Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ମାତ୍ର 52 ହଜାର ଟଙ୍କାରେ ଘରକୁ ନିଅନ୍ତୁ ଟାଟା ଟିଆଗୋ, କମ୍ପାନୀ ଦେଉଛି ଖାସ୍‌ ଅଫର୍‌
ଆଜିର ଖବର

ମାତ୍ର 52 ହଜାର ଟଙ୍କାରେ ଘରକୁ ନିଅନ୍ତୁ ଟାଟା ଟିଆଗୋ, କମ୍ପାନୀ ଦେଉଛି ଖାସ୍‌ ଅଫର୍‌

December 20, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ :  ଯଦି ଆପଣ ଗାଡି କିଣିବା ପାଇଁ ପ୍ଲାନ୍‌ କରୁଛନ୍ତି ତେବେ ଟାଟା ଆପଣଙ୍କୁ ସୁବର୍ଣ୍ଣ ସୁଯୋଗ ଦେଉଛି । ଟାଟା ମୋଟର୍ସର ପପୁଲାର୍‌ ହ୍ୟାଚ୍‌ବେକ୍‌ କାର ଟିଆଗୋ ଉପରେ କମ୍ପାନୀ ନିଜ ଗ୍ରାହକଙ୍କୁ ବିଶେଷ ରିହାତି ଦେଉଛି । ଏବେ ଆପଣ ମାତ୍ର 52 ହଜାର ଟଙ୍କା ନେଇ ଏହି ଗାଡିକୁ ନିଜ ଘରକୁ ନିଅନ୍ତୁ । ଯୁଥ୍‌ଙ୍କର ସବୁଠୁ ପସନ୍ଦିତା ଗାଡି ଭାବେ ଟିଆଗୋ ବେଶ୍‌ ଲୋକପ୍ରିୟ । ନିକଟରେ ଟାଟା ଟିଆଗୋ, ଟିଗୋର, ନେକ୍ସନ୍‌, ଅଲ୍ଟରଜ୍‌ ଓ ହ୍ୟାରିଅର୍‌ ପରି ବହୁ କାର୍‌ ଲଞ୍ଚ କରିଛି ।

ଆପଣ ମାତ୍ର 52 ହଜାର ଟଙ୍କାର ଡାଉନ୍‌ପେମେଣ୍ଟ ଦେଇ ଏହି ଗାଡିକୁ କିଣିପାରିବେ।  ତେବେ ଏହି କାର୍‌ ପାଇଁ ଆପଣଙ୍କୁ ପାଞ୍ଚ ବର୍ଷର ଋଣ ନେବାକୁ ପଡିବ । ଏଥିପାଇଁ ଆପଣଙ୍କୁ 4 ଲକ୍ଷ 69 ହଜାର 239 ଟଙ୍କାର ଲୋନ୍‌ ନେବାକୁ ପଡିବ । ଏଥିପାଇଁ ଆପଣଙ୍କୁ ପ୍ରତ୍ୟେକ ମାସ ଇଏମ୍‌ଆଇ 9 ହଜାର 924 ଟଙ୍କା ଦେବାକୁ ପଡିବ । ଏତଦ୍‌ବ୍ୟତୀତ ଆପଣଙ୍କୁ 9.8 ପ୍ରତିଶତ ସୁଧ ଦେବାକୁ ପଡିବ ।

