Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଗୁଗୁଲ୍‌ ସର୍ଚ୍ଚ କରିବା ସମୟରେ ସାବଧାନ ରୁହନ୍ତୁ : ଜାଣି ରଖନ୍ତୁ କ’ଣ ଗୁଗୁଲ୍‌ରେ କ’ଣ ସର୍ଚ୍ଚ କରିବେ କ’ଣ କରିବେ ନାହିଁ
ଆଜିର ଖବର

ଗୁଗୁଲ୍‌ ସର୍ଚ୍ଚ କରିବା ସମୟରେ ସାବଧାନ ରୁହନ୍ତୁ : ଜାଣି ରଖନ୍ତୁ କ’ଣ ଗୁଗୁଲ୍‌ରେ କ’ଣ ସର୍ଚ୍ଚ କରିବେ କ’ଣ କରିବେ ନାହିଁ

October 16, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link
Google
ଭାରତରେ ଗୁଗୁଲର 88,730 କୋଟିର ବିପୁଳ ନିବେଶ: ପ୍ରତିବର୍ଷ ସୃଷ୍ଟି କରିବ ଲକ୍ଷାଧିକ ନୂତନ ନିଯୁକ୍ତି

ନୂଆଦିଲ୍ଲୀ :  ଆଜିର ଜାମାନା ହେଉଛି ଗୁଗୁଲ୍‌ର । ଆପଣଙ୍କର ଯଦି କିଛି ପ୍ରଶ୍ନ ଅଛି ତେବେ ତତ୍‌କ୍ଷଣାତ୍‌ ଗୁ୍ଗୁଲ୍‌କୁ ପଚାରି ଦେଉଛନ୍ତି । କେବେ କେବେ ଗୁଗୁଲରେ‌ ବହୁତ ଅଜବ ଜିନିଷ ମଧ୍ୟ ସର୍ଚ୍ଚ ହୋଇଥିବାର ଜଣାଯାଇଛି । ଯଦି ଆପଣ ମଧ୍ୟ ଗୁଗୁଲ୍‌ ସର୍ଚ୍ଚ କରୁଛନ୍ତି, ତେବେ ସାବଧାନ ରହୁନ୍ତୁ । ଆପଣଙ୍କର ଗୋଟିଏ ଭୁଲ୍‌ ଯୋଗୁଁ ଆପଣ ଜେଲ୍‌ର ଚାରି କାନ୍ଥ ଭିତରେ ରହିଯିବେ ।

ଆପଣ ଗୁଗୁଲ୍‌ ସର୍ଚ୍ଚ କରିବା ସମୟରେ ସାବଧାନ ରୁହନ୍ତୁ, ଜାଣି ରଖନ୍ତି ଗୁଗୁଲ୍‌ରେ କେଉଁ ବିଷୟରେ ସର୍ଚ୍ଚ କଲେ ଆପଣଙ୍କୁ ଏପରି କଠୋର ଦଣ୍ଡ ମିଳିବ । ଗୁଗୁଲ୍‌ରେ କଦାପି ବମ୍‌ ପ୍ରସ୍ତୁତି ସମ୍ପର୍କରେ ସର୍ଚ୍ଚ କରନ୍ତୁ ନାହିଁ । ଏହା ଆପଣଙ୍କୁ ବେଶ୍‌ ମହଙ୍ଗା ପଡିବ । ଆପଣ ଏହା ସମ୍ପର୍କରେ ସର୍ଚ୍ଚ କଲେ, କମ୍ପାନୀ ତୁରନ୍ତ ଆପଣଙ୍କ ଆଇପି ଆଡ୍ରେସ  ସୁରକ୍ଷା ଏଜେନ୍ସିଙ୍କ ନିକଟକୁ ପଠାଇ ଦେବ । ଏହାପରେ ସୁରକ୍ଷା ଏଜେନ୍ସି ଆଲର୍ଟ ହୋଇଟିବେ । ଏବଂ ତତକ୍ଷଣାତ ଆପଣଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ କରିବେ । ତେଣୁ ବମ୍‌ ପ୍ରସ୍ତୁତି ସମ୍ପର୍କରେ କୌଣସି ପ୍ରକାରର ସର୍ଚ୍ଚ ଗୁଗୁଲ୍‌ରେ କରନ୍ତୁ ନାହିଁ ।

ଏତଦ୍‌ବ୍ୟତୀତ ଗୁଗୁଲ୍‌ରେ କଦାପି ଔଷଧ ସମ୍ପର୍କରେ ସର୍ଚ୍ଚ କରନ୍ତୁ ନାହିଁ । କେହି କେହି ଗୁଗୁଲ୍‌ ସର୍ଚ୍ଚ କରି ଔଷଧ ଖାଇଥା’ନ୍ତି । ଏହା ଆପଣଙ୍କୁ ସ୍ବାସ୍ଥ୍ୟ ପ୍ରତି ବିପଦ ସୃଷ୍ଟି କରିପାରେ । କେବେ କେବେ ଗୁଗୁଲ୍‌ ସର୍ଚ୍ଚରେ ଭୁଲ୍‌ ଔଷଧ ସମ୍ପର୍କରେ ସୂଚନା ମିଳିଯାଏ, ଏହା ଆପଣଙ୍କ ପାଇଁ ବିପଦ ହୋଇପାରେ ।

