Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅପରାଧ»ସାବଧାନ, ବଜାରରେ ବିକ୍ରୀ ହେଉଛି ନକଲି ପନିର, କଟକରୁ ଜବତ ହେଲା ଏକ କ୍ବିଣ୍ଟାଲ
ଅପରାଧ

ସାବଧାନ, ବଜାରରେ ବିକ୍ରୀ ହେଉଛି ନକଲି ପନିର, କଟକରୁ ଜବତ ହେଲା ଏକ କ୍ବିଣ୍ଟାଲ

December 31, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link
ସାବଧାନ, ବଜାରରେ ବିକ୍ରୀ ହେଉଛି ନକଲି ପନିର, କଟକରୁ ଜବତ ହେଲା ଏକ କ୍ବିଣ୍ଟାଲ

ଭୁବନେଶ୍ୱର: ବର୍ତ୍ତମାନ ନକଲି ଜିନିଷର ପେଣ୍ଠ ସ୍ଥଳ ପାଲଟିଛି କଟକର ମାଲଗୋଦାମ ଅଞ୍ଚଳ। ପୂର୍ବରୁ ନକଲି ଘିଅ, ମସଲା, ସସ୍ ଏବଂ ସିମେଣ୍ଟ ଜବତ ପରେ ବର୍ତ୍ତମାନ ଆଉ ଏକ ନକଲି ସାମଗ୍ରୀ ନଜରକୁ ଆସିଛି। ତାହା ହେଉଛି ନକଲି ପନିର।

ବୁଧୁବାର ଦିନ କଟକ ପୋଲିସ ଏବଂ ସିଏମସିର ମିଳିତ ଉଦ୍ୟମରେ ଏକ ଚଢାଉ କରାଯାଇଥିଲା। କଟକ ପୋଲିସ ଓମପି ଛକରୁ କୋଲକାତା ଚାଲଣ ହେଉଥିବା ଏହି ସିନ୍ଥେଟିକ ପନିରକୁ ଜବତ କରିଥିଲା। ଏହି ନକଲି ଜିନିଷ ଚାଲଣ ଅଭିଯୋଗରେ ଜଣଙ୍କୁ ଗିରଫ କରାଯାଇଛି। ସେ ହେଉଛନ୍ତି କଟକ ଖାନନଗରର ଶୁକଦେବ ସାହୁ।

ଘଟଣାରୁ ଜଣାପଡିଛି ଯେ, କଟକରୁ ଧାରାବାହିକ ଭାବେ ନକଲି ପନିର କୋଲକାତା ପଠାଯାଉଥିଲା। ଏହି ପନିର ହାତକୁ ସିନ୍ଥେଟିକ ପରି ଲାଗୁଥିଲା। ଏସବୁ ଡିଟରଜେଣ୍ଟ, ୟୁରିଆ, ସଲଫ୍ୟୁରିକ ଏସିଡ, ଗ୍ଲେସରିନ, ମଇଦା ଏବଂ ଅବ୍ୟବହୃତ ଖିରରେ ତିଆରି ହେଉଥିବାର ଜଣାପଡିଛି। ଏହି ପନିର ମାତ୍ର କେଜି 70 ଟଙ୍କାରେ ବିକ୍ରୀ କରାଯାଉଥିଲା।  ତେବେ ଏ ନେଇ ପୋଲିସ ଆହୁରି ଖୋଳତାଡ ଜାରୀ ରଖିଛି।

Share. Facebook Twitter LinkedIn Email WhatsApp Copy Link

Related Posts

“୯୯% ସରକାରୀ ଚାକିରିରେ ଦୁର୍ନୀତି”: ଅଭିଯୋଗ ସହ ବାବା ରାମଦେବଙ୍କ ଚେତାବନୀ

August 15, 2026

ଭୁଲ ପ୍ରଥା ଆଗକୁ ବଢାଉଛନ୍ତି ରାହୁଲ: ଲାଲକିଲ୍ଲା ସମାରୋହରେ ଯୋଗନଦେବାରୁ ବିଜେପିର ଟାର୍ଗେଟ

August 15, 2026

ପାର୍ଲେର ଗୋଦାମରେ ଚଢାଉ: ମିଳିଲା ମିଆଦ ଶେଷ ହୋଇଥିବା ଫ୍ରୁଟି ଏବଂ ଆପି, ଲାଇସେନ୍ସ ରଦ୍ଦ 

August 15, 2026

Independence Day 2026: ଲାଲକିଲ୍ଲାରେ ପତାକା ଉତ୍ତୋଳନ କଲେ ପ୍ରଧାନମନ୍ତ୍ରୀ, କହିଲେ…

August 15, 2026
Latest News

“ଭାରତ ମାତା କି ଜୟ” ସ୍ଲୋଗାନରେ ପ୍ରତିଧ୍ୱନିତ ହେଲା ଇସଲାମାବାଦ

August 15, 2026

MMDR ସଂଶୋଧନ ବିଲ ବାତିଲ ପାଇଁ ସିପିଆଇ (ଏମଏଲ) ର ଆହ୍ୱାନ

August 15, 2026

“୯୯% ସରକାରୀ ଚାକିରିରେ ଦୁର୍ନୀତି”: ଅଭିଯୋଗ ସହ ବାବା ରାମଦେବଙ୍କ ଚେତାବନୀ

August 15, 2026

ସ୍ୱାଧୀନତା ଦିବସରେ ପୂର୍ବତଟ ରେଳପଥର ସଫଳତା ଉପସ୍ଥାପନ କଲେ ମହାପ୍ରବନ୍ଧକ

August 15, 2026

ବାଣପୁର ଗ୍ରାମୀଣ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ସ୍ବାଧିନତା ଦିବସ ଏବଂ ହର୍ ଘର୍ ତ୍ରିରଙ୍ଗା କାର୍ଯ୍ୟକ୍ରମ

August 15, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.