କଟକ, ରାଜ୍ୟ ପୋଲିସ ବିଭାଗରେ ଏକଥରେ 477ଟି ସବ ଇନସ୍ପେକ୍ଟର ଚାକିରୀ ପାଇଁ ଦରଖାସ୍ତ ଆହ୍ବାନ କରାଯାଇଛି। ଏଥିରେ ଅନୁସୂଚିତ ଜାତି ପାଇଁ 78ଟି, ଅନୁସୂଚିତ ଜନଜାତି ପାଇଁ 107ଟି, ଏସଇବିସି ପାଇଁ 53ଟି ଏବଂ ଅଣସଂରକ୍ଷଣ 239ଟି ରହିଛି। ଅଧିକ ଖବର ଜାଣିବା ପାଇଁ ଲଗଅନ କରନ୍ତୁ thesamikhsya.com/odia କଟକ ପୋଲିସ
ନୂଆପଡା ଉପନିର୍ବାଚନ ପୂର୍ବରୁ ସ୍ବତନ୍ତ୍ର ଭୋଟର ତାଲିକା ସଂଶୋଧନ, ଆସନ୍ତାକାଲିଠାରୁ ପକ୍ରିୟା ଆରମ୍ଭSeptember 14, 2025