Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»କ୍ରିଷ୍ଟଚର୍ଚ୍ଚ ଗସ୍ତରେ ପ୍ରିନ୍ସ ଓ୍ବିଲିୟମ୍‌ : କ୍ରିଷ୍ଟଚର୍ଚ୍ଚ ନିହତଙ୍କୁ ଦେବେ ଶ୍ରଦ୍ଧାଞ୍ଜଳି
ଆଜିର ଖବର

କ୍ରିଷ୍ଟଚର୍ଚ୍ଚ ଗସ୍ତରେ ପ୍ରିନ୍ସ ଓ୍ବିଲିୟମ୍‌ : କ୍ରିଷ୍ଟଚର୍ଚ୍ଚ ନିହତଙ୍କୁ ଦେବେ ଶ୍ରଦ୍ଧାଞ୍ଜଳି

March 28, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link
prince williams visits christ church
prince williams visits christ church

ଦ ଡ୍ୟୁକ୍‌ ଅଫ କେମ୍ବ୍ରିଜ୍‌ ତଥା ବ୍ରିଟେନ୍‌ ରାଜବଂଶର ଦାୟାଦ ପ୍ରିନ୍ସ ଓ୍ବିଲିୟମ୍‌ ନ୍ୟୁଜିଲ୍ୟାଣ୍ଡର କ୍ରିଷ୍ଟଚର୍ଚ୍ଚ ଗସ୍ତରେ ଯିବେ। ଏହି ଗସ୍ତରେ କ୍ରିଷ୍ଟଚର୍ଚ୍ଚ ଆକ୍ରମଣରେ ଶହିଦ ହୋଇଥିବା ଲୋକଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବେ ବୋଲି ନ୍ୟୁଜିଲ୍ୟାଣ୍ଡ ପ୍ରଧାନମନ୍ତ୍ରୀ ଜାସିଣ୍ଡା ଆର୍ଡେନ୍‌ ଗୁରୁବାର ପ୍ରକାଶ କରିଛନ୍ତି। ପ୍ରିନ୍ସ ଓ୍ବିଲିୟମ୍‌ଙ୍କ ଏହି ଗସ୍ତ ନେଇ ଆର୍ଡେନ୍‌ କହିଛନ୍ତି ‘ କିଛି ସପ୍ତାହ ପୂର୍ବରୁ ଏକ ବର୍ବର ଆତଙ୍କବାଦୀ ଆକ୍ରମଣର ଶିକାର ହୋଇଥିବା ନ୍ୟୁଜିଲ୍ୟାଣ୍ଡର ଶହୀଦ ମାନଙ୍କ ପାଇଁ ରାଜକୁମାର ସମୟ ବାହାର କରିଥିବାରୁ ମୁଁ ରାଜକୁମାରଙ୍କୁ  ଧନ୍ୟବାଦ ଜଣାଇବାକୁ ଚାହୁଁଛି’। ଏ ନେଇ ପ୍ରିନ୍ସଙ୍କ ବାସଭବନ କେନିଙ୍ଗଟନ୍‌ ପ୍ୟାଲେସ୍‌ ପକ୍ଷରୁ ମଧ୍ୟ ସମାନ ଖବର ପ୍ରକାଶ ପାଇଛି। ଏହି ଗସ୍ତରେ ଓ୍ବିଲିୟମ୍‌ଙ୍କ ପତ୍ନୀ କ୍ୟାଥେରିନ୍‌ ଏବଂ ସନ୍ତାନମାନେ ଯୋଗ ଦେବେକି ନାହିଁ ସେ ସମ୍ପର୍କରେ କୌଣସି ସୂଚନା ମିଳିନାହିଁ। ପ୍ରିନ୍ସ ଓ୍ବିଲିୟମ୍‌ଙ୍କ ନ୍ୟୁଜିଲ୍ୟାଣ୍ଡ ସହିତ ସମ୍ପର୍କ ବହୁତ ପୁରାତନ। ୨୦୧୧ ଭୂକମ୍ପ ସମୟରେ ମଧ୍ୟ ସେ କ୍ରିଷ୍ଟଚର୍ଚ୍ଚ ଗସ୍ତ କରିଥିଲେ। ଏହାପରେ ପତ୍ନୀ ଓ ତିନି ସନ୍ତାନଙ୍କ ସହିତ ଶେଷଥର ପାଇଁ ୨୦୧୪ରେ ନ୍ୟୁଜିଲ୍ୟାଣ୍ଡ ଗସ୍ତ କରିଥିଲେ।

christchurch prince thesamikhsya
Share. Facebook Twitter LinkedIn Email WhatsApp Copy Link

Related Posts

ଆଜି ଜାନୁୟାରୀ ୧୨ ତାରିଖ ସୋମବାରରେ ଜାଣନ୍ତୁ ସଂକ୍ଷେପରେ ରାଶିଫଳ, ଭାଗ୍ୟ ଓ ଭବିଷ୍ୟତ

January 12, 2026

ଚିଲିକାରେ ମେଗା ସ୍ୱାସ୍ଥ୍ୟ ଶିବିରକୁ ଉଦଘାଟନ କଲେ ଆଇନ ମନ୍ତ୍ରୀ

January 11, 2026

ଜାନୁଆରୀ ୧୨ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ

January 11, 2026

ସମ୍ବଲପୁରରେ ଅତ୍ୟାଧୁନିକ ଟ୍ରମା କେୟାର ସେଣ୍ଟର ଏବଂ OPD ବିଲ୍‌ଡିଙ୍ଗର ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

January 11, 2026
Latest News

ଆଜି ଜାନୁୟାରୀ ୧୨ ତାରିଖ ସୋମବାରରେ ଜାଣନ୍ତୁ ସଂକ୍ଷେପରେ ରାଶିଫଳ, ଭାଗ୍ୟ ଓ ଭବିଷ୍ୟତ

January 12, 2026

ଚିଲିକାରେ ମେଗା ସ୍ୱାସ୍ଥ୍ୟ ଶିବିରକୁ ଉଦଘାଟନ କଲେ ଆଇନ ମନ୍ତ୍ରୀ

January 11, 2026

ଜାନୁଆରୀ ୧୨ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ

January 11, 2026

ସମ୍ବଲପୁରରେ ଅତ୍ୟାଧୁନିକ ଟ୍ରମା କେୟାର ସେଣ୍ଟର ଏବଂ OPD ବିଲ୍‌ଡିଙ୍ଗର ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

January 11, 2026

ସମ୍ବଲପୁର ପାଇଁ ୪୫୧ କୋଟି ଟଙ୍କା ବ୍ୟୟର ୨୪ ଘଣ୍ଟିଆ ପାନୀୟ ଜଳ ପ୍ରକଳ୍ପର ଭିତ୍ତିପ୍ରସ୍ତର କଲେ ମୁଖ୍ୟମନ୍ତ୍ରୀ

January 11, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.