Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଛାଡପତ୍ର ଦେଇ ସ୍ବାମୀଙ୍କର ଆଉଥରେ ବିବାହ କରାଇଲେ ସ୍ତ୍ରୀ, ଜାଣନ୍ତୁ କାରଣ କ’ଣ
ଆଜିର ଖବର

ଛାଡପତ୍ର ଦେଇ ସ୍ବାମୀଙ୍କର ଆଉଥରେ ବିବାହ କରାଇଲେ ସ୍ତ୍ରୀ, ଜାଣନ୍ତୁ କାରଣ କ’ଣ

November 7, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ଭୋପାଳ : ଅର୍ଦ୍ଧାଙ୍ଗିନୀ ଭାବେ ସ୍ତ୍ରୀଟି ସ୍ବାମୀର ସବୁ ଦୁଃଖ ସୁଖରେ ଭାଗିଦାରୀ ହୋଇଥାଏ । ସ୍ବାମୀର ପ୍ରତ୍ୟେକ ସୁଖ ଓ ଦୁଃଖକୁ ଭଲରେ ବୁଝିଥାଏ । କିନ୍ତୁ ସ୍ବାମୀର ପ୍ରେମରେ କାହାକୁ ଭାଗ ବସାଇବାକୁ ଦେଇନଥାଏ । କିନ୍ତୁ ନିକଟରେ ଜଣେ ସ୍ତ୍ରୀ ସ୍ବାମୀଙ୍କ ପ୍ରେମକୁ ସଫଳ କରାଇଛନ୍ତି । ସ୍ବାମୀଙ୍କ ଖୁସି ପାଇଁ ସ୍ତ୍ରୀ ଜଣକ ନିଜର ତିନି ବର୍ଷର ବିବାହକୁ ଭାଙ୍ଗି ଦେଇ ସ୍ବାମୀଙ୍କ ପ୍ରେମିକାଙ୍କ ସହ ସ୍ବାମୀଙ୍କୁ ବିବାହ କରାଇଛନ୍ତି । ମଧ୍ୟପ୍ରଦେଶ ରାଜଧାନୀ ଭୋପାଳରେ ଏପରି ଏକ ଅଜବ ଘଟଣା ଘଟିଛି । ସ୍ତ୍ରୀ ଜଣକ ନିଜ ସ୍ବାମୀଙ୍କ ପ୍ରେମ ସମ୍ପର୍କରେ ଜାଣିବା ପରେ ନିଜ ଆଡୁ ଛାଡପତ୍ର ଦେବା ସହ ପ୍ରେମିକା ସହ ସ୍ବାମୀଙ୍କର ବିବାହ କରାଇଛନ୍ତି ।

Bhopal: After 3 years of marriage, wife helps husband get married to his girlfriend.

"He wanted to be in marital relationship with both which isn't legally possible. But the wife is very mature, she divorced him & helped him marry his girlfriend," says lawyer.#MadhyaPradesh pic.twitter.com/hT5SKouMip

— ANI (@ANI) November 7, 2020

ସ୍ବାମୀଜଣକ ବିବାହର ତିନି ବର୍ଷ ପରେ ବି ନିଜ ପ୍ରେମିକାକୁ ଭୁଲିପାରିନଥିଲେ । ଏପରି ସମୟରେ ସ୍ତ୍ରୀ ଜଣକ ସ୍ବାମୀଙ୍କ ପାଇଁ ନିଜ ଆଡୁ ଛାଡପତ୍ର ଦେଇଥିଲେ । ତେବେ ସ୍ବାମୀ ଜଣକ ଦୁଇ ଜଣଙ୍କ ସହ ସମ୍ପର୍କ ରଖିବାକୁ ଚାହୁଁଥିଲେ । କିନ୍ତୁ ଆଇନ ଅନୁଯାୟୀ ଏହା ସମ୍ଭବ ନୁହେଁ । ଏହି କ୍ଷେତ୍ରରେ ସ୍ତ୍ରୀ ଜଣକ ପରିପକ୍ବତାର ଉଦାହରଣ ସ୍ବରୂପ ଛାଡପତ୍ର ଦେଇ ସ୍ବାମୀଙ୍କୁ ତାଙ୍କ ପ୍ରେମିକାଙ୍କ ସହ ବିବାହ କରିବାକୁ ସାହାଯ୍ୟ କରିଥିଲେ ।(ଏଜେନ୍ସି)

Share. Facebook Twitter LinkedIn Email WhatsApp Copy Link

Related Posts

ଦୁଇ ବିଧାୟକଙ୍କୁ ହତ୍ୟା କରିଥିବା ଅଭିଯୁକ୍ତଙ୍କ ସମେତ ନଅ ନକ୍ସଲଙ୍କ ଆତ୍ମସମର୍ପଣ

March 30, 2026

ଆଜି କମିଲା ସୁନା ଓ ରୂପାର ମୂଲ୍ୟ: ଜାଣନ୍ତୁ ଗୋଟିଏ ଦିନରେ କେତେ ହ୍ରାସ?

March 30, 2026

ISI ନିର୍ଦ୍ଦେଶରେ ଭାରତ ବିରୁଦ୍ଧରେ ଷଡ଼ଯନ୍ତ୍ର!: ଦିଲ୍ଲୀ ସୀମାରୁ ଲସ୍କର ଆତଙ୍କବାଦୀ ଗିରଫ

March 30, 2026

ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ବିବାଦୀୟ ବିବୃତ୍ତି ମାମଲା: କଂଗ୍ରେସ ନେତାଙ୍କୁ ହାଇକୋର୍ଟଙ୍କ ଆଶ୍ୱସ୍ତି

March 30, 2026
Latest News

ଦୁଇ ବିଧାୟକଙ୍କୁ ହତ୍ୟା କରିଥିବା ଅଭିଯୁକ୍ତଙ୍କ ସମେତ ନଅ ନକ୍ସଲଙ୍କ ଆତ୍ମସମର୍ପଣ

March 30, 2026

ଆଜି କମିଲା ସୁନା ଓ ରୂପାର ମୂଲ୍ୟ: ଜାଣନ୍ତୁ ଗୋଟିଏ ଦିନରେ କେତେ ହ୍ରାସ?

March 30, 2026

ISI ନିର୍ଦ୍ଦେଶରେ ଭାରତ ବିରୁଦ୍ଧରେ ଷଡ଼ଯନ୍ତ୍ର!: ଦିଲ୍ଲୀ ସୀମାରୁ ଲସ୍କର ଆତଙ୍କବାଦୀ ଗିରଫ

March 30, 2026

ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ବିବାଦୀୟ ବିବୃତ୍ତି ମାମଲା: କଂଗ୍ରେସ ନେତାଙ୍କୁ ହାଇକୋର୍ଟଙ୍କ ଆଶ୍ୱସ୍ତି

March 30, 2026

ଓଡିଶାରେ ଯୁଦ୍ଧର ପ୍ରଭାବ, ସଂଧ୍ୟାରେ ମୁଖ୍ୟମନ୍ତ୍ରୀ ଡାକିଲେ ଜିଲ୍ଲାପାଳମାନଙ୍କ ବୈଠକ

March 30, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.