Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

ଅନେକ ରୋଗର ଗୋଟିଏ ଔଷଧ ହେଉଛି ଘିକୁଆଁରୀ, ଜାଣିଲେ ହେବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ, ଘିକୁଆଁରୀ ହେଉଛି ଏପରି ଏକ ବୃକ୍ଷ ଯାହା ଦ୍ବାରା ଦେହର ଅନେକ ରୋଗ ଭଲ ହୋଇଥାଏ। ଏହା ଗଛଟି କେବଳ ଔଷଧୀୟ ଗଛ ଭାବେ ବ୍ୟବହାର କରାଯାଇଥାଏ। ଜାଣନ୍ତୁ ଘିକୁଆଁରୀର ମାତ୍ର ପାଞ୍ଚୋଟି ଔଷଧୀୟ ଗୁଣ

1- ଯୁବତୀମାନେ ଏହି ଘିକୁଆଁରୀ ରସକୁ ପାନ କଲେ ଋତୁସ୍ରାବ ନିୟମିତ ହୋଇଥାଏ।

2- ଘିକୁଆଁରୀ ରସରେ ହଳଦୀ ବଟା ମିଶାଇ ଦେହରେ ଲଗାଇଲେ ସମସ୍ତ ଚର୍ମ ରୋଗ ଭଲ ହୋଇଥାଏ

3- ଏହାର ରସ ସହିତ ମିଶ୍ରି ମିଶାଇ ପିଲାଙ୍କୁ ଖାଇବାକୁ ଦେଲେ କୃମି ରୋଗ ଭଲ ହୋଇଥାଏ।

4- ଘିକୁଆଁରୀ ରସ ଦିନକୁ ତିନିଥର ସେବନ କଲେ ଏହା ଗନେରିଆ ଏବଂ ମେହ ପତନ ଦୂର ହୋଇଥାଏ

5- ଘିକୁଆଁର ରସକୁ ଭାତୁଡି ହୋଇଥିବା ସ୍ଥାନରେ ବାନ୍ଧି ଲଗାଇଲେ ତିନିଦିନ ପରେ ତାହା ଭଲ ହୋଇଥାଏ।

Categories
ଆଜିର ଖବର ବ୍ୟବସାୟ ସ୍ବାସ୍ଥ୍ୟ

ଅନେକ ରୋଗର ଗୋଟିଏ ଔଷଧ ହେଉଛି ଘିକୁଆଁରୀ, ଜାଣିଲେ ହେବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ, ଘିକୁଆଁରୀ ହେଉଛି ଏପରି ଏକ ବୃକ୍ଷ ଯାହା ଦ୍ବାରା ଦେହର ଅନେକ ରୋଗ ଭଲ ହୋଇଥାଏ। ଏହା ଗଛଟି କେବଳ ଔଷଧୀୟ ଗଛ ଭାବେ ବ୍ୟବହାର କରାଯାଇଥାଏ। ଜାଣନ୍ତୁ ଘିକୁଆଁରୀର ମାତ୍ର ପାଞ୍ଚୋଟି ଔଷଧୀୟ ଗୁଣ

1- ଯୁବତୀମାନେ ଏହି ଘିକୁଆଁରୀ ରସକୁ ପାନ କଲେ ଋତୁସ୍ରାବ ନିୟମିତ ହୋଇଥାଏ।

2-ଘିକୁଆଁରୀ ରସରେ ହଳଦୀ ବଟା ମିଶାଇ ଦେହରେ ଲଗାଇଲେ ସମସ୍ତ ଚର୍ମ ରୋଗ ଭଲ ହୋଇଥାଏ

3- ଏହାର ରସ ସହିତ ମିଶ୍ରି ମିଶାଇ ପିଲାଙ୍କୁ ଖାଇବାକୁ ଦେଲେ କୃମି ରୋଗ ଭଲ ହୋଇଥାଏ।

4-ଘିକୁଆଁରୀ ରସ ଦିନକୁ ତିନିଥର ସେବନ କଲେ ଏହା ଗନେରିଆ ଏବଂ ମେହ ପତନ ଦୂର ହୋଇଥାଏ