ଭୁବନେଶ୍ବର: ରାଜ୍ୟରେ ଆଉ 15 କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଖୋର୍ଦ୍ଧା ଓ ସମ୍ବଲପୁର ଜିଲ୍ଲାରୁ ତିନିଜଣ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଥିବାବେଳେ ବଲାଙ୍ଗିର, ବରଗଡ ଜିଲ୍ଲାରୁ 2 ଜଣ ଲେଖାଏଁ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି । ସେହିପରି କଟକ ସୁନ୍ଦରଗଡ, ଝାରସୁଗୁଡା, ଗଞ୍ଜାମ, ଦେବଗଡରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି । ଏନେଇ ସୂଚନା ଦେଇଛି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ନୂତନ ମୃତକଙ୍କ ମିଶାଇରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ସଂଖ୍ୟା 1425 ବୃଦ୍ଧି ହୋଇଛି।
Regret to inform the demise of Fifteen Covid positive patients while under treatment in hospitals.
1.A 70-year-old male of Baragarh district.
2.A 34-year-old male of Baragarh district.
3.A 39-year-old male of Balangir district who was also suffering from Hypertension.
— H & FW Dept Odisha (@HFWOdisha) November 8, 2020
4.A 45-year-old male of Balangir district who was also suffering from Diabetes Mellitus.
5.A 59-year-old male of Bhubaneswar who was also suffering from Diabetes Mellitus.
— H & FW Dept Odisha (@HFWOdisha) November 8, 2020
ଖୋର୍ଦ୍ଧାରୁ ଆଜି 3 ଜଣଙ୍କର ମୃତ୍ୟୁ ହୋଇଥିବାବେଳ ଖୋର୍ଦ୍ଧା ଜିଲ୍ଲାରୁ 65 ବର୍ଷୀୟ ପୁରୁଷ ରହିଥିବାବେଳେ ଅନ୍ୟ ଦୁଇ ଜଣଙ୍କ ମଧ୍ୟରେ ଭୁବନେଶ୍ବରର 59 ବର୍ଷ ଓ 45 ବର୍ଷ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି । ସେହିପରି ସମ୍ବଲପୁରରୁ 63 ବର୍ଷୀୟ ପୁରୁଷ, 72 ବର୍ଷୀୟ ପୁରୁଷ, 65 ବର୍ଷୀୟ ପୁରୁଷ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି । ବରଗଡରୁ 70- ବର୍ଷ ଓ 34 ବର୍ଷ ପୁରୁଷ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି । ବଲାଙ୍ଗିରରୁ 39 ବର୍ଷୀୟ ବ୍ୟକ୍ତି ଓ 45 ବର୍ଷୀୟ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି । ସେହିପରି କଟକରୁ 86 ବର୍ଷୀୟ ବ୍ୟକ୍ତି, ଗଞ୍ଜାମରୁ 62 ବର୍ଷୀୟ ବ୍ୟକ୍ତି, ଦେବଗଡରୁ 68 ବର୍ଷୀୟ ବ୍ୟକ୍ତି, ଝାରସୁଗୁଡାରୁ 77 ବର୍ଷୀୟ ପୁରୁଷ ଓ ସୁନ୍ଦରଗଡରୁ 50 ବର୍ଷୀୟ ପୁରୁଷ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି
6.A 62-year-old female of Bhubaneswar who was also suffering from Diabetes Mellitus, Hypertension, CVA & CKD.
7.A 86-year-old male of Cuttack district.
8.A 68-year-old male of Deogarh district who was also suffering from Diabetes Mellitus.
— H & FW Dept Odisha (@HFWOdisha) November 8, 2020
9.A 62-year-old male of Ganjam district who was also suffering from Diabetes Mellitus.
10.A 77-year-old male of Jharsuguda district who was also suffering from Diabetes Mellitus & Hypertension.
— H & FW Dept Odisha (@HFWOdisha) November 8, 2020
11.A 65-year-old male of Khurda district who was also suffering from CVA post PTCA & Hypertension.
12.A 72-year-old male of Sambalpur district.
13.A 65-year-old male of Sambalpur district who was also suffering from Diabetes Mellitus & Hypertension.
— H & FW Dept Odisha (@HFWOdisha) November 8, 2020
14.A 63-year-old male of Sambalpur district who was also suffering from Diabetes Mellitus.
15.A 50-year-old male of Sundargarh district.
— H & FW Dept Odisha (@HFWOdisha) November 8, 2020