Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଏଥର ବୁକିଂର 45 ମିନିଟ ମଧ୍ୟରେ ଆପଣଙ୍କ ଘରେ ପହଁଚିବ ଗ୍ୟାସ, ଆସିଲା ନୂଆ ବ୍ୟବସ୍ଥା
ଆଜିର ଖବର

ଏଥର ବୁକିଂର 45 ମିନିଟ ମଧ୍ୟରେ ଆପଣଙ୍କ ଘରେ ପହଁଚିବ ଗ୍ୟାସ, ଆସିଲା ନୂଆ ବ୍ୟବସ୍ଥା

January 13, 2021No Comments1 Min Read
Share Facebook Twitter LinkedIn Email WhatsApp Copy Link
ଏଥର ବୁକିଂର 45 ମିନିଟ ମଧ୍ୟରେ ଆପଣଙ୍କ ଘରେ ପହଁଚିବ ଗ୍ୟାସ, ଆସିଲା ନୂଆ ବ୍ୟବସ୍ଥା

ନୂଆଦିଲ୍ଲୀ, ବର୍ତ୍ତମାନ ରନ୍ଧନ ଗ୍ୟାସ ପାଇଁ ଆଉ ଦିନଦିନ ଅପେକ୍ଷା କରିବାକୁ ପଡିବ ନାହିଁ। ଆପଣ ଯେଉଁଦିନ ଗ୍ୟାସ ବୁକିଂ କରିବେ ସେହିଦିନ ଆପଣଙ୍କ ଘରେ ଗ୍ୟାସ ପହଁଚିବ। ଅର୍ଥାତ ମାତ୍ର 45 ମିନିଟ ମଧ୍ୟରେ ଏହି ଗ୍ୟାସ ମିଳିବ। ଏଥିପାଇଁ ଇଣ୍ଡିଆନ ଅଏଲ ଏକ ସ୍ବତନ୍ତ୍ର ତତ୍କାଳ ଯୋଜନା ଆରମ୍ଭ କରିବାକୁ ଯାଉଛି। ଇଣ୍ଡିଆନ ଅଏଲ ଇଣ୍ଡେନ ବ୍ରାଣ୍ଡରେ ଗ୍ୟାସ ଯୋଗାଣ କରୁଛି।

ବର୍ତ୍ତମାନ କଂପାନୀ ପରୀକ୍ଷା ମୂଳକ ଭାବେ ଦେଶର ପ୍ରମୁଖ ସହରରେ ଏହି ଯୋଜନା ଆରମ୍ଭ କରିବାକୁ ନିଷ୍ପତି କରିଛି। ସେଥିପାଇଁ କଂପାନୀ କେତେକ ସ୍ଥାନ ନିରୂପଣ କରିଛି। ବର୍ତ୍ତମାନ କେନ୍ଦ୍ର ସରକାର ବିଭିନ୍ନ ସେବା କିପରି ଲୋକମାନଙ୍କୁ ତୁରନ୍ତ ଦେଇ ହେବ ସେ ନେଇ ପଦକ୍ଷେପ ଗ୍ରହଣ କରିଛନ୍ତି। ସେହି ଅନୁସାରେ କଂପାନୀ ଏହି ପଦକ୍ଷେପ ନେଉଛି।

ତେବେ ଏଥିପାଇଁ ଗ୍ରାହକଙ୍କୁ ଅଧିକ ପଇସା ଦେବାକୁ ପଡିବ କି ନାହିଁ ସେ ନେଇ କିଛି ନିଷ୍ପତି ହୋଇ ନାହିଁ। କାରଣ ଏହି ସେବା ସମସ୍ତଙ୍କ ପାଇଁ କରାଯିବ କି ଯେଉଁମାନଙ୍କର ତତ୍କାଳ ଦରକାର ସେମାନଙ୍କ ପାଇଁ ହେବ ବିଚାର ଚାଲିଛି। ତେବେ ଯାହା ଜଣାପଡୁଛି ଫେବୃୟାରୀ ପ୍ରଥମ ସପ୍ତାହରେ କଂପାନୀ ଏହି ତତ୍କାଳ ସେବା ଆରମ୍ଭ କରିବ।

Share. Facebook Twitter LinkedIn Email WhatsApp Copy Link

Related Posts

ଆଫଗାନିସ୍ତାନ ଉପରେ ପାକିସ୍ତାନୀର ବିମାନ ଆକ୍ରମଣ: କଡ଼ା ନିନ୍ଦା କଲା ଭାରତ

March 16, 2026

ଓଡ଼ିଶା ଓମେନ୍ ଇନ୍ ମିଡିଆର ବୃତ୍ତିଗତ ଦାୟିତ୍ୱ ଓ ବ୍ୟକ୍ତିଗତ ସୁଖର ସନ୍ତୁଳନ ଉପରେ ଆଲୋଚନା

March 16, 2026

ମମତା ବାନାର୍ଜୀ ବିଜୟର ହ୍ୟାଟ୍ରିକ୍ ମାରିବେ, ନା ପ୍ରଥମ ଥର ପାଇଁ ପଦ୍ମ ଫୁଟିବ?: ଜାଣନ୍ତୁ ସର୍ଭେ

March 16, 2026

ଓଡ଼ିଶା ଲଳିତ କଳା ଏକାଡେମୀର ୬୬ତମ ପ୍ରତିଷ୍ଠା ଦିବସ ପାଳିତ

March 16, 2026
Latest News

ଆଫଗାନିସ୍ତାନ ଉପରେ ପାକିସ୍ତାନୀର ବିମାନ ଆକ୍ରମଣ: କଡ଼ା ନିନ୍ଦା କଲା ଭାରତ

March 16, 2026

ଓଡ଼ିଶା ଓମେନ୍ ଇନ୍ ମିଡିଆର ବୃତ୍ତିଗତ ଦାୟିତ୍ୱ ଓ ବ୍ୟକ୍ତିଗତ ସୁଖର ସନ୍ତୁଳନ ଉପରେ ଆଲୋଚନା

March 16, 2026

ମମତା ବାନାର୍ଜୀ ବିଜୟର ହ୍ୟାଟ୍ରିକ୍ ମାରିବେ, ନା ପ୍ରଥମ ଥର ପାଇଁ ପଦ୍ମ ଫୁଟିବ?: ଜାଣନ୍ତୁ ସର୍ଭେ

March 16, 2026

ଓଡ଼ିଶା ଲଳିତ କଳା ଏକାଡେମୀର ୬୬ତମ ପ୍ରତିଷ୍ଠା ଦିବସ ପାଳିତ

March 16, 2026

ସାଂସଦ ନିଶୁଳ୍କ ସ୍ବାସ୍ଥ୍ୟ ଶିବିରକୁ ଉଦ୍ଘାଟନ କଲେ ଅପରାଜିତା ଷଡ଼ଙ୍ଗୀ

March 16, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.