Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବିଭିନ୍ନ ଦାବି ନେଇ କୃଷକ ସଂଗଠନର ଶାନ୍ତିପୂର୍ଣ୍ଣ ରାସ୍ତାରୋକ
ଆଜିର ଖବର

ବିଭିନ୍ନ ଦାବି ନେଇ କୃଷକ ସଂଗଠନର ଶାନ୍ତିପୂର୍ଣ୍ଣ ରାସ୍ତାରୋକ

November 5, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ବିଭିନ୍ନ ଦାବି ନେଇ ଆଜି କୃଷକ ସଂଗଠନମାନଙ୍କ ପକ୍ଷରୁ ବ୍ରହ୍ମପୁର ସ୍ଥିତ ଇଂଜିନିୟରିଂ ସ୍କୁଲ ଛକଠାରେ ଶାନ୍ତିପୂର୍ଣ୍ଣ ରାସ୍ତାରୋକ ଅନୁଷ୍ଠିତ ହୋଇଥିଲା। କୃଷି ଏବଂ କୃଷକ ଧ୍ୱଂସକାରୀ କୃଷି ଆଇନ ୨୦୨୦ ପ୍ରତ୍ୟାହାର କରିବା, ଅତ୍ୟାବଶ୍ୟକୀୟ ସାମଗ୍ରୀ ସଂଶୋଧନ ଆଇନ, ନୂତନ ବିଦ୍ୟୁତ ଆଇନ ୨୦୨୦ ରବ୍ଦ କରିବା, ଘରୋଇ ମଣ୍ଡି ଆଇନକୁ ରବ୍ଦ କରି ସରକାରୀ ନିୟନ୍ତ୍ରିତ ମଣ୍ଡି ବ୍ୟବସ୍ଥାକୁ ସୁଦୃଢ଼ କରିବା, ଡ. ସ୍ୱାମୀନାଥନ କମିଶନ ସୁପାରିଶ ଅନୁଯାୟୀ ଉତ୍ପାଦିତ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ ଧାର୍ଯ୍ୟ କରିବା, ଆଳୁ-ପିଆଜ ସମେତ ଅନ୍ୟାନ୍ୟ ନିତ୍ୟବିବହାର୍ଯ୍ୟ ଜିନିଷର ଦରବୃଦ୍ଧି ହ୍ରାସ କରିବା, ଭାଗଚାଷୀଙ୍କୁ ଚାଷୀର ମାନ୍ୟତା ଦେବା, ଚାଷୀର ଋଣଛାଡ଼ କରିବା ପ୍ରଭୃତି ଦାବି କରି ୧ ଘଣ୍ଟା ଧରି ଜାତୀୟ ରାଜପଥକୁ ଅବରୋଧ କରିବାକୁ ପୋଲିସ୍ ଆନ୍ଦୋଳନକାରୀଙ୍କୁ ଗିରଫ କରିଥିଲା। ଆଇନ ପ୍ରତ୍ୟାହାର ନ ହେଲା ପର୍ଯ୍ୟନ୍ତ ପ୍ରତିବାଦ ଆନ୍ଦୋଳନକୁ ଜୋରଦାର କରାଯିବ ବୋଲି ଚେତାବନୀ ଦିଆଯାଇଛି।

