ଫ୍ଲିପକାର୍ଟରେ ମୋବାଇଲ ବୋନାଂଜା ସେଲ: ଜାଣନ୍ତୁ କ’ଣ ରହିଛି ଅଫର

Published: Jan 25, 2021, 9:02 pm IST

ନୂଆଦିଲ୍ଲୀ: ଇ-କମର୍ସ ପ୍ଲାଟଫର୍ମ ଫ୍ଲିପକାର୍ଟରେ ମୋବାଇଲ ବୋନାଂଜା ସେଲର ଆୟୋଜନ କରାଯାଇଛି। ଏଥିରେ ପୋକୋ, ସାମସାଙ୍ଗ, ସାଓମି, ଏଲଜି, ମୋଟୋ ଏବଂ ରିଅଲମି କମ୍ପାନୀଗୁଡିକର ସ୍ମାର୍ଟଫୋନ ଉପରେ ଡିଲ୍ସ ଏବଂ ଡିସକାଉଣ୍ଟ ଦିଆଯାଉଛି। ଆଜିଠାରୁ ଏହି ଅଫର ଆରମ୍ଭ ହୋଇ ଜାନୁୟାରୀ ୨୯ ତାରିଖ ପର୍ଯ୍ୟନ୍ତ ଚାଲିବ।

ଜାଣନ୍ତୁ ସବୁଠାରୁ ଭଲ ଅଫର ଥିବା ମୋବାଇଲ:

୧- ପୋକୋ ସି୩ – ୧୩ ଏମପି ଟ୍ରିପଲ କ୍ୟାମେରା ଏବଂ ୫୦୦୦ ଏମଏଚ ବ୍ଯାଟେରୀ- ଆଇସିଆଇସି ବ୍ଯାଙ୍କ ଅଫର- ୬ ହଜାର ୭୪୯ ଟଙ୍କା

୨- ରିଅଲମି ସିକ୍ସ ପ୍ରୋ- ୬ ଟି କ୍ୟାମେରା, ସ୍ନେପଡ୍ରାଗାନ ୭୨୦ ଜି ପ୍ରୋସେସର- ଆଇସିଆଇସି ବ୍ଯାଙ୍କ ଅଫର-୧୪ ହଜାର ୯୯୯ ଟଙ୍କା

୩- ପୋକୋ ଏମ ଟୁ ପ୍ରୋ- ୫୦୦୦ ଏମଏଚ ବ୍ଯାଟେରୀ, ସ୍ନେପଡ୍ରାଗାନ ୭୨୦ ଜି ପ୍ରୋସେସର- ଆଇସିଆଇସି ବ୍ଯାଙ୍କ ଅଫର- ୧୦ ହଜାର ୯୯୯ ଟଙ୍କା

୪- ମୋଟୋ ଜି ୫ ଜି- ଆଇସିଆଇସି ବ୍ଯାଙ୍କ ଅଫର- ୧୭ ହଜାର ୯୯୯ ଟଙ୍କା

୫- ରିଅଲମି ନାରଜୋ ୨୦ ପ୍ରୋ- ଆଇସିଆଇସି ବ୍ଯାଙ୍କ ଅଫର- ୧୨ ହଜାର ୯୯୯ ଟଙ୍କା

୬- ରିଅଲମି ଏକ୍ସ୩- ଆଇସିଆଇସି ବ୍ଯାଙ୍କ ଅଫର- ୨୨ ହଜାର ୯୯୯ ଟଙ୍କା

୭- ଆରଓଜି ଫୋନ ୩- ଆଇସିଆଇସି ବ୍ଯାଙ୍କ ଅଫର- ୪୨ ହଜାର ୯୯୯ ଟଙ୍କା

୮- ଏଲଜି ଜି ୮ ଏକ୍ସ- ଆଇସିଆଇସି ବ୍ଯାଙ୍କ ଅଫର-୨୪ ହଜାର ୯୯୦ ଟଙ୍କା

୯- ସାମସାଙ୍ଗ ଗ୍ୟାଲେକ୍ସି ଏସ ୨୦ପ୍ଲସ- ଆଇସିଆଇସି ବ୍ଯାଙ୍କ ଅଫର- ୪୩ ହଜାର ୯୯୯ ଟଙ୍କା।

Related posts