Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ମାଲାକାନଗିରି ସ୍ବାଭିମାନ ଅଞ୍ଚଳର ଗୁରାସେତୁ ଅଞ୍ଚଳବାସୀଙ୍କ ପାଇଁ ଖୁସି ଖବର, ବିଏସଏଫ କଲା ନୂଆ କ୍ୟାମ୍ପ୍
ଆଜିର ଖବର

ମାଲାକାନଗିରି ସ୍ବାଭିମାନ ଅଞ୍ଚଳର ଗୁରାସେତୁ ଅଞ୍ଚଳବାସୀଙ୍କ ପାଇଁ ଖୁସି ଖବର, ବିଏସଏଫ କଲା ନୂଆ କ୍ୟାମ୍ପ୍

November 1, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ମାଲାକାନାଗିର, ବିଏସଏଫର ଲଢୁଆ ସୁରକ୍ଷା କର୍ମିଙ୍କୁ ନେଇ ମାଲାକାନାଗିରିର ସ୍ବାଭିମାନ ଅଞ୍ଚଳରେ ଏକ ନୂଆ କ୍ୟାମ୍ପ କରାଯାଇଛି। ଏହି କ୍ୟାମ୍ପ ଗୁରାସେତୁ ନିକଟରେ କରାଯାଇଛି। ମାଓବାଦୀଙ୍କ ଭୟରେ ସେଠାକାର ଅଞ୍ଚଳବାସୀ ବାହାରୁ ଯିବା ପାଇଁ ଭୟ କରିଥାନ୍ତି। ଫଳରେ ଦୀର୍ଘଦିନରୁ ସେଠାରେ ଏକ ସୁରକ୍ଷା କ୍ୟାମ୍ପ କରିବା ପାଇଁ ଯୋଜନା ଚାଲିଥିଲା। ଗତକାଲି ବିଏସଏଫ ଡିଆଇଜି, ଏସଓଜି, ଆଇଆର ବ୍ୟାଟେଲିୟାନ ଏବଂ ମାଲାକାନାଗିରି ଏସପି ବିଏସଏପର ସିଓବି କୁ ପତାକା ପୋତି ଉଦଘାଟନ କରିଥିଲେ।

ଏହା ନୂଆ ସିଓବି ବା କଂପାନୀ ଅପରେଟିଂ ବେସ୍ ପ୍ରତିଷ୍ଠା ନେଇ ଓଡିଶା ପୋଲିସ ଡିଜି ଅଭିନନ୍ଦନ ଜଣାଇଛନ୍ତି।

Share. Facebook Twitter LinkedIn Email WhatsApp Copy Link

Related Posts

ୱାଲ୍‌ଟାୟାର ଡିଭିଜନ ଟ୍ରେନ୍‌ଗୁଡ଼ିକରେ ଅଭିନବ ହାଇଜେନିକ୍ ଚା ଏବଂ କଫି ବିକ୍ରୟ ବ୍ୟବସ୍ଥା ଆରମ୍ଭ

January 14, 2026

ଆଇଆଇଟି ମାଡ୍ରାସରେ ‘ପୋଙ୍ଗଲ ପର୍ବ’ ପାଳିଲେ କେନ୍ଦ୍ରମନ୍ତ୍ରୀ

January 14, 2026

ନୂଆଦିଲ୍ଲୀରେ ପୋଙ୍ଗଲ ସମାରୋହକୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ

January 14, 2026

ପାଇକ କବି କୃଷ୍ଣଚନ୍ଦ୍ର ତ୍ରିପାଠୀଙ୍କ ୧୧୫ତମ ଜୟନ୍ତୀ ଅବସରରେ ଶ୍ରଦ୍ଧାଞ୍ଜଳି

January 14, 2026
Latest News

ୱାଲ୍‌ଟାୟାର ଡିଭିଜନ ଟ୍ରେନ୍‌ଗୁଡ଼ିକରେ ଅଭିନବ ହାଇଜେନିକ୍ ଚା ଏବଂ କଫି ବିକ୍ରୟ ବ୍ୟବସ୍ଥା ଆରମ୍ଭ

January 14, 2026

ଆଇଆଇଟି ମାଡ୍ରାସରେ ‘ପୋଙ୍ଗଲ ପର୍ବ’ ପାଳିଲେ କେନ୍ଦ୍ରମନ୍ତ୍ରୀ

January 14, 2026

ନୂଆଦିଲ୍ଲୀରେ ପୋଙ୍ଗଲ ସମାରୋହକୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ

January 14, 2026

ପାଇକ କବି କୃଷ୍ଣଚନ୍ଦ୍ର ତ୍ରିପାଠୀଙ୍କ ୧୧୫ତମ ଜୟନ୍ତୀ ଅବସରରେ ଶ୍ରଦ୍ଧାଞ୍ଜଳି

January 14, 2026

ସଙ୍ଗୀତଧାରା ଭକ୍ତି ସଙ୍ଗୀତ ପ୍ରତିଯୋଗିତା, ୧୮ରେ ରଣପୁର ବ୍ଲକ ଅଡିସନ

January 14, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.