Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବାଣ ଫୁଟାଇବାକୁ ଅନୁମତି ନାହିଁ : ଗେହଲଟ୍‌
ଆଜିର ଖବର

ବାଣ ଫୁଟାଇବାକୁ ଅନୁମତି ନାହିଁ : ଗେହଲଟ୍‌

November 2, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link
କଂଗ୍ରେସ ନେତା
ପାକିସ୍ତାନକୁ "ଦଲାଲ ରାଷ୍ଟ୍ର" ବୋଲି କହିଲେ ଏସ. ଜୟଶଙ୍କର: କଡ଼ା ବିରୋଧ କଲେ କଂଗ୍ରେସ ନେତା

ଜୟପୁର : ଦୀପାବଳିରେ ବାଣ ବିକ୍ରି ଉପରେ କଟକଣା ଜାରି କରିଛି ରାଜସ୍ଥାନ । ଏନେଇ ଗେହଲଟ ଟ୍ୱିଟ କରି ସୂଚନା ଦେଇଛନ୍ତି । ରାଜ୍ୟରେ ବାୟୁ ପ୍ରଦୂଷଣ ଅଧିକ ରହିଥିବାରୁ ସରକାର ଦୀପାବଳିରେ ବାଣ ଫୁଟାଇବାକୁ ଅନୁମତି ଦେବେ ନାହିଁ ବୋଲି ଗେହଲଟ କହିଛନ୍ତି । ଶୁଦ୍ଧ ଏବଂ ସ୍ୱଚ୍ଛ ବାୟୁମଣ୍ଡଳ ପାଇଁ ରାଜସ୍ଥାନ ସରକାରଙ୍କ ପକ୍ଷରୁ “ଶୁଦ୍ଧ କେଲିଏ ୟୁଦ୍ଧ” ମିଶନର ପ୍ରାରମ୍ଭ ମଧ୍ୟ କରାଯାଇଛି। ଅପରପକ୍ଷରେ ରାଜସ୍ଥାନରେ ମାସ୍କ ବାଧ୍ୟତାମୂଳକ ପାଇଁ ଆଇନ ମଧ୍ୟ ପ୍ରଣୟନ କରିଛି । କରୋନା ସଂକ୍ରମଣ ଦେଶରେ ଲାଗି ରହିଥିବା କାରଣରୁ ମାସ୍କ ପିନ୍ଧିଲେ ଫାଇନ ଆଦାୟ କରାଯାଉଛି । ତେବେ ମାସ୍କ ପିନ୍ଧିବାକୁ ବାଧ୍ୟତା ମୂଳକ କରାଯାଇନାହିଁ  କିମ୍ବା ଏହାକୁ ନେଇ କୌଣସି ଆଇନ ପ୍ରଣୟନ କରାଯାଇନାହିଁ । ପ୍ରଥମ ରାଜ୍ୟ ଭାବରେ ରାଜସ୍ଥାନ ଏ ସମ୍ପର୍କିତ ଏକ ଆଇନ ପ୍ରଣୟନ କରାଯାଇଛି । ଏହି ନୂତନ ଆଇନ ଅନୁଯାୟୀ ମାସ୍କ ପିନ୍ଧିବା ବାଧ୍ୟତା ମୂଳକ କରାଯାଇଛି । ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଟ୍ୱିଟ କରି ଏ ସମ୍ପର୍କରେ ସୂଚନା ଦେଇଛନ୍ତି । ଏହା ସହିତ ସମସ୍ତ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ପାଇଁ ନୋ ମାସ୍କ ନୋ ଏଣ୍ଟ୍ରି ନିୟମ ଲାଗୁ କରାଯାଇଛି । କୋଭିଡ ସମସ୍ୟାର ମୁକାବିଲା ପାଇଁ ରବିବାର 2000 ନୂତନ ଡାକ୍ତରଙ୍କୁ ମଧ୍ୟ ନିଯୁକ୍ତ କରାଯାଇଛି ।  ଉଲ୍ଲେଖଯୋଗ୍ୟ ଯେ, ରାଜସ୍ଥାନରେ ସୋମବାର ସୁଦ୍ଧା 1917 ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ 15 ହଜାର 255ଜଣ ସକ୍ରିୟ ଆକ୍ରାନ୍ତ ରହିଛନ୍ତି । (ଏଜେନ୍ସି)

Share. Facebook Twitter LinkedIn Email WhatsApp Copy Link

Related Posts

ତୀରନ୍ଦାଜୀରେ ଭାରତକୁ ତୃତୀୟ ‘ସ୍ୱର୍ଣ୍ଣ’: ଚୀନକୁ ପରାସ୍ତ କଲେ ସାହିଲ, କୁଶଲ ଏବଂ ଗଣେଶ 

September 30, 2026

ସୌମ୍ୟରଞ୍ଜନ ମୃତ୍ୟୁ ମାମଲା: ବିଦ୍ୟାଭାରତୀଙ୍କୁ ସୁପ୍ରିମ୍ କୋର୍ଟଙ୍କ ଝଟ୍‌କା, ହଟିଲା ଅନ୍ତରୀଣ ସୁରକ୍ଷା

September 30, 2026

ଇଣ୍ଡିଆ ମେଣ୍ଟ ବୈଠକରେ କେଉଁ ଦଳ ଯୋଗ ଦେଲେ?: ସମ୍ପୂର୍ଣ୍ଣ ତାଲିକା ଜାରି କଲା କଂଗ୍ରେସ

September 30, 2026

ଆଜି ଭାରତ ବନାମ ୱେଷ୍ଟଇଣ୍ଡିଜ୍ ଦ୍ୱିତୀୟ ଦିନିକିଆ: ଜାଣନ୍ତୁ ପିଚ୍ ରିପୋର୍ଟ ଏବଂ ପାଣିପାଗ

September 30, 2026
Latest News

ବିଭିନ୍ନ ସ୍ଥାନରେ ଓଡ଼ିଶା ବନ୍ଦ, ଟାୟାର ଜାଳି ରାସ୍ତା ଅବରୋଧ

September 30, 2026

ତୀରନ୍ଦାଜୀରେ ଭାରତକୁ ତୃତୀୟ ‘ସ୍ୱର୍ଣ୍ଣ’: ଚୀନକୁ ପରାସ୍ତ କଲେ ସାହିଲ, କୁଶଲ ଏବଂ ଗଣେଶ 

September 30, 2026

ସୌମ୍ୟରଞ୍ଜନ ମୃତ୍ୟୁ ମାମଲା: ବିଦ୍ୟାଭାରତୀଙ୍କୁ ସୁପ୍ରିମ୍ କୋର୍ଟଙ୍କ ଝଟ୍‌କା, ହଟିଲା ଅନ୍ତରୀଣ ସୁରକ୍ଷା

September 30, 2026

ଇଣ୍ଡିଆ ମେଣ୍ଟ ବୈଠକରେ କେଉଁ ଦଳ ଯୋଗ ଦେଲେ?: ସମ୍ପୂର୍ଣ୍ଣ ତାଲିକା ଜାରି କଲା କଂଗ୍ରେସ

September 30, 2026

ଆଜି ଭାରତ ବନାମ ୱେଷ୍ଟଇଣ୍ଡିଜ୍ ଦ୍ୱିତୀୟ ଦିନିକିଆ: ଜାଣନ୍ତୁ ପିଚ୍ ରିପୋର୍ଟ ଏବଂ ପାଣିପାଗ

September 30, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.