Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଆଜି ଭୋରରୁ ଅର୍ଣ୍ଣବ ଗୋସ୍ବାମୀଙ୍କୁ ଗିରଫ କଲା ମୁମ୍ବାଇ ପୋଲିସ, ତେବେ ଟିଆରପି ମାମଲାରେ ନୁହେଁ
ଆଜିର ଖବର

ଆଜି ଭୋରରୁ ଅର୍ଣ୍ଣବ ଗୋସ୍ବାମୀଙ୍କୁ ଗିରଫ କଲା ମୁମ୍ବାଇ ପୋଲିସ, ତେବେ ଟିଆରପି ମାମଲାରେ ନୁହେଁ

November 4, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link
ଆଜି ଭୋରରୁ ଅର୍ଣ୍ଣବ ଗୋସ୍ବାମୀଙ୍କୁ ଗିରଫ କଲା ମୁମ୍ବାଇ ପୋଲିସ, ତେବେ ଟିଆରପି ମାମଲାରେ ନୁହେଁ

ମୁମ୍ବାଇ, ସାମ୍ବାଦିକ ତଥା ରିପବ୍ଲିକ୍ ଟିଭିର ମୁଖ୍ୟ ସମ୍ପାଦକ ଅର୍ଣ୍ଣବ ଗୋସ୍ୱାମୀଙ୍କୁ ଆଜି ସକାଳେ ମୁମ୍ବାଇ ପୋଲିସ ଗିରଫ କରିଛି। କ୍ୟାମେରାରୁ ଦୂରରେ ରଖିବା ପାଇଁ ତାଙ୍କ ଘର ଆଗରେ ବହୁ ପୋଲିସ ଭ୍ୟାନ ରଖାଯାଇ ଏହି ଗିରଫ କରାଯାଇଛି। ତେବେ ଏହା ଟିଆରପି ସ୍କାମ ମାମଲାରେ କରାଯାଇ ନାହିଁ। 2018 ମସିହାରେ ଜଣେ ଇଣ୍ଟିରିୟର ଡିଜାଇନରଙ୍କ ଆତ୍ମହତ୍ୟା ମାମଲାରେ ତାଙ୍କୁ ଗିରଫ କରାଯାଇଛି। ତେବେ ପୋଲିସ ତରଫରୁ ସେ ନେଇ କୌଣସି ସୂଚନା ଦିଆଯାଇ ନାହିଁ।

2018 ମସିହାରେ ଅର୍ଣ୍ଣବ ନାଭିୟା ନାୟକଙ୍କର ଇଣ୍ଟିରିୟର ଡିଜାଇନର ପ୍ରାୟ ଦୁଇ କୋଟି ଟଙ୍କା ବାକି ରଖିଛନ୍ତି। ସେ ସେହି ଟଙ୍କା ନ ଦେବାରୁ ନାଭିୟା ଏବଂ ତାଙ୍କ ମା ବହୁ ଆର୍ଥିକ ଅନାଟନରେ ଗତି କରିଥିଲେ। ଶେଷରେ ଉଭୟ ଅତ୍ୟାହତ୍ୟା କରିଥିଲେ। ସୁଇସାଇଡିୟାଲ ନୋଟରେ ତାଙ୍କ ଆତ୍ମହତ୍ୟା ପାଇଁ ଅର୍ଣ୍ଣବ ଦାୟି ବୋଲି ଉଲ୍ଲେଖ କରିଥିଲେ। ସେହି ମାମଲାରେ ପୋଲିସ ତାଙ୍କୁ ଗିରଫ କରିଥିବାର ଜଣାପଡିଛି।

Share. Facebook Twitter LinkedIn Email WhatsApp Copy Link

Related Posts

ISI ନିର୍ଦ୍ଦେଶରେ ଭାରତ ବିରୁଦ୍ଧରେ ଷଡ଼ଯନ୍ତ୍ର!: ଦିଲ୍ଲୀ ସୀମାରୁ ଲସ୍କର ଆତଙ୍କବାଦୀ ଗିରଫ

March 30, 2026

ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ବିବାଦୀୟ ବିବୃତ୍ତି ମାମଲା: କଂଗ୍ରେସ ନେତାଙ୍କୁ ହାଇକୋର୍ଟଙ୍କ ଆଶ୍ୱସ୍ତି

March 30, 2026

ଓଡିଶାରେ ଯୁଦ୍ଧର ପ୍ରଭାବ, ସଂଧ୍ୟାରେ ମୁଖ୍ୟମନ୍ତ୍ରୀ ଡାକିଲେ ଜିଲ୍ଲାପାଳମାନଙ୍କ ବୈଠକ

March 30, 2026

ବାଣପୁର ଓକିଲ ସଂଘ ନିର୍ବାଚନ: ନିର୍ବାଚନ ଅଧିକାରୀଙ୍କ ବିରୁଦ୍ଧରେ ଅଭିଯୋଗ ଆଣିଲେ ପରାଜିତ ପ୍ରାର୍ଥୀ

March 30, 2026
Latest News

ISI ନିର୍ଦ୍ଦେଶରେ ଭାରତ ବିରୁଦ୍ଧରେ ଷଡ଼ଯନ୍ତ୍ର!: ଦିଲ୍ଲୀ ସୀମାରୁ ଲସ୍କର ଆତଙ୍କବାଦୀ ଗିରଫ

March 30, 2026

ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ବିବାଦୀୟ ବିବୃତ୍ତି ମାମଲା: କଂଗ୍ରେସ ନେତାଙ୍କୁ ହାଇକୋର୍ଟଙ୍କ ଆଶ୍ୱସ୍ତି

March 30, 2026

ଓଡିଶାରେ ଯୁଦ୍ଧର ପ୍ରଭାବ, ସଂଧ୍ୟାରେ ମୁଖ୍ୟମନ୍ତ୍ରୀ ଡାକିଲେ ଜିଲ୍ଲାପାଳମାନଙ୍କ ବୈଠକ

March 30, 2026

ବାଣପୁର ଓକିଲ ସଂଘ ନିର୍ବାଚନ: ନିର୍ବାଚନ ଅଧିକାରୀଙ୍କ ବିରୁଦ୍ଧରେ ଅଭିଯୋଗ ଆଣିଲେ ପରାଜିତ ପ୍ରାର୍ଥୀ

March 30, 2026

ବିଦେଶ ମାଟିରେ ଓଡିଆ କ୍ଷୁଦ୍ର ଚଳଚିତ୍ର ପୁରସ୍କୃତ, ଦିଲ୍ଲୀପ ହାଲି ଶ୍ରେଷ୍ଠ ପ୍ରଯୋଜକ

March 30, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.