ସେହିପରି ଯଦି ଆପଣ କିଛି ପ୍ରଡକ୍ଟ ବ୍ୟବହାର କରୁଛନ୍ତି । ଏବଂ ଏଥିରେ ଅସୁବିଧାର ସମ୍ମୁଖୀନ ହୋଇ କଷ୍ଟମର କେୟାରକୁ ଫୋନ୍‌ କରିବା ପାଇଁ ଗୁଗୁଲ୍‌ରୁ ନମ୍ବର ଖୋଜୁଛନ୍ତି, ତେବେ ସାବଧାନ ରୁହନ୍ତୁ । ଏହା ଦ୍ବାରା ଆପଣ ଅସୁବିଧାରେ ପଡି ପାରନ୍ତି । ଗୁଗୁଲ୍‌ରେ ସାଇବର କ୍ରାଇମ୍‌ ହ୍ୟାକର୍ସ କିଛି କମ୍ପାନୀର ଫେକ୍‌ ହେଲପଲାଇନ୍‌ ନମ୍ବର ଫ୍ଲୋଟ୍‌ କରି ଥା’ନ୍ତି । ଏହା ଦ୍ବାରା ଆପଣ ଭୁଲ୍‌ ନମ୍ବର ପାଇ ହ୍ୟାକର୍ସ ପାଖରେ ପହଞ୍ଚିପାରନ୍ତି । ଏହା ଦ୍ବାରା ହ୍ୟାକର୍ସ ଆପଣଙ୍କ ଅନଲାଇନ୍‌ ବ୍ୟାଙ୍କି ପରି ସୁବିଧା ଉପଯୋଗ କରି ଆପଣଙ୍କ ଆକାଉଣ୍ଟରୁ ପଇସା ଗାଏବ କରିପାରନ୍ତି । ଏହା ବ୍ୟତୀତ ଆପଣ କେବେ ବି ନିଜ ପର୍ସନାଲ୍‌ ଇମେଲ୍‌ ଗୁଗୁଲ୍‌ରେ ସର୍ଚ୍ଚ କରନ୍ତୁ ନାହିଁ । ଏହା ଦ୍ବାରା ଆପଣଙ୍କ ଆକାଉଣ୍ଟ ଓ ପାସଓ୍ବାର୍ଡ ଲିକ୍‌ ହୋଇପାରେ । ଗୁଗୁଲ୍‌ ସର୍ଚ୍ଚ କରିବା ସମୟରେ ସାବଧାନତା ଅବଲମ୍ବନ କରନ୍ତୁ । (ଏଜେନ୍ସି)

google search
Share. Facebook Twitter LinkedIn Email WhatsApp Copy Link

Related Posts

ପୂର୍ବତନ କେନ୍ଦ୍ରମନ୍ତ୍ରୀ ଡାକ୍ତର ଦେବେନ୍ଦ୍ର ପ୍ରଧାନଙ୍କର ପ୍ରଥମ ଶ୍ରାଦ୍ଧ ବାର୍ଷିକୀରେ ଯୋଗ ଦେଲେ ରକ୍ଷାମନ୍ତ୍ରୀ, ମୁଖ୍ୟମନ୍ତ୍ରୀ

March 17, 2026

ଉତ୍ତରାଖଣ୍ଡ ଚାରିଧାମ ଯାତ୍ରା ପାଇଁ ପ୍ରବଳ ଉତ୍ସାହ: ୧୦ ଦିନରେ ୬ ଲକ୍ଷରୁ ଅଧିକ ପଞ୍ଜୀକରଣ

March 17, 2026

ମହଙ୍ଗା ପଡ଼ିପାରେ କ୍ରିକେଟରେ ହସ୍ତକ୍ଷେପ କରିବା: ସରକାରଙ୍କୁ ଚେତାବନୀ ଦେଲା ବାଂଲାଦେଶ ବୋର୍ଡ

March 17, 2026

ଜେଡିୟୁରୁ ​​ଅଲଗା ହେବା ପରେ କେସି ତ୍ୟାଗୀଙ୍କ ପ୍ରଥମ ପ୍ରତିକ୍ରିୟା: ଜାଣନ୍ତୁ କ’ଣ କହିଲେ?

March 17, 2026
Latest News

ପୂର୍ବତନ କେନ୍ଦ୍ରମନ୍ତ୍ରୀ ଡାକ୍ତର ଦେବେନ୍ଦ୍ର ପ୍ରଧାନଙ୍କର ପ୍ରଥମ ଶ୍ରାଦ୍ଧ ବାର୍ଷିକୀରେ ଯୋଗ ଦେଲେ ରକ୍ଷାମନ୍ତ୍ରୀ, ମୁଖ୍ୟମନ୍ତ୍ରୀ

March 17, 2026

ଉତ୍ତରାଖଣ୍ଡ ଚାରିଧାମ ଯାତ୍ରା ପାଇଁ ପ୍ରବଳ ଉତ୍ସାହ: ୧୦ ଦିନରେ ୬ ଲକ୍ଷରୁ ଅଧିକ ପଞ୍ଜୀକରଣ

March 17, 2026

ମହଙ୍ଗା ପଡ଼ିପାରେ କ୍ରିକେଟରେ ହସ୍ତକ୍ଷେପ କରିବା: ସରକାରଙ୍କୁ ଚେତାବନୀ ଦେଲା ବାଂଲାଦେଶ ବୋର୍ଡ

March 17, 2026

ଜେଡିୟୁରୁ ​​ଅଲଗା ହେବା ପରେ କେସି ତ୍ୟାଗୀଙ୍କ ପ୍ରଥମ ପ୍ରତିକ୍ରିୟା: ଜାଣନ୍ତୁ କ’ଣ କହିଲେ?

March 17, 2026

ରଣପୁରରେ “ଉଲ୍ଲାସ” କାର୍ଯ୍ୟକ୍ରମ: ପ୍ରାୟ ୪ ହଜାରରୁ ଅଧିକ ପରୀକ୍ଷାର୍ଥୀଙ୍କ ଅଂଶଗ୍ରହଣ

March 17, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.