ନୂଆଦିଲ୍ଲୀ, ଘିକୁଆଁରୀ ହେଉଛି ଏପରି ଏକ ବୃକ୍ଷ ଯାହା ଦ୍ବାରା ଦେହର ଅନେକ ରୋଗ ଭଲ ହୋଇଥାଏ। ଏହା ଗଛଟି କେବଳ ଔଷଧୀୟ ଗଛ ଭାବେ ବ୍ୟବହାର କରାଯାଇଥାଏ। ଜାଣନ୍ତୁ ଘିକୁଆଁରୀର ମାତ୍ର ପାଞ୍ଚୋଟି ଔଷଧୀୟ ଗୁଣ
1- ଯୁବତୀମାନେ ଏହି ଘିକୁଆଁରୀ ରସକୁ ପାନ କଲେ ଋତୁସ୍ରାବ ନିୟମିତ ହୋଇଥାଏ।
2-ଘିକୁଆଁରୀ ରସରେ ହଳଦୀ ବଟା ମିଶାଇ ଦେହରେ ଲଗାଇଲେ ସମସ୍ତ ଚର୍ମ ରୋଗ ଭଲ ହୋଇଥାଏ
3- ଏହାର ରସ ସହିତ ମିଶ୍ରି ମିଶାଇ ପିଲାଙ୍କୁ ଖାଇବାକୁ ଦେଲେ କୃମି ରୋଗ ଭଲ ହୋଇଥାଏ।
4-ଘିକୁଆଁରୀ ରସ ଦିନକୁ ତିନିଥର ସେବନ କଲେ ଏହା ଗନେରିଆ ଏବଂ ମେହ ପତନ ଦୂର ହୋଇଥାଏ
5- ଘିକୁଆଁର ରସକୁ ଭାତୁଡି ହୋଇଥିବା ସ୍ଥାନରେ ବାନ୍ଧି ଲଗାଇଲେ ତିନିଦିନ ପରେ ତାହା ଭଲ ହୋଇଥାଏ।
Tags: ଘିକୁଆଁରୀ