ଫେସନ୍ ଅପ୍‌, ଇଣ୍ଡିଆ! ଆଜିଓ ନେଇଆସିଛି ଭାରତର ହଟେଷ୍ଟ ଫେସନ ସେଲ୍ 

Published: Sep 29, 2021, 8:10 pm IST

ଭୁବନେଶ୍ୱର: ଆଜିଓଭାରତର ଅଗ୍ରଣୀ ଅନଲାଇନ୍ ଫେସନ ଇ-ରିଟେଲରଯାହା ଏହାର ଅନ୍‌-ଟ୍ରେଣ୍ଡସଦ୍ୟତମ ଷ୍ଟାଇଲ୍ ଓ ଆଧୁନିକ ଫେସନ ପାଇଁ ବେଶ୍ ପରିଚିତଏବେ ନେଇଆସିଛି ଭାରତର ହଟେଷ୍ଟ ଫେସନ୍ ସେଲ୍ – “ବିଗ୍ ବୋଲ୍ଡ ସେଲ୍‌। ଏହି ବିଗ୍ ବୋଲ୍ଡ ସେଲ୍ ୩୦ ସେପ୍ଟେମ୍ବର ଠାରୁ ୪ ଅକ୍ଟୋବର ୨୦୨୧ ପର୍ଯ୍ୟନ୍ତ ଜାରି ରହିବ।

ପାର୍ବଣ ଋତୁ ଆଉ ଅଳ୍ପ ଦିନ ବାକି ଥିବାରୁ ଆଜିଓ ଏହାର ଗ୍ରାହକମାନଙ୍କ ପାଇଁ ସର୍ବୋତମ ଫେଷ୍ଟିଭ୍ ଫେସନ ଓ ବ୍ରାଣ୍ଡ୍ ଆଣିବାକୁ ପ୍ରସ୍ତୁତ ରହିଛି ଯାହାକି ପୂଜା ଠାରୁ ଦଶମି ପର୍ଯ୍ୟନ୍ତ ଓ ନବରାତ୍ରୀ ଠାରୁ ଦଶହରା ପର୍ଯ୍ୟନ୍ତ ଚାଲୁ ରହିବ। ଏହାର ନାମ ପରିଆଜିଓ ବିଗ୍ ବୋଲ୍ଡ ସେଲ୍ ହେଉଛି ଫେସନର ସର୍ବବୃହତ୍ ଓ ଆକର୍ଷଣୀୟ ସେଲ୍ ଯେଉଁଥିରେ ୨୫୦୦+ ବ୍ରାଣ୍ଡରୁ ୬,୦୦,୦୦୦+ ଷ୍ଟାଇଲ୍ କାଟଲଗ୍ ରହିଛି ଓ ଏଥିରେ ୫୦% ରୁ ୯୦% ପର୍ଯ୍ୟନ୍ତ ରିହାତିର ସୁବିଧା ରହିଛି।

ଏଥିରେ ଅନେକ ପ୍ରକାର ଆକର୍ଷଣୀୟ ଅଫରକୁ ଖୁବ୍ କମ୍ ମୂଲ୍ୟରେ ପ୍ରଦାନ କରାଯାଉଛି। ଏହା ସହିତ ଏଥିରେ ରହିଛି ଗ୍ରାହକମାନଙ୍କ ପାଇଁ ଘଂଟିକିଆ ଫ୍ଲାସ ଡିଲ୍‌ନିଶ୍ଚିତ ଉପହାରରିୱାର୍ଡ଼ ଓ ପଏଂଟସ ଯାହାକୁ ସାରା ଦେଶର ଗ୍ରାହକମାନେ ଉପଲବ୍ଧ କରିପାରିବେ। ଏହି ଆଜିଓ ବିଗ୍ ବୋଲ୍ଡ ସେଲ୍ ରେ ବିଶ୍ୱର ସବୁଠାରୁ ଲୋକପ୍ରିୟ ବ୍ରାଣ୍ଡ୍ ଯଥା ଗ୍ୟାସସୁପରଡ୍ରାଏଷ୍ଟିଭ୍ ମାଡେନ୍‌ଅର୍ମାନି ଏକ୍ସଚେଞ୍ଜଆଡିଡାସଲିଭାଇସ୍‌ନାଇକି ଓ ଆହୁରି ଅନେକକୁ ଅତ୍ୟନ୍ତ ଆକର୍ଷଣୀୟ ମୂଲ୍ୟରେ ପ୍ରଦାନ କରାଯାଉଛି।

