Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»୪ ୪ ବର୍ଷରେ ଅକ୍ଷୟ ଖାନ୍ନା
ଆଜିର ଖବର

୪ ୪ ବର୍ଷରେ ଅକ୍ଷୟ ଖାନ୍ନା

March 28, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link
akshay khanna's birthday
akshay khanna's birthday

ବଲିଉଡ୍‌ର ରୋମାଣ୍ଟିକ୍‌ ଅଭିନେତା ଅକ୍ଷୟ ଖାନ୍ନା ଆଜି ୪୪ ବର୍ଷରେ ପଦାର୍ପଣ କରିଛନ୍ତି। ୧୯୭୫ ମାର୍ଚ୍ଚ ୨୮ରେ ସେ ମୁମ୍ବାଇଠାରେ ଜନ୍ମଗ୍ରହଣ କରିଥିଲେ। ଅଭିନେତା ବିନୋଦ ଖାନ୍ନାଙ୍କୁ ପୁତ୍ର ହେଉଛନ୍ତି ଅକ୍ଷୟ ଖାନ୍ନା। ତେବେ ପିତାଙ୍କୁ ମାର୍ଗଦର୍ଶକ ଭାବେ ନେଇ ବଲିଉଡ୍‌ରେ ଅଭିନୟ କରିବାକୁ ଆଗ୍ରହ ପ୍ରକାଶ କରିଥିଲେ ଅକ୍ଷୟ ଖାନ୍ନା।  ୧୯୯୭ରେ ସେ ହିମାଳୟ ପୁତ୍ର ଫିଲ୍ମ ଜରିଆରେ ବଲିଉଡ୍‌ରେ ଏଣ୍ଟ୍ରି କରିଥିଲେ। ଏହାପରେ ତାଙ୍କର ବର୍ଡର ଫିଲ୍ମ ପରଦାକୁ ଆସିଥିଲା। ଏହି ଫିଲ୍ମ ପାଇଁ ଫିଲ୍ମଫେୟାର୍‌ ଶ୍ରେଷ୍ଠ ନବାଗତର ପୁରସ୍କାର ମଧ୍ୟ ପାଇଥିଲେ। ଏହାପରେ ମ୍ୟୁଜିକାଲ୍‌ ରୋମାଣ୍ଟିକ୍‌ ଡାମ୍ରା ‘ତାଲ୍‌’ରେ ଐଶ୍ବର୍ଯ୍ୟାଙ୍କ ସହ ନଜର ଆସିଥିଲେ ଅକ୍ଷୟ। ପରବର୍ତ୍ତୀ ସମୟରେ ‘ଦିଲ୍‌ଚାହାତା ହୈ’, ମହବତ୍‌, କୁଦରତ୍‌, ଲାଓ୍ବାରିସ୍‌, ‘ଲଭ ୟୁ ହମେଶା’, ‘ହମରାଜ୍‌’, ’୩୬ ଚାଇନା ଟାଉନ୍‌’, ‘ରେସ୍‌’, ‘ତିସ୍‌ ମାର୍‌ ଖାନ୍‌’, ‘ଦହକ୍‌’, ‘ଦିଓ୍ବାନଗୀ’, ହଙ୍ଗାମା, ହଲ୍‌ଚଲ୍‌, ‘ଗାନ୍ଧି ମାଇ ଫାଦର୍‌, ‘ଆକ୍ରୋଶ୍’, ‘ଢିସୁମ୍‌’, ‘ମମ୍‌’, ‘ଇତେଫାଖ୍‌’ ଆଦି ଫିଲ୍ମରେ ବେଶ୍‌ ସଫଲ ଅଭିନୟ କରିଛନ୍ତି। ‘ହମରାଜ୍‌’ ଫିଲ୍ମ ପାଇଁ ସେ ଶ୍ରେଷ୍ଠ ଖଳନାୟକର ପୁରସ୍କାର ଜିତିଥିଲେ। ଚଳିତ ବର୍ଷ ଅକ୍ଷୟଙ୍କ ଅଭିନୀତ ‘ଦ ଆାକ୍ସିଡେଣ୍ଟାଲ୍‌ ପ୍ରାଇମ୍‌ ମିନିଷ୍ଟର୍‌’ ରିଲିଜ୍‌ ହୋଇଥିଲା। ଏଥିରେ ସେ ସଂଜୟ ବାରୁ ଚରିତ୍ରରେ ନଜର ଆସିଥିଲେ। ତେବେ ଏହି ରୋମାଣ୍ଟିକ୍‌ ଅଭିନେତା ଜଣଙ୍କ ଆଜି ପର୍ଯ୍ୟନ୍ତ ଅବିବାହିତ ରହିଛନ୍ତି।

birthday thesamikhsya
Share. Facebook Twitter LinkedIn Email WhatsApp Copy Link

Related Posts

WhatsApp Business Rules Change: ଅକ୍ଟୋବର ୧ ରୁ ବଦଳିବ ୱାଟ୍ସଆପ୍ ନିୟମ, ଜାଣନ୍ତୁ କଣ

September 30, 2026

ତ୍ରୁଟିପୂର୍ଣ୍ଣ ପାଠ୍ୟପୁସ୍ତକ ବିବାଦ: ଆଜି ୧୨ ଘଣ୍ଟିଆ ‘ଓଡ଼ିଶା ବନ୍ଦ’

September 30, 2026

ଓଡ଼ିଶାରେ ଆଇଟି ସମ୍ପ୍ରସାରଣ: ୧୨ଟି ଜିଲ୍ଲାରେ ଖୋଲିବ ଆଇଟି ପାର୍କ, ଭୁବନେଶ୍ୱରରେ ହେବ ୫୦,୦୦୦ କୋଟିର ମେଗା ପ୍ରକଳ୍ପ

September 30, 2026

୬ ବର୍ଷ ପରେ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିଲା ଶ୍ରୀଗୁଣ୍ଡିଚା ମନ୍ଦିର: ପ୍ରଥମ ୩ ଦିନ ମାଗଣା ଦର୍ଶନ

September 30, 2026
Latest News

ବ୍ୟାଙ୍କ ମିଶ୍ରଣ ପରେ ବି ବୈଧ ପୁରୁଣା ଚେକ୍: କର୍ଣ୍ଣାଟକ ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ

September 30, 2026

WhatsApp Business Rules Change: ଅକ୍ଟୋବର ୧ ରୁ ବଦଳିବ ୱାଟ୍ସଆପ୍ ନିୟମ, ଜାଣନ୍ତୁ କଣ

September 30, 2026

ତ୍ରୁଟିପୂର୍ଣ୍ଣ ପାଠ୍ୟପୁସ୍ତକ ବିବାଦ: ଆଜି ୧୨ ଘଣ୍ଟିଆ ‘ଓଡ଼ିଶା ବନ୍ଦ’

September 30, 2026

ଓଡ଼ିଶାରେ ଆଇଟି ସମ୍ପ୍ରସାରଣ: ୧୨ଟି ଜିଲ୍ଲାରେ ଖୋଲିବ ଆଇଟି ପାର୍କ, ଭୁବନେଶ୍ୱରରେ ହେବ ୫୦,୦୦୦ କୋଟିର ମେଗା ପ୍ରକଳ୍ପ

September 30, 2026

ବଦଳୁଥିବା ପାଗରେ କାଶ-ଥଣ୍ଡାରୁ ମୁକ୍ତି: ଆପଣାନ୍ତୁ ଏହି ୬ଟି ସହଜ ଓ ପ୍ରଭାବଶାଳୀ ଘରୋଇ ଉପଚାର

September 30, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.