ଏହି ଆନ୍ଦୋଳନରେ ଓଡ଼ିଶା କୃଷକ ସଭା ଗଂଜାମ ଜିଲ୍ଲା ସଭାପତି ଗୋପାଳ ପାଣିଗ୍ରାହୀ, ସଂପାଦକ ବସନ୍ଦ ନନ୍ଦ, ବିଜୟ ବିଷୋୟୀ, ବାବୁଲା ନାୟକ, ଯୁଧିଷ୍ଠିର ବେହେରା, ନିରଞ୍ଜନ ଗୌଡ଼, କୃଷ୍ଣମୂର୍ତ୍ତି ପାତ୍ର, ପ୍ରକାଶ ନାହାକ, ଶତ୍ରୁଘ୍ନ ପ୍ରଧାନ, ଅପୁଲୁ ସ୍ୱାମୀ ଏବଂ ଏଆଇକେଏସ୍ ଜିଲ୍ଲା ନେତା ରଙ୍କନାଥ ସ୍ୱାଇଁ, ସୁଦର୍ଶନ ସ୍ୱାଇଁ, ନୀଳକଣ୍ଠ ଦାସ, ଗୁରୁନାଥ ପ୍ରଧାନ, ଏସ୍ କ୍ରିଷ୍ଣା ରେଡ୍ଡୀ, ପ୍ରଶାନ୍ତ ପଣ୍ଡା ଓ ଏଆଇକେଏମ୍‌ଏସ୍ ଜିଲ୍ଲା ନେତା ଭାଲଚନ୍ଦ୍ର ଷଡ଼ଙ୍ଗୀ, ସନ୍ତୋଷ ଗୌଡ଼ ପ୍ରମୁଖ ଆନ୍ଦୋଳନରେ ନେତୃତ୍ୱ ନେଇଥିଲେ।

କୃଷକ ସଂଗଠନ ବ୍ରହ୍ମପୁର
Share. Facebook Twitter LinkedIn Email WhatsApp Copy Link

Related Posts

ଓଡ଼ିଶାରେ ପ୍ରଥମ: ସମ୍ ହସ୍ପିଟାଲରେ ଅତ୍ୟାଧୁନିକ ମଲିକ୍ୟୁଲାର ଡାଏଗ୍ନୋସିସ୍ ଓ ଜିନୋମିକ୍ସ ଲ୍ୟାବ୍‌

July 10, 2026

ଦିଲ୍ଲୀରେ ବଡ଼ ରାଜନୈତିକ ହଲଚଲ: ବିଜେପିରେ ଯୋଗଦେବେ ଏହି ଦଳର ୧୬ କାଉନସିଲର 

July 10, 2026

ଦେଶର ଭବିଷ୍ୟତ ଯୁବ ବୈଜ୍ଞାନିକମାନଙ୍କ ଉପରେ ନିର୍ଭରଶୀଳ: ଧର୍ମେନ୍ଦ୍ର ପ୍ରଧାନ

July 10, 2026

ଅଷ୍ଟ୍ରେଲିଆରେ ଭାରତୀୟ ପ୍ରବାସୀଙ୍କୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ

July 10, 2026
Latest News

ଓଡ଼ିଶାରେ ପ୍ରଥମ: ସମ୍ ହସ୍ପିଟାଲରେ ଅତ୍ୟାଧୁନିକ ମଲିକ୍ୟୁଲାର ଡାଏଗ୍ନୋସିସ୍ ଓ ଜିନୋମିକ୍ସ ଲ୍ୟାବ୍‌

July 10, 2026

ଦିଲ୍ଲୀରେ ବଡ଼ ରାଜନୈତିକ ହଲଚଲ: ବିଜେପିରେ ଯୋଗଦେବେ ଏହି ଦଳର ୧୬ କାଉନସିଲର 

July 10, 2026

ସୀମାନ୍ତ ଜିଲ୍ଲା ପୁଲିସ ଅଧୀକ୍ଷକ ସମ୍ମିଳନୀ-୨୦୨୬କୁ ସମ୍ବୋଧିତ କଲେ ଅମିତ ଶାହ

July 10, 2026

ଦେଶର ଭବିଷ୍ୟତ ଯୁବ ବୈଜ୍ଞାନିକମାନଙ୍କ ଉପରେ ନିର୍ଭରଶୀଳ: ଧର୍ମେନ୍ଦ୍ର ପ୍ରଧାନ

July 10, 2026

ଅଷ୍ଟ୍ରେଲିଆରେ ଭାରତୀୟ ପ୍ରବାସୀଙ୍କୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ

July 10, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.