ଜାଣିଲେ ଆଶ୍ଚର୍ଯ୍ୟ ହେବେ ଓଡିଶାରେ ପେଟ୍ରୋଲ ଦର ବର୍ତ୍ତମାନ ଶହେ ଟଙ୍କା ଟପିଲା

Published: Feb 24, 2021, 10:18 am IST

ଭୁବନେଶ୍ବରେ, ପେଟ୍ରୋଲ ଦର ଶହେ ହେବ ବୋଲି ବହୁ ଦିନ ଧରି ଚର୍ଚ୍ଚା ଚାଲିଥିଲା। କାରଣ ପେଟ୍ରୋଲ ଓ ଡିଜେଲ ଦର ଯେପରି ବଢିବାରେ ଲାଗିଛି ସେଥିରେ ତାହା ହିଁ ଆଶା କରୁଥିଲେ। ତେବେ ସେହି ଆଶା ବର୍ତ୍ତମାନ ସତ ହୋଇଛି। ଓଡିଶାରେ ପେଟ୍ରୋଲ ଦର ଶହେ ଛୁଇଁଛି। ଏହି ଦର ମାଲାକାନାଗିରି ଜିଲ୍ଲାର କାଲିମେଳାର ଭାରତୀୟ ପେଟ୍ରୋଲ ପମ୍ପରେ ପରିଲକ୍ଷିତ ହୋଇଛି। ପୂର୍ବରୁ ସେଠାରେ ସ୍ପିଡ ପେଟ୍ରୋଲ ଦର 99 ଟଙ୍କା 93 ପଇସା ଥିଲା। ହେଲେ ଗତକାଲି ଏହା ପୁଣି 36 ପଇସା ପଢିବା ପରେ ବର୍ତ୍ତମାନ 100 ଟଙ୍କା 29 ପଇସାକୁ ବୃଦ୍ଧି ପାଇଛି। ଭୁବନେଶ୍ବରରେ ବର୍ତ୍ତମାନ ପେଟ୍ରୋଲ ଦର 92.12 ପଇସା ରହିଛି।

Related posts