Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ମହାରାଷ୍ଟ୍ରରେ ବିଜେପିକୁ ଲାଗିଲା ପୁଣି ଝଟ୍‌କା : ଦଳ ଛାଡିଲେ ଜୟସିଂହରାଓ ଗାୟକଓ୍ବାଡ
ଆଜିର ଖବର

ମହାରାଷ୍ଟ୍ରରେ ବିଜେପିକୁ ଲାଗିଲା ପୁଣି ଝଟ୍‌କା : ଦଳ ଛାଡିଲେ ଜୟସିଂହରାଓ ଗାୟକଓ୍ବାଡ

November 17, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ମୁମ୍ବାଇ :  ମହାରାଷ୍ଟ୍ର ବିଜେପିକୁ ଲାଗିଛି ଏକ ଶକ୍ତ ଝଟ୍‌କା। ବିଜେପିର ଅନ୍ୟତମ ବରିଷ୍ଠ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଜୟସିଂରାଓ ଗାଇକୱାଡ ଆଜି ଦଳରୁ ଇସ୍ତଫା ଦେଇଛନ୍ତି। ସେ ଆଜି ସକାଳେ ମହାରାଷ୍ଟ୍ର ବିଜେପି ସଭାପତି ଚନ୍ଦ୍ରକାନ୍ତ ପାଟିଲଙ୍କ ନିକଟକୁ ନିଜର ଇସ୍ତଫା ପତ୍ର ପଠାଇ ଦେଇଛନ୍ତି।  ସେ ଦଳ ପାଇଁ କାମ କରିବାକୁ ଇଚ୍ଛୁକ ଥିବାବେଳେ ଦଳ ତାଙ୍କୁ ସୁଯୋଗ ଦେଉନାହିଁ ବୋଲ ସେ ଅଭିଯୋଗ କରିଛନ୍ତି । ଏଥିପାଇଁ ସେ ଏପରି ପଦକ୍ଷେପ ଗ୍ରହଣ କରିଛନ୍ତି ବୋଲି କହିଛନ୍ତି ଗାୟକଓ୍ବାର୍ଡ । ସେ ଦଳର ପ୍ରାଥମିକ ସଦସ୍ୟତା ପଦରୁ ମଧ୍ୟ ଇସ୍ତଫା ଦେଇଥିବାର ଜଣାପଡିଛି ।

ସୂଚନାଯୋଗ୍ୟ, ଗାୟକଓ୍ବାର୍ଡ ପୂର୍ବରୁ ମହାରାଷ୍ଟ୍ର ସରକାରର ଓ କେନ୍ଦ୍ର ସରକାରରେ ମନ୍ତ୍ରୀ ରହିଥିଲେ । ସେ କେବଳ ସାଂସଦ ବା ବିଧାୟକ ହୋଇ ରହିବାକୁ ଚାହାଁନ୍ତି ବରଂ ଦଳକୁ ସଶକ୍ତ କରିବା ପାଇଁ କାର୍ଯ୍ୟ କରିବାକୁ ଚାହାନ୍ତି ବୋଲି କହିଛନ୍ତି । ମାତ୍ର ଦଳ ତାଙ୍କୁ ସେହି ସୁଯୋଗ ନ ଦେଇଥିବାରୁ ସେ ଦଳରୁ ଇସ୍ତଫା ଦେଇଛନ୍ତି । ନିଜ ଇସ୍ତଫାପତ୍ରକୁ ସେ ନିଜ ଫେସ୍‌ବୁକ୍‌ ଆକାଉଣ୍ଟରେ ମଧ୍ୟ ସେୟାର କରିଛନ୍ତି । (ଏଜେନ୍ସି)

Share. Facebook Twitter LinkedIn Email WhatsApp Copy Link

Related Posts

ଜୁଆ ଖେଳରୁ ହତ୍ୟାକାଣ୍ଡ: ଟଙ୍କା ଭାଗବଣ୍ଟାକୁ କେନ୍ଦ୍ର କରି ଯୁବକଙ୍କୁ ହତ୍ୟା

October 6, 2025

ବିହାରରେ କେବେ ଏବଂ କେତେ ପର୍ଯ୍ୟାୟରେ ହେବ ନିର୍ବାଚନ?, ଆଜି ଅପରାହ୍ନ ୪ଟାରେ ଘୋଷଣା

October 6, 2025

ନୂଆପଡା ଉପନିର୍ବାଚନ ଜିତିବା ପାଇଁ ବିଜେପିର ରଣନୀତି, ଆଜି ମୁଖ୍ୟମନ୍ତ୍ରୀ ଢାଳିବେ 1100 କୋଟି ଟଙ୍କା

October 6, 2025

BSNL ଉପଭୋକ୍ତାମାନଙ୍କ ପାଇଁ ଖୁସି ଖବର!: ଏବେ ମୋବାଇଲ୍ ନେଟୱାର୍କ ବିନା ମଧ୍ୟ କରିପାରିବେ କଲ୍

October 6, 2025
Latest News

ଜୁଆ ଖେଳରୁ ହତ୍ୟାକାଣ୍ଡ: ଟଙ୍କା ଭାଗବଣ୍ଟାକୁ କେନ୍ଦ୍ର କରି ଯୁବକଙ୍କୁ ହତ୍ୟା

October 6, 2025

ବିହାରରେ କେବେ ଏବଂ କେତେ ପର୍ଯ୍ୟାୟରେ ହେବ ନିର୍ବାଚନ?, ଆଜି ଅପରାହ୍ନ ୪ଟାରେ ଘୋଷଣା

October 6, 2025

ନୂଆପଡା ଉପନିର୍ବାଚନ ଜିତିବା ପାଇଁ ବିଜେପିର ରଣନୀତି, ଆଜି ମୁଖ୍ୟମନ୍ତ୍ରୀ ଢାଳିବେ 1100 କୋଟି ଟଙ୍କା

October 6, 2025

BSNL ଉପଭୋକ୍ତାମାନଙ୍କ ପାଇଁ ଖୁସି ଖବର!: ଏବେ ମୋବାଇଲ୍ ନେଟୱାର୍କ ବିନା ମଧ୍ୟ କରିପାରିବେ କଲ୍

October 6, 2025

ଆଜି ହେଉଛି କୁମାର ପୂର୍ଣ୍ଣିମା, ଏହି ଦିନ କରନ୍ତୁ ଏପରି କାମ, ମିଳିବ ସଫଳତା

October 6, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.