ଏହାର ମାନକୁ ଆଉ ଗୋଟିଏ ସୋପାନ ଉପରକୁ ନେଇବିଲ୍ଡ-ଅପଟୁ ସେଲ୍ ଇଭେଂଟର ଅଂଶସ୍ୱରୂପଆଜିଓ ନିୟମିତ ଫ୍ଲାସ ଡିଲ୍ସର ଆୟୋଜନ କରୁଛି ଓ ସ୍ୱତନ୍ତ୍ର ବ୍ରାଣ୍ଡ୍ ଇଭେଂଟ ଯଥା ଗ୍ୟାସ ଫ୍ରି-ଫର୍ ୩୦ ସେକେଣ୍ଡ୍‌ସଗନ୍ ଇନ୍ ୬୦ ସେକେଣ୍ଡସ ଯାହାକି ଗ୍ରାହକମାନଙ୍କୁ ଆଜିଓ ରେ କ୍ରୟ କରିବା ପାଇଁ ସମ୍ପୂର୍ଣ୍ଣ ଭାବରେ ଏକ ପ୍ରକୃଷ୍ଟ କାରଣ ପ୍ରଦାନ କରିଥାଏ।

ଏହି ମେଗା ଇଂଭେଟରେ ପ୍ରଖ୍ୟାତ ଅଭିନେତା ଓ ସେଲିବ୍ରେଟେଡ୍ ଫାସନିଷ୍ଟା ସୋନମ କପୁର ଓ ସିଦ୍ଧାର୍ଥ ମଲହୋତ୍ରାଙ୍କ ସହିତ ଲୋକପ୍ରିୟ ଆଇକନ ମାନଙ୍କୁ ଦେଖିବାକୁ ପାଇବେ ଯଥା ଗୁରୁ ରନ୍ଧାୱାଶ୍ରୁତି ହସନ୍‌କାଜଲ ଅଗ୍ରୱାଲମୌନି ରଏ ଓ ପ୍ରତୀକ ଗାନ୍ଧୀ ଯେଉଁମାନଙ୍କ ସହିତ ପାର୍ବଣ ଋତୁକୁ ଷ୍ଟାଇଲରେ ପାଳନ କରାଯିବ।

ଗ୍ରାହକମାନଙ୍କୁ ସେମାନଙ୍କର ପରିବାରବନ୍ଧୁ ଓ ଘରର ପାର୍ବଣ ଆବଶ୍ୟକତା ଗୁଡ଼ିକୁ ପୂରଣ କରିବା ପାଇଁ – ଆଜିଓ ଏହି ପାର୍ବଣ ଋତୁରେ ବିଗ୍ ବୋଲ୍ଡ ସେଲ୍‌ରେ ସଭିଙ୍କ ପାଇଁ କିଛି ନା କିଛି ଆକର୍ଷଣୀୟ ଅଫରର ବ୍ୟବସ୍ଥା ରଖିଛି। ଗ୍ରାହକମାନେ ଫେଷ୍ଟିଭ୍ ଷ୍ଟାଇଲକୁ କମ୍ ମୂଲ୍ୟରେ ପାଇପାରିବେ ଯେଉଁଥିରେ ୫୦% ରୁ ୯୦% ପର୍ଯ୍ୟନ୍ତ ରିହାତି ସୁବିଧା ମିଳିପାରିବଯେଉଁଥିରେ ସାମିଲ୍ ରହିଛି ଟି-ସାର୍ଟଜିନ୍ସସ୍ନିକର ଓ ଆହୁରି ଅନେକ କିଛି। ଏହି ଆର୍ଷଣୀୟ ମୂଲ୍ୟ ବ୍ୟତୀତ ଆଜିଓ ମଧ୍ୟ ଏହି ସେଲ୍ ଅବସରରେ ଅନେକ ଗୁଡ଼ିଏ ଆନ୍ତର୍ଜାତିକ ବ୍ରାଣ୍ଡ୍ ସମୂହର ଶୁଭାରମ୍ଭ କରିବାକୁ ଯାଉଛି।

ଦେଶରେ ଆଜିଓ ଫେସନ ପ୍ରେମୀମାନଙ୍କ ପାଇଁ ଏକ ଆକର୍ଷଣୀୟ ପ୍ଲାଟଫର୍ମ ଓ ପୁରୁଷ ଏବଂ ମହିଳାମାନଙ୍କ ପାଇଁ ଅଭୂତପୂର୍ବ ଆପାରେଲ୍ ଓ ଆକ୍‌ସେସୋରିଜ୍ କଲେକ୍ସନ ନେଇ ଆସୁଛି।

Related posts