Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଫେସନ୍ ଅପ୍‌, ଇଣ୍ଡିଆ! ଆଜିଓ ନେଇଆସିଛି ଭାରତର ହଟେଷ୍ଟ ଫେସନ ସେଲ୍ 
ଆଜିର ଖବର

ଫେସନ୍ ଅପ୍‌, ଇଣ୍ଡିଆ! ଆଜିଓ ନେଇଆସିଛି ଭାରତର ହଟେଷ୍ଟ ଫେସନ ସେଲ୍ 

September 29, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ଆଜିଓ, ଭାରତର ଅଗ୍ରଣୀ ଅନଲାଇନ୍ ଫେସନ ଇ-ରିଟେଲର, ଯାହା ଏହାର ଅନ୍‌-ଟ୍ରେଣ୍ଡ, ସଦ୍ୟତମ ଷ୍ଟାଇଲ୍ ଓ ଆଧୁନିକ ଫେସନ ପାଇଁ ବେଶ୍ ପରିଚିତ, ଏବେ ନେଇଆସିଛି ଭାରତର ହଟେଷ୍ଟ ଫେସନ୍ ସେଲ୍ – “ବିଗ୍ ବୋଲ୍ଡ ସେଲ୍‌‘। ଏହି ବିଗ୍ ବୋଲ୍ଡ ସେଲ୍ ୩୦ ସେପ୍ଟେମ୍ବର ଠାରୁ ୪ ଅକ୍ଟୋବର ୨୦୨୧ ପର୍ଯ୍ୟନ୍ତ ଜାରି ରହିବ।

ପାର୍ବଣ ଋତୁ ଆଉ ଅଳ୍ପ ଦିନ ବାକି ଥିବାରୁ ଆଜିଓ ଏହାର ଗ୍ରାହକମାନଙ୍କ ପାଇଁ ସର୍ବୋତମ ଫେଷ୍ଟିଭ୍ ଫେସନ ଓ ବ୍ରାଣ୍ଡ୍ ଆଣିବାକୁ ପ୍ରସ୍ତୁତ ରହିଛି ଯାହାକି ପୂଜା ଠାରୁ ଦଶମି ପର୍ଯ୍ୟନ୍ତ ଓ ନବରାତ୍ରୀ ଠାରୁ ଦଶହରା ପର୍ଯ୍ୟନ୍ତ ଚାଲୁ ରହିବ। ଏହାର ନାମ ପରି, ଆଜିଓ ବିଗ୍ ବୋଲ୍ଡ ସେଲ୍ ହେଉଛି ଫେସନର ସର୍ବବୃହତ୍ ଓ ଆକର୍ଷଣୀୟ ସେଲ୍ ଯେଉଁଥିରେ ୨୫୦୦+ ବ୍ରାଣ୍ଡରୁ ୬,୦୦,୦୦୦+ ଷ୍ଟାଇଲ୍ କାଟଲଗ୍ ରହିଛି ଓ ଏଥିରେ ୫୦% ରୁ ୯୦% ପର୍ଯ୍ୟନ୍ତ ରିହାତିର ସୁବିଧା ରହିଛି।

ଏଥିରେ ଅନେକ ପ୍ରକାର ଆକର୍ଷଣୀୟ ଅଫରକୁ ଖୁବ୍ କମ୍ ମୂଲ୍ୟରେ ପ୍ରଦାନ କରାଯାଉଛି। ଏହା ସହିତ ଏଥିରେ ରହିଛି ଗ୍ରାହକମାନଙ୍କ ପାଇଁ ଘଂଟିକିଆ ଫ୍ଲାସ ଡିଲ୍‌, ନିଶ୍ଚିତ ଉପହାର, ରିୱାର୍ଡ଼ ଓ ପଏଂଟସ ଯାହାକୁ ସାରା ଦେଶର ଗ୍ରାହକମାନେ ଉପଲବ୍ଧ କରିପାରିବେ। ଏହି ଆଜିଓ ବିଗ୍ ବୋଲ୍ଡ ସେଲ୍ ରେ ବିଶ୍ୱର ସବୁଠାରୁ ଲୋକପ୍ରିୟ ବ୍ରାଣ୍ଡ୍ ଯଥା ଗ୍ୟାସ, ସୁପରଡ୍ରାଏ, ଷ୍ଟିଭ୍ ମାଡେନ୍‌, ଅର୍ମାନି ଏକ୍ସଚେଞ୍ଜ, ଆଡିଡାସ, ଲିଭାଇସ୍‌, ନାଇକି ଓ ଆହୁରି ଅନେକକୁ ଅତ୍ୟନ୍ତ ଆକର୍ଷଣୀୟ ମୂଲ୍ୟରେ ପ୍ରଦାନ କରାଯାଉଛି।

