Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ରାହୁଲ ଜଣେ ଛୋଟ ଛୁଆ- ମମତା ବାନାର୍ଜୀ
ଆଜିର ଖବର

ରାହୁଲ ଜଣେ ଛୋଟ ଛୁଆ- ମମତା ବାନାର୍ଜୀ

March 28, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link

କଂଗ୍ରେସ   ତରଫରୁ ପ୍ରଧାନମନ୍ତ୍ରୀ ଭାବେ ରାହୁଲ୍‌ ଗାନ୍ଧିଙ୍କୁ ଉପସ୍ଥାପନା କରାଯାଉଥିବାବେଳେ ବିଜେପି ସରକାର ବିରୁଦ୍ଧରେ ଗଠିତ ମହାଗଠବନ୍ଧନରେ ସାମିଲ ହୋଇଥିବା ଅନ୍ୟତମ ଟିଏମ୍‌ସି ନେତ୍ରୀ ମମତାଙ୍କ କିଛି ମନ୍ତବ୍ୟ ଦେଇଛନ୍ତି  । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନିଜ ସରକାର ବିରୋଧରେ କଂଗ୍ରେସ ଏବଂ ରାହୁଲ ଗାନ୍ଧି ଆଣିଥିବା ଅଭିଯୋଗକୁ ଖଣ୍ଡନ କରିଛନ୍ତି ।  ରାହୁଲ୍‌ ଗାନ୍ଧି ଯାହା ଭାବନ୍ତି, ସେୟା କୁହନ୍ତି ବୋଲି କହିବା ସହିତ ରାହୁଲ ଗାନ୍ଧି ଜଣେ ଶିଶୁ ବୋଲି ମଧ୍ୟ ସେ କହିଛନ୍ତି । ରାହୁଲ ଗତ ସପ୍ତାହରେ ମାଲଦାରର ଏକ ରାଲିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଟିଏମସି ମୁଖ୍ୟ ମମତା ବାନାର୍ଜୀଙ୍କୁ ଟାର୍ଗେଟ କରିଥିଲେ । ରାହୁଲ କହିଥିଲେ ଯେ, ମମତା ବାନାର୍ଜୀ ନିଜ ପ୍ରତିଶ୍ରୁତି ପାଳନ କରିବାରେ ବିଫଳ ହୋଇଛନ୍ତି। କୋଲକାତାରେ କୌଣସି ପରିବର୍ତ୍ତନ ହୋଇନାହିଁ । ମମତାଙ୍କ ସମୟରେ ବିକାଶ ହୋଇନାହିଁ ବୋଲି ରାହୁଲ ଅଭିଯୋଗ କରିଥିଲେ ।

Share. Facebook Twitter LinkedIn Email WhatsApp Copy Link

Related Posts

ଦେଶର ସମସ୍ତ ପେଟ୍ରୋଲ ପମ୍ପରେ ପର୍ଯ୍ୟାପ୍ତ ମହଜୁଦ ରହିଛି ପେଟ୍ରୋଲ ଏବଂ ଡିଜେଲ

May 22, 2026

ଖୋର୍ଦ୍ଧା ରୋଡ଼ ଡିଭିଜନରେ ଆଧୁନିକୀକରଣ କାର୍ଯ୍ୟ ଯୋଗୁଁ ଟ୍ରେନ୍ ଚଳାଚଳରେ ପରିବର୍ତ୍ତନ

May 22, 2026

ମହାରାଜା ଫିଲ୍ମ ହଲରେ ମାରପିଟ୍

May 22, 2026

କେନ୍ଦ୍ର କ୍ୟାବିନେଟ ବୈଠକ : କମ୍ ସମୟରେ ଅଧିକ କାମ

May 22, 2026
Latest News

CJP – ସରକାରଙ୍କ ପାଇଁ ଚ୍ୟାଲେଞ୍ଜ ! ଏହି ଡିଜିଟାଲ ପାର୍ଟିର ରାଶିଫଳ ବିଷୟରେ ଜାଣନ୍ତୁ

May 22, 2026

ଦେଶର ସମସ୍ତ ପେଟ୍ରୋଲ ପମ୍ପରେ ପର୍ଯ୍ୟାପ୍ତ ମହଜୁଦ ରହିଛି ପେଟ୍ରୋଲ ଏବଂ ଡିଜେଲ

May 22, 2026

ଖୋର୍ଦ୍ଧା ରୋଡ଼ ଡିଭିଜନରେ ଆଧୁନିକୀକରଣ କାର୍ଯ୍ୟ ଯୋଗୁଁ ଟ୍ରେନ୍ ଚଳାଚଳରେ ପରିବର୍ତ୍ତନ

May 22, 2026

ଶୁକ୍ରବାରରେ ଏହି ତିନୋଟି ରାଶିର ବ୍ୟକ୍ତି ଗାଡି ଚଲାଇବା ବେଳେ ରୁହନ୍ତୁ ସାବଧାନ

May 22, 2026

ମହାରାଜା ଫିଲ୍ମ ହଲରେ ମାରପିଟ୍

May 22, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.