Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଜାଣିଲେ ଆଶ୍ଚର୍ଯ୍ୟ ହେବେ ମାତ୍ର 200 ଟଙ୍କାରେ ଆପଣ ପାଇବେ ଏଲପିଜି ଗ୍ୟାସ ସିଲିଣ୍ଡର, କେମିତି ଜାଣନ୍ତୁ
ଜାତୀୟ ଖବର

ଜାଣିଲେ ଆଶ୍ଚର୍ଯ୍ୟ ହେବେ ମାତ୍ର 200 ଟଙ୍କାରେ ଆପଣ ପାଇବେ ଏଲପିଜି ଗ୍ୟାସ ସିଲିଣ୍ଡର, କେମିତି ଜାଣନ୍ତୁ

December 28, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଜାଣିଲେ ଆଶ୍ଚର୍ଯ୍ୟ ହେବେ ମାତ୍ର 200 ଟଙ୍କାରେ ଆପଣ ପାଇବେ ଏଲପିଜି ଗ୍ୟାସ ସିଲିଣ୍ଡର, କେମିତି ଜାଣନ୍ତୁ

ନୂଆଦିଲ୍ଲୀ, ଦିନକୁ ଦିନ ଗ୍ୟାସ ବୁକିଂ ପାଇଁ କରାଯାଉଛି ସହଜ ଓ ସରଳ। ବର୍ତ୍ତମାନ ହ୍ବାଟସପରେ ମେସେଜ ପଠାଇଲେ ଗ୍ୟାସ ବୁକିଂ ହେଉଛି। ହେଲେ ଆଶ୍ଟର୍ଯ୍ୟ ହେବେ ପେଟିଏମ ଆପ ଏହି ଗ୍ୟାସ ବୁକିଂରେ ଦେଉଛି ରିହାତି। ଏକା ଥରେ ପାଞ୍ଚଶହ ଟଙ୍କା ରିହାତି ଦେଉଛି। ଫଳରେ ସିଲିଣ୍ଡର ଦର ପ୍ରାୟ 700 ଟଙ୍କା ଥିବା ବେଳେ ପେଟିଏମରେ ମଗାଇଲେ ତାହା ଆପଣଙ୍କୁ ପଡିବ ମାତ୍ର 200 ଟଙ୍କା। ଏହି ଆପରୁ ଆପଣ ଭାରତ ଗ୍ୟାସ୍, ଏଚପି ଗ୍ୟାସ୍ ଏବଂ ଇଣ୍ଡେନ ଗ୍ୟାସର ଗ୍ରାହକମାନେ ଏହାର ଲାଭ ଉଠାଇ ପାରିବେ।

ଅଫରକୁ ହାତଛଡା କରନ୍ତୁ ନାହିଁ

ପେଟିଏମ୍ ପେମେଣ୍ଟ ଆପ୍ ମାଧ୍ୟମରେ ଆପଣଙ୍କର LPG ସିଲିଣ୍ଡର ବୁକ୍ କରିବା ପାଇଁ ଆପଣଙ୍କର ମୋବାଇଲରେ ପ୍ରଥମେ ପେଟିଏମ୍ ଆପ୍ ଇନଷ୍ଟଲ୍ କରିବାକୁ ପଡିବ । ପେଟିଏମ୍ ପ୍ରଥମ ଥର ପାଇଁ ହେଉଥିବା ଗ୍ରାହକଙ୍କୁ ଏହି 500 ଟଙ୍କା କ୍ୟାସବ୍ୟାକ୍ ଅଫର ମିଲିବ।

କିପରି ପେଟିଏମ୍ ଆପ୍ ମାଧ୍ୟମରେ LPG ସିଲିଣ୍ଡର ବୁକ୍ କରିବେ

ଷ୍ଟେପ୍ 1: ଆପଣଙ୍କ ଫୋନରେ ପେଟିଏମ୍ ଆପ୍ ଡାଉନ ଲୋଡ କରି ଏହାକୁ ଖୋଲନ୍ତୁ ।

ଷ୍ଟେପ୍ 2: ତା’ପରେ, ‘ରିଚାର୍ଜ ଏବଂ ବିଲ୍ ପେ’ ବିଭାଗକୁ ଯାଆନ୍ତୁ ।

ଷ୍ଟେପ୍ 3 :: ବର୍ତ୍ତମାନ, ଏଠାରେ ‘ବୁକ୍ ସିଲିଣ୍ଡର’ ଅପ୍ସନ୍ କୁ କ୍ଲିକ କରନ୍ତୁ ।

ଷ୍ଟେପ୍ 4: ଭାରତ ଗ୍ୟାସ୍, ଏଚପି ଗ୍ୟାସ୍ କିମ୍ବା ଇଣ୍ଡେନରୁ ଆପଣଙ୍କର ଗ୍ୟାସ୍ ପ୍ରଦାନକାରୀ ବାଛନ୍ତୁ

ଷ୍ଟେପ୍ 5: ଏହା ପରେ, ଦିଆଯାଇଥିବା ବିଭିନ୍ନ ବିକଳ୍ପରୁ ଗ୍ୟାସ୍ ବୁକ୍ କରିବାର ଏକ ପଦ୍ଧତି ବାଛନ୍ତୁ।