ଯଦି ଆପଣ 6 ବର୍ଷ ପାଇଁ ଲୋନ୍‌ ନେବାକୁ ଚାହୁଁଛନ୍ତି ତେବେ ସୁଧ ରୂପେ ଆପଣଙ୍କୁ 1 ଲକ୍ଷ 53 ହଜାର 273 ଟଙ୍କା ଦେବାକୁ ପଡିବ । ଏଥିପାଇଁ ଆପଣଙ୍କୁ ପ୍ରତିମାସ 8 ହଜାର 646 ଇଏମ୍‌ଆଇ ଭରିବାକୁ ପଡିବ । ସେହିପରି ଆପଣଙ୍କୁ 7 ମାସ ପାଇଁ ଲୋନ୍‌ ନେବାକୁ ପଡିଲେ ଆପଣଙ୍କୁ 1 ଲକ୍ଷ 81 ହଜାର 089 ଟଙ୍କା ର ସୁଧ ଦେବାକୁ ପଡିବ । ଏଥିପାଇଁ ଆପଣଙ୍କୁ ପ୍ରତ୍ୟେକ ମାସ 7 ହଜାର 742 ଟଙ୍କାର ଇଏମଆଇ ଭରିବାକୁ ପଡିବ ।

ଯଦି ଆପଣ ଟାଟା ଟିଆଗୋର ମୈନୁଆଲ୍‌ କାର ବେସ୍‌ ମଡେଲ କ୍ରୟ କରିବାକୁ  ଯାଉଛନ୍ତି  ତେବେ ଏହାର ଦିଲ୍ଲୀଠାରେ ଶୋରୂମ୍‌ ପ୍ରାଇସ୍‌ 4ଲକ୍ଷ 70 ହଜାରର ରହିଛି । ଏହି କାର୍‌ରେ 5 ଆସନ ବିଶିଷ୍ଟ ହୋଇଥିବାବେଳେ ଏଥିରେ 1.2 ଲିଟର 3 ଲିଟିର ବିଏସ୍‌ 6 ପେଟ୍ରୋଲ୍‌ ଇଞ୍ଜିନ୍‌ ରହିଛି । (ଏଜେନ୍ସି)

Share. Facebook Twitter LinkedIn Email WhatsApp Copy Link

Related Posts

ପଶ୍ଚିମ ଏସିଆର ଘଟଣାକ୍ରମ ପରିପ୍ରେକ୍ଷୀରେ ପ୍ରମୁଖ କ୍ଷେତ୍ରଗୁଡ଼ିକ ସମ୍ପର୍କରେ ସୂଚନା

March 15, 2026

ହାଇୱା ଦୂର୍ଘଟଣାରେ ଦୁଇ ଗୁରୁତର

March 15, 2026

ପଦ୍ମ ପୁରସ୍କାର -୨୦୨୭ ପାଇଁ ନାମାଙ୍କନ ଆରମ୍ଭ

March 15, 2026

ନିର୍ବାଚନ ଘୋଷଣାର ଏକ ଘଣ୍ଟା ପୂର୍ବରୁ ମମତା ବାନାର୍ଜୀଙ୍କ ଘୋଷଣା: କାର୍ଯ୍ୟାନୁଷ୍ଠାନ ନେବେ କି CEC?

March 15, 2026
Latest News

ପଶ୍ଚିମ ଏସିଆର ଘଟଣାକ୍ରମ ପରିପ୍ରେକ୍ଷୀରେ ପ୍ରମୁଖ କ୍ଷେତ୍ରଗୁଡ଼ିକ ସମ୍ପର୍କରେ ସୂଚନା

March 15, 2026

ହାଇୱା ଦୂର୍ଘଟଣାରେ ଦୁଇ ଗୁରୁତର

March 15, 2026

ପଦ୍ମ ପୁରସ୍କାର -୨୦୨୭ ପାଇଁ ନାମାଙ୍କନ ଆରମ୍ଭ

March 15, 2026

ନିର୍ବାଚନ ଘୋଷଣାର ଏକ ଘଣ୍ଟା ପୂର୍ବରୁ ମମତା ବାନାର୍ଜୀଙ୍କ ଘୋଷଣା: କାର୍ଯ୍ୟାନୁଷ୍ଠାନ ନେବେ କି CEC?

March 15, 2026

ଉପର ମଣିନାଗ ପୀଠରେ ଏକବିଂଶତମ ବାର୍ଷିକ ବିଶ୍ୱଶାନ୍ତି ମହାଯଜ୍ଞ ସମାପ୍ତ

March 15, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.