପଞ୍ଜାବ କିଙ୍ଗସ୍

April 7, 2026

ଅମରାବତୀ ଏବେ ଆନ୍ଧ୍ରର ଏକମାତ୍ର ରାଜଧାନୀ

April 7, 2026
Latest News

ଫଳ ପେଟିରେ ଗଞ୍ଜେଇ : ଦୁଇ ଗିରଫ

April 7, 2026

କାଳବୈଶାଖୀ ସତର୍କତା: ୨୦ ଜିଲ୍ଲାକୁ ୱାର୍ଣ୍ଣିଂ

April 7, 2026

IPL 2026: ପଏଣ୍ଟ ଟେବୁଲରେ ବଡ଼ ପରିବର୍ତ୍ତନ, ପ୍ରଥମ ସ୍ଥାନରେ ପଞ୍ଜାବ କିଙ୍ଗସ୍

April 7, 2026

ଅମରାବତୀ ଏବେ ଆନ୍ଧ୍ରର ଏକମାତ୍ର ରାଜଧାନୀ

April 7, 2026

ସ୍ୱାସ୍ଥ୍ୟ ସୁରକ୍ଷାର ଆହ୍ୱାନ ଓ ପ୍ରତିବଦ୍ଧତା

April 7, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.