Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସାମାଜିକ କର୍ମୀ ବାବା ଆମ୍‌ତେଙ୍କ ନାତୁଣୀ ଶୀତଲ୍‌ ଆମ୍‌ତେଙ୍କ ଆତ୍ମହତ୍ୟା
ଆଜିର ଖବର

ସାମାଜିକ କର୍ମୀ ବାବା ଆମ୍‌ତେଙ୍କ ନାତୁଣୀ ଶୀତଲ୍‌ ଆମ୍‌ତେଙ୍କ ଆତ୍ମହତ୍ୟା

November 30, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ମୁମ୍ବାଇ :  ଦିବଙ୍ଗତ ସାମାଜିକ କର୍ମୀ ବାବା ଆମତେଙ୍କ ନାତୁଣୀ ତଥା ଆନନ୍ଦବନ ମହାରୋଗୀ ସେବା ସମିତିର ସିଇଓର ଡାକ୍ତର ଶୀତଲ୍‌ ଆମ୍‌ତେ ଆତ୍ମହତ୍ୟା କରିଛନ୍ତି । ତେବେ ଆତ୍ମହତ୍ୟାର କାରଣ ସମ୍ପର୍କରେ କୌଣସି ସୂଚନା ମିଳିପାରିନାହିଁ। ମହାରାଷ୍ଟ୍ରର ଚନ୍ଦପୁର ଜିଲ୍ଲାରେ ନିଜ ଘରେ ଶୀତଲ୍‌ ଆତ୍ମହତ୍ୟା କରିଛନ୍ତି । ତେବେ ପାରିବାରିକ କଳହ ଯୋଗୁଁ ସେ ଆତ୍ମହତ୍ୟା କରିଥିବା ନେଇ ସନ୍ଦେହ କରାଯାଉଛି । ତେବେ ଘଟଣାସ୍ଥଳରେ ପୋଲିସ୍‌ ପହଞ୍ଚି ଏହାର ତଦନ୍ତ ଜାରି ରଖିଛି ।  ବିଷାକ୍ତ ଇଂଜେକସନ୍‌ର ବ୍ୟବହାର ଦ୍ବାରା ଶୀତଲ୍‌ଙ୍କ ଆତ୍ମହତ୍ୟା ହୋଇଥିବାର ଖବର ରହିଛି ।  2016 ମସିହା ଜାନୁଆରୀ ମାସରେ ବିଶ୍ବ ଆର୍ଥିକ ମଞ୍ଚ ଦ୍ବାରା ‘ୟଙ୍ଗ୍‌ ଗ୍ଲୋବାଲ୍‌ ଲିଡର୍‌ 2016’ ରୂପେ ମନୋନୀତ ହୋଇଥିଲେ । (ଏଜେନ୍ସି)

Share. Facebook Twitter LinkedIn Email WhatsApp Copy Link

Related Posts

ରୋହିତ ଶର୍ମାଙ୍କୁ ଅଧିନାୟକ ପଦରୁ ହଟାଇବା ଠିକ୍ ଥିଲା କି?: ଜାଣନ୍ତୁ ବିସିସିଆଇ ର ଯୋଜନା

October 5, 2025

ଦୁଇ ଓଡ଼ିଆ ଆଇ.ଟି.ଆଇ. ଟପରଙ୍କୁ ସମ୍ମାନିତ କଲେ ପ୍ରଧାନମନ୍ତ୍ରୀ ମୋଦୀ

October 5, 2025

ଅହିଲ୍ୟାନଗର ସମ୍ପ୍ରସାରିତ ସମବାୟ ଚିନି କାରଖାନାକୁ ଉଦଘାଟନ କଲେ ଅମିତ ଶାହ

October 5, 2025

ଟ୍ରଫଲାଇନ୍ ପ୍ରଭାବରେ ଆସନ୍ତା ୯ ଯାଏଁ ରାଜ୍ୟରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା

October 5, 2025
Latest News

ରୋହିତ ଶର୍ମାଙ୍କୁ ଅଧିନାୟକ ପଦରୁ ହଟାଇବା ଠିକ୍ ଥିଲା କି?: ଜାଣନ୍ତୁ ବିସିସିଆଇ ର ଯୋଜନା

October 5, 2025

ଦୁଇ ଓଡ଼ିଆ ଆଇ.ଟି.ଆଇ. ଟପରଙ୍କୁ ସମ୍ମାନିତ କଲେ ପ୍ରଧାନମନ୍ତ୍ରୀ ମୋଦୀ

October 5, 2025

ଅହିଲ୍ୟାନଗର ସମ୍ପ୍ରସାରିତ ସମବାୟ ଚିନି କାରଖାନାକୁ ଉଦଘାଟନ କଲେ ଅମିତ ଶାହ

October 5, 2025

ଚିଲିକା ବନ୍ୟପ୍ରାଣୀ ଡିଭିଜନ୍ ପକ୍ଷରୁ ୭୧ ତମ ବନ୍ୟପ୍ରାଣୀ ସପ୍ତାହ ପାଳିତ

October 5, 2025

ଆରଏସଏସ ବାଣପୁର ପକ୍ଷରୁ ଶତାବ୍ଦୀ ଉଦ୍ଘାଟନ ଉତ୍ସବ ଓ ପଥ ସଞ୍ଚଳନ

October 5, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.