ଏହାର ମାନକୁ ଆଉ ଗୋଟିଏ ସୋପାନ ଉପରକୁ ନେଇ, ବିଲ୍ଡ-ଅପଟୁ ସେଲ୍ ଇଭେଂଟର ଅଂଶସ୍ୱରୂପ, ଆଜିଓ ନିୟମିତ ଫ୍ଲାସ ଡିଲ୍ସର ଆୟୋଜନ କରୁଛି ଓ ସ୍ୱତନ୍ତ୍ର ବ୍ରାଣ୍ଡ୍ ଇଭେଂଟ ଯଥା ଗ୍ୟାସ ଫ୍ରି-ଫର୍ ୩୦ ସେକେଣ୍ଡ୍‌ସ, ଗନ୍ ଇନ୍ ୬୦ ସେକେଣ୍ଡସ ଯାହାକି ଗ୍ରାହକମାନଙ୍କୁ ଆଜିଓ ରେ କ୍ରୟ କରିବା ପାଇଁ ସମ୍ପୂର୍ଣ୍ଣ ଭାବରେ ଏକ ପ୍ରକୃଷ୍ଟ କାରଣ ପ୍ରଦାନ କରିଥାଏ।

ଏହି ମେଗା ଇଂଭେଟରେ ପ୍ରଖ୍ୟାତ ଅଭିନେତା ଓ ସେଲିବ୍ରେଟେଡ୍ ଫାସନିଷ୍ଟା ସୋନମ କପୁର ଓ ସିଦ୍ଧାର୍ଥ ମଲହୋତ୍ରାଙ୍କ ସହିତ ଲୋକପ୍ରିୟ ଆଇକନ ମାନଙ୍କୁ ଦେଖିବାକୁ ପାଇବେ ଯଥା ଗୁରୁ ରନ୍ଧାୱା, ଶ୍ରୁତି ହସନ୍‌, କାଜଲ ଅଗ୍ରୱାଲ, ମୌନି ରଏ ଓ ପ୍ରତୀକ ଗାନ୍ଧୀ ଯେଉଁମାନଙ୍କ ସହିତ ପାର୍ବଣ ଋତୁକୁ ଷ୍ଟାଇଲରେ ପାଳନ କରାଯିବ।

ଗ୍ରାହକମାନଙ୍କୁ ସେମାନଙ୍କର ପରିବାର, ବନ୍ଧୁ ଓ ଘରର ପାର୍ବଣ ଆବଶ୍ୟକତା ଗୁଡ଼ିକୁ ପୂରଣ କରିବା ପାଇଁ – ଆଜିଓ ଏହି ପାର୍ବଣ ଋତୁରେ ବିଗ୍ ବୋଲ୍ଡ ସେଲ୍‌ରେ ସଭିଙ୍କ ପାଇଁ କିଛି ନା କିଛି ଆକର୍ଷଣୀୟ ଅଫରର ବ୍ୟବସ୍ଥା ରଖିଛି। ଗ୍ରାହକମାନେ ଫେଷ୍ଟିଭ୍ ଷ୍ଟାଇଲକୁ କମ୍ ମୂଲ୍ୟରେ ପାଇପାରିବେ ଯେଉଁଥିରେ ୫୦% ରୁ ୯୦% ପର୍ଯ୍ୟନ୍ତ ରିହାତି ସୁବିଧା ମିଳିପାରିବ, ଯେଉଁଥିରେ ସାମିଲ୍ ରହିଛି ଟି-ସାର୍ଟ, ଜିନ୍ସ, ସ୍ନିକର ଓ ଆହୁରି ଅନେକ କିଛି। ଏହି ଆର୍ଷଣୀୟ ମୂଲ୍ୟ ବ୍ୟତୀତ ଆଜିଓ ମଧ୍ୟ ଏହି ସେଲ୍ ଅବସରରେ ଅନେକ ଗୁଡ଼ିଏ ଆନ୍ତର୍ଜାତିକ ବ୍ରାଣ୍ଡ୍ ସମୂହର ଶୁଭାରମ୍ଭ କରିବାକୁ ଯାଉଛି।

