Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଦୁଇ ଦିନରେ ୬ରାଜ୍ୟରେ ନିର୍ବାଚନୀ ରାଲି କରିବେ ମୋଦି
ଆଜିର ଖବର

ଦୁଇ ଦିନରେ ୬ରାଜ୍ୟରେ ନିର୍ବାଚନୀ ରାଲି କରିବେ ମୋଦି

March 27, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link

ଦୁଇ ଦିନ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୬ ରାଜ୍ୟରେ ନିର୍ବାଚନ ରାଲିକୁ ସମ୍ବୋଧିତ କରିବେ ବୋଲି ଜଣାପଡିଛି। ବିଜେପି ପକ୍ଷରୁ ଏହି ରାଲି ନିମନ୍ତେ ଉତ୍ତର ପ୍ରଦେଶ, ମହାରାଷ୍ଟ୍ର, ବିହାର ଏବଂ ପଶ୍ଚିମ ବଙ୍ଗ ଉପରେ ଅଧିକ ଧ୍ୟାନ ରହିବ ବୋଲି ଜଣାପଡିଛି ।ଏହି ୪ ରାଜ୍ୟରୁ ୨୧୦ ଲୋକସଭା ସଦସ୍ୟ ସଂସଦକୁ ଆସିଥାନ୍ତି। ୟୁପିରୁ ୮୦, ମହାରାଷ୍ଟ୍ରରୁ ୪୮, ପଶ୍ଚିମବଙ୍ଗରୁ ୪୨ ଏବଂ ବିହାରରୁ ୪୦ ସାଂସଦ ଲୋକସଭାକୁ ଆସୁଛନ୍ତି। ଦଳୀୟ ସୂତ୍ର ଅନୁଯାୟୀ ଶ୍ରୀ ମୋଦି ୟୁପିରେ ସର୍ବାଧିକ ୨୦ଟି ରାଲିକୁ ସମ୍ବୋଧିତ କରିବେ। ଏହାପରେ ବିହାର ଏବଂ ପଶ୍ଚିମବଙ୍ଗରେ୧୦ ଟି ଲେଖାଏଁ ରାଲିର କାର୍ଯ୍ୟକ୍ରମ ରହିଛି। ମହାରାଷ୍ଟ୍ରରେ ୧୦ରୁ ୧୨ଟି ରାଲିର କାର୍ଯ୍ୟକ୍ରମ ରହିଛି। ସୂଚନାଯୋଗ୍ୟ ଯେ, ମୋଦି ଚଳିତ ଗୁରୁବାର ଠାରୁ ଜମ୍ମୁ କଶ୍ମୀରରୁ ନିଜର ପ୍ରଚାର ଆରମ୍ଭ କରିବେ। ସମାନ ଦିନରେ ଉତ୍ତରାଖଣ୍ଡ ଏବଂ ମିରଟ୍‌ରେ ମଧ୍ୟ ନିର୍ବାଚନ ପ୍ରଚାରରେ ଭାଗ ନେବେ ମୋଦି। ମିରଟ୍‌ ରାଲିରେ ମୋଦି ଅନ୍ୟୁନ ୮ଟି ଲୋକସଭା ଆମସନରେ ସମ୍ବୋଧିତ କରିବେ। ଏହାପରେ ଶୁକ୍ରବାର ଦିନ ମୋଦି ଓଡିଶାର କୋରାପୁଟ, ତେଲେଙ୍ଗାନାର ମେହବୁବ ନଗର, ଆନ୍ଧ୍ର ପ୍ରଦେଶର କର୍ଣ୍ଣୁଲ୍‌ରେ ନିର୍ବାଚନୀ ପ୍ରଚାରରେ ସାମିଲ୍‌ ହେବେ। ୨୦୧୪ ନିର୍ବାଚନରେ ୟୁପି ଏବଂ ବିହାରର ୧୨୦ ଆସନ ମଧ୍ୟରୁ ଏନ୍‌ଡିଏ ହାତରେ ୧୦୪ ଆସନ ପଡିଥିଲା ଯାହାକି ଦଳର ବିଜୟରେ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିଥିଲେ।

lspolls Modi rally thesamikhsya
Share. Facebook Twitter LinkedIn Email WhatsApp Copy Link

Related Posts

ବିହାର NDAରେ UCCକୁ ନେଇ ମତଭେଦ! ସେପ୍ଟେମ୍ବର ୧୮ରେ JDUର ବଡ଼ ବୈଠକ

September 15, 2026

ସନ୍ଦେହଜନକ ବାଂଲାଦେଶୀ ପାରା ଉଦ୍ଧାର, ବେତନଟୀ ବନ ବିଭାଗକୁ ହସ୍ତାନ୍ତର

September 15, 2026

ଚେକ୍‌ ବାଉନ୍ସ ମାମଲା: ଅଭିନେତା ରାଜପାଲ ଯାଦବଙ୍କୁ ସୁପ୍ରିମକୋର୍ଟଙ୍କ ଆଶ୍ୱସ୍ତି

September 15, 2026

ବାଣପୁର: ଓଡ଼ିଶାରେ ଗାଣପତ୍ୟ ଉପାସନା ଓ ଶ୍ରୀଜଗନ୍ନାଥ ସଂସ୍କୃତି ଆଲୋଚନା ଚକ୍ର

September 15, 2026
Latest News

ବିହାର NDAରେ UCCକୁ ନେଇ ମତଭେଦ! ସେପ୍ଟେମ୍ବର ୧୮ରେ JDUର ବଡ଼ ବୈଠକ

September 15, 2026

ପ୍ରଥମଥର ସ୍ୱୀକାର କଲା ୱାଶିଂଟନ୍‌, ମହାକାଶରେ ଆମେରିକାର ଅସ୍ତ୍ର !

September 15, 2026

ସନ୍ଦେହଜନକ ବାଂଲାଦେଶୀ ପାରା ଉଦ୍ଧାର, ବେତନଟୀ ବନ ବିଭାଗକୁ ହସ୍ତାନ୍ତର

September 15, 2026

ପ୍ରତି 5 ହଜାର ପାଇଁ କଟିବ 20 ଟଙ୍କା: ଚୂଡ଼ାନ୍ତ ହେଲା UPI ପେମେଣ୍ଟ ଶୁଳ୍କ

September 15, 2026

ଚେକ୍‌ ବାଉନ୍ସ ମାମଲା: ଅଭିନେତା ରାଜପାଲ ଯାଦବଙ୍କୁ ସୁପ୍ରିମକୋର୍ଟଙ୍କ ଆଶ୍ୱସ୍ତି

September 15, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.