Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସାଢେ ଛଅ କେଜି ସୁନା ଜବତ
ଆଜିର ଖବର

ସାଢେ ଛଅ କେଜି ସୁନା ଜବତ

November 11, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ଗଞ୍ଜାମ : ସାଢେ ଛଅ କେଜି ସୁନା ଜବତ କରିଛି ଗଞ୍ଜାମ ପୋଲିସ । ପୁରୁଷୋତ୍ତମପୁର ଅଞ୍ଚଳର ଜଣେ ସୁନା ବ୍ୟବସାୟୀଙ୍କ ଠାରୁ ସୁନା ଗହଣା ଲୁଟ ହେଇଥିବା ଅଭିଯୋଗ ହେଇଥିଲ । ତାକୁ ନେଇ ପୋଲିସ ତଦନ୍ତ ଚାଲୁ ରଖିଥିଲା ଓ ଏବେ ଏହି ସଫଳତା ହାସଲ କରିଛି । ଚୋରି ଅଭିଯୋଗରେ 10  ଜଣ ଓ ଚୋର ଓ ସୁନା କିଣିଥିବା ଅଭିଯୋଗରେ 5 ଜଣଙ୍କୁ ଗିରଫ କରିଛି ବୋଲି ପୋଲିସ ଡ଼ିଆଇଜି ସତ୍ୟବ୍ରତ ଭୋଇଙ୍କ ସୂଚନା ଦେଇଛନ୍ତି।

Share. Facebook Twitter LinkedIn Email WhatsApp Copy Link

Related Posts

ନୂଆପଡାରେ ୧୧୦୦ରୁ ଅଧିକ କୋଟି ଟଙ୍କାର ୯୫୭ ପ୍ରକଳ୍ପର ଶୁଭାରମ୍ଭ ଓ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

October 6, 2025

କାଶ ସିରପର ଗୁଣବତ୍ତା ଏବଂ ଯୁକ୍ତିସଂଗତ ବ୍ୟବହାରକୁ ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବଙ୍କ ଉଚ୍ଚସ୍ତରୀୟ ବୈଠକ

October 6, 2025

ରାହୁଲ ଦ୍ରାବିଡଙ୍କ ପୁଅ ଅନବୟଙ୍କ ଚମତ୍କାର ପ୍ରଦର୍ଶନ!: ଦ୍ୱିତୀୟ ଥର ପାଇଁ ଜିତିଲେ KSCA ପୁରସ୍କାର

October 6, 2025

ଦେଶର ପ୍ରଥମ ସମବାୟ ମଲ୍ଟି-ଫିଡ୍ କମ୍ପ୍ରେସଡ୍‍ ବାୟୋଗ୍ୟାସ କାରଖାନାର ଉଦଘାଟନ କଲେ ଅମିତ ଶାହ

October 6, 2025
Latest News

ନୂଆପଡାରେ ୧୧୦୦ରୁ ଅଧିକ କୋଟି ଟଙ୍କାର ୯୫୭ ପ୍ରକଳ୍ପର ଶୁଭାରମ୍ଭ ଓ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

October 6, 2025

ବିହାର ବିଧାନସଭା ନିର୍ବାଚନ ଦିନ ହେବ ଓଡିଶାର ନୂଆପଡା ଉପନିର୍ବାଚନ: ଜାଣନ୍ତୁ ତାରିଖ

October 6, 2025

ଘୋଷଣା ହେଲା ବିହାର ବିଧାନସଭା ନିର୍ବାଚନ ତାରିଖ, ଜାଣନ୍ତୁ କେଉଁଦିନ କଣ ଅଛି

October 6, 2025

କାଶ ସିରପର ଗୁଣବତ୍ତା ଏବଂ ଯୁକ୍ତିସଂଗତ ବ୍ୟବହାରକୁ ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବଙ୍କ ଉଚ୍ଚସ୍ତରୀୟ ବୈଠକ

October 6, 2025

ରାହୁଲ ଦ୍ରାବିଡଙ୍କ ପୁଅ ଅନବୟଙ୍କ ଚମତ୍କାର ପ୍ରଦର୍ଶନ!: ଦ୍ୱିତୀୟ ଥର ପାଇଁ ଜିତିଲେ KSCA ପୁରସ୍କାର

October 6, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.