ଷ୍ଟେପ୍ 6: ଏହା ପରେ, ଆପଣ ଦେୟ ରାଶି ଦେଖିବେ ।

ଷ୍ଟେପ୍ 7: ଗ୍ୟାସ୍ ବୁକିଂ କରିବା ପୂର୍ବରୁ, ପେଟିଏମ୍ ଗ୍ୟାସ୍ ବୁକିଂର ‘FIRSTLPG’ ପ୍ରୋମୋକୋଡ୍ ପ୍ରୟୋଗ କରନ୍ତୁ ।

ଗ୍ୟାସ୍ ଅଫର୍ ଉପରେ ପେଟିଏମ୍ ସର୍ତ୍ତାବଳୀ  

  1. ଦୟାକରି ଧ୍ୟାନ ଦିଅନ୍ତୁ ଯେ ଏହି ଅଫର କେବଳ ଡିସେମ୍ବର 31, 2020 ପର୍ଯ୍ୟନ୍ତ ପ୍ରଯୁଜ୍ୟ । 2. ଯଦି ଆପଣ ଆପଣଙ୍କର KYC ପ୍ରକ୍ରିୟା ସମାପ୍ତ କରିନାହାଁନ୍ତି କିମ୍ବା ଆପଣଙ୍କର ମାସିକ ୱାଲେଟ୍ ସୀମା ଅତିକ୍ରମ କରି ନାହାଁନ୍ତି, ତେବେ ଆପଣ ଏକ କ୍ୟାସବ୍ୟାକ୍ ଭାଉଚର୍ ପାଇବେ । 3. ପେଟିଏମ୍ ଏହି ଅଫର୍ ଉପରେ କୈଣସି ନିଷ୍ପତ୍ତି ନେଇପାରେ ।
  2. ବୁକିଂ ପୂର୍ବରୁ Paytm ର ସମସ୍ତ ସର୍ତ୍ତଗୁଡିକ ପୂରଣ ହେବା ଉଚିତ୍ । ଯଦି ଆପଣ ପେଟିଏମ୍ ଆପ୍ ମାଧ୍ୟମରେ LPG ସିଲିଣ୍ଡର ବୁକ୍ କରିସାରିଛନ୍ତି, ତେବେ ଆପଣ ଏହି ଅଫର ପାଇବାକୁ ସକ୍ଷମ ହେବେ ନାହିଁ ।

ଯେଉଁମାନେ ପ୍ରଥମ ଥର ପାଇଁ ପେଟିଏମ ଆପ ଡାଉନଲୋଡ କରିବେ ସେମାନଙ୍କ ପାଇଁ ଉଦ୍ଦିଷ୍ଠ।

ଗ୍ୟାସ ସିଲିଣ୍ଡର ଶସ୍ତା
Share. Facebook Twitter LinkedIn Email WhatsApp Copy Link

Related Posts

ଓଡିଶାର ଗ୍ରାମାଞ୍ଚଳରେ ମୋବାଇଲ୍ ସଂଯୋଗକୁ ସୁଦୃଢ଼ ​​କରିବା ପାଇଁ ୨୨୨୯ କୋଟିର ଆବଣ୍ଟନ

March 13, 2026

ପଶ୍ଚିମ ଏସିଆ ଘଟଣାକ୍ରମ ସମ୍ପର୍କରେ ଆନ୍ତଃମନ୍ତ୍ରଣାଳୟ ସାମ୍ବାଦିକ ସମ୍ମିଳନୀ

March 13, 2026

ଆଜି ମାର୍ଚ୍ଚ ୧୩ ତାରିଖ ଶୁକ୍ରବାରରେ ଏହି ରାଶି ଉପରେ ଖୁସି ରହିବେ ମା’ ଲକ୍ଷ୍ମୀ

March 13, 2026

ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା: କଟକ, ସୁନ୍ଦରଗଡ଼ ଜିଲ୍ଲାରେ ସାମୂହିକ ବିବାହ ଆୟୋଜିତ

March 12, 2026
Latest News

ଟ୍ରମ୍ପଙ୍କ ପାଇଁ ବଡ଼ ଝଟକା!: ଇରାକରେ ଆମେରିକୀୟ KC-135 ବିମାନ ଦୁର୍ଘଟଣାଗ୍ରସ୍ତ

March 13, 2026

ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନବନ୍ଦରଠାରେ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଜାରି

March 13, 2026

ଓଡ଼ିଶା ଆସିଲା କତାରରେ ମୃତ୍ୟୁବରଣ କରିଥିବା ଓଡ଼ିଆ ଶ୍ରମିକଙ୍କ ମୃତ ଶରୀର

March 13, 2026

ଭାରତୀୟ ନ୍ୟାୟ ସଂହିତା ପ୍ରଦର୍ଶନୀ ଉଦଯାପିତ

March 13, 2026

ଓଡିଶାର ଗ୍ରାମାଞ୍ଚଳରେ ମୋବାଇଲ୍ ସଂଯୋଗକୁ ସୁଦୃଢ଼ ​​କରିବା ପାଇଁ ୨୨୨୯ କୋଟିର ଆବଣ୍ଟନ

March 13, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.