ଦେଶରେ ଆଜିଓ ଫେସନ ପ୍ରେମୀମାନଙ୍କ ପାଇଁ ଏକ ଆକର୍ଷଣୀୟ ପ୍ଲାଟଫର୍ମ ଓ ପୁରୁଷ ଏବଂ ମହିଳାମାନଙ୍କ ପାଇଁ ଅଭୂତପୂର୍ବ ଆପାରେଲ୍ ଓ ଆକ୍‌ସେସୋରିଜ୍ କଲେକ୍ସନ ନେଇ ଆସୁଛି।

BJP Ads
ଆଜିଓ ଇଣ୍ଡିଆ
Share. Facebook Twitter LinkedIn Email WhatsApp Copy Link

Related Posts

ନଭେମ୍ବର ୩୦ ପର୍ଯ୍ୟନ୍ତ ଦେଶବ୍ୟାପୀ ଡିଜିଟାଲ ଜୀବନ ପ୍ରମାଣପତ୍ର ଅଭିଯାନ ୪.୦

November 6, 2025

ପୁରଣ ହେଲାନି ଦାବି, ଆଜିଠାରୁ କଳା ବ୍ୟାଚ୍ ପିନ୍ଧି ପ୍ରତିବାଦ କରିବେ ରାଜ୍ୟ ସରକାରୀ ଆୟୁଷ ଛାତ୍ରଛାତ୍ରୀ

November 6, 2025

ଐତିହାସିକ କଟକ ବାଲିଯାତ୍ରା ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, ଏଣିକି ୧୦ କୋଟି ଟଙ୍କା ଦେବାକୁ କଲେ ଘୋଷଣା

November 6, 2025

ଜଖପୁରାରେ ନୂତନ ଗତି ଶକ୍ତି କାର୍ଗୋ ଟର୍ମିନାଲ୍ କାର୍ଯ୍ୟକ୍ଷମ

November 6, 2025
BJP Ads
Latest News

ନଭେମ୍ବର ୩୦ ପର୍ଯ୍ୟନ୍ତ ଦେଶବ୍ୟାପୀ ଡିଜିଟାଲ ଜୀବନ ପ୍ରମାଣପତ୍ର ଅଭିଯାନ ୪.୦

November 6, 2025

ପୁରଣ ହେଲାନି ଦାବି, ଆଜିଠାରୁ କଳା ବ୍ୟାଚ୍ ପିନ୍ଧି ପ୍ରତିବାଦ କରିବେ ରାଜ୍ୟ ସରକାରୀ ଆୟୁଷ ଛାତ୍ରଛାତ୍ରୀ

November 6, 2025

ଐତିହାସିକ କଟକ ବାଲିଯାତ୍ରା ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, ଏଣିକି ୧୦ କୋଟି ଟଙ୍କା ଦେବାକୁ କଲେ ଘୋଷଣା

November 6, 2025

ଜଖପୁରାରେ ନୂତନ ଗତି ଶକ୍ତି କାର୍ଗୋ ଟର୍ମିନାଲ୍ କାର୍ଯ୍ୟକ୍ଷମ

November 6, 2025

କଟକ ବାଲିଯାତ୍ରା ପଡିଆରେ ଏକ ନୂତନ ବିଶ୍ୱ ରେକର୍ଡ ସୃଷ୍ଟି କଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

November 6, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.