ଅନେକ ରୋଗର ଗୋଟିଏ ଔଷଧ ହେଉଛି ଘିକୁଆଁରୀ, ଜାଣିଲେ ହେବେ ଆଶ୍ଚର୍ଯ୍ୟ

Published: Jan 10, 2023, 4:09 pm IST

ନୂଆଦିଲ୍ଲୀ, ଘିକୁଆଁରୀ ହେଉଛି ଏପରି ଏକ ବୃକ୍ଷ ଯାହା ଦ୍ବାରା ଦେହର ଅନେକ ରୋଗ ଭଲ ହୋଇଥାଏ। ଏହା ଗଛଟି କେବଳ ଔଷଧୀୟ ଗଛ ଭାବେ ବ୍ୟବହାର କରାଯାଇଥାଏ। ଜାଣନ୍ତୁ ଘିକୁଆଁରୀର ମାତ୍ର ପାଞ୍ଚୋଟି ଔଷଧୀୟ ଗୁଣ

1- ଯୁବତୀମାନେ ଏହି ଘିକୁଆଁରୀ ରସକୁ ପାନ କଲେ ଋତୁସ୍ରାବ ନିୟମିତ ହୋଇଥାଏ।

2- ଘିକୁଆଁରୀ ରସରେ ହଳଦୀ ବଟା ମିଶାଇ ଦେହରେ ଲଗାଇଲେ ସମସ୍ତ ଚର୍ମ ରୋଗ ଭଲ ହୋଇଥାଏ

3- ଏହାର ରସ ସହିତ ମିଶ୍ରି ମିଶାଇ ପିଲାଙ୍କୁ ଖାଇବାକୁ ଦେଲେ କୃମି ରୋଗ ଭଲ ହୋଇଥାଏ।

4- ଘିକୁଆଁରୀ ରସ ଦିନକୁ ତିନିଥର ସେବନ କଲେ ଏହା ଗନେରିଆ ଏବଂ ମେହ ପତନ ଦୂର ହୋଇଥାଏ

5- ଘିକୁଆଁର ରସକୁ ଭାତୁଡି ହୋଇଥିବା ସ୍ଥାନରେ ବାନ୍ଧି ଲଗାଇଲେ ତିନିଦିନ ପରେ ତାହା ଭଲ ହୋଇଥାଏ।

Related posts