Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଜାନୁଆରୀ ମାସରେ 16 ଦିନ ବନ୍ଦ ରହିବ ବ୍ୟାଙ୍କ କାମ, ତୁରନ୍ତ ଯାଞ୍ଚ କରନ୍ତୁ ଛୁଟିଦିନର ସମ୍ପୂର୍ଣ୍ଣ ତାଲିକା
ବିଶେଷ ଖବର

ଜାନୁଆରୀ ମାସରେ 16 ଦିନ ବନ୍ଦ ରହିବ ବ୍ୟାଙ୍କ କାମ, ତୁରନ୍ତ ଯାଞ୍ଚ କରନ୍ତୁ ଛୁଟିଦିନର ସମ୍ପୂର୍ଣ୍ଣ ତାଲିକା

January 1, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link
ବ୍ୟାଙ୍କ
ଜାନୁଆରୀ ୨୭ ରେ ବ୍ୟାଙ୍କ କର୍ମଚାରୀମାନଙ୍କ ଧର୍ମଘଟ!: ତିନି ଦିନ ପାଇଁ ବାଧାପ୍ରାପ୍ତ ହେବ ବ୍ୟାଙ୍କ ସେବା 

ନୂଆଦିଲ୍ଲୀ: ନୂତନ ବର୍ଷରେ ଯଦି ଆପଣଙ୍କର ବ୍ୟାଙ୍କ ସହିତ ଜଡିତ କୌଣସି କାର୍ଯ୍ୟ ଅଛି କିମ୍ବା ଆପଣ ବ୍ୟାଙ୍କ ଶାଖାକୁ ଯିବାକୁ ଯୋଜନା କରୁଛନ୍ତି, ତେବେ ଆପଣଙ୍କୁ ଏହା ପୂର୍ବରୁ ଜାନୁୟାରୀ ମାସରେ ବ୍ୟାଙ୍କ ଛୁଟିଦିନର ତାଲିକା ଯାଞ୍ଚ କରିବାକୁ ପଡିବ। ଯାହା ଦ୍ଵାରା ଆପଣଙ୍କୁ ବ୍ୟାଙ୍କ ଜନିତ ସମସ୍ୟା ହେବ ନାହିଁ। ଜାନୁଆରୀ ମାସରେ ବ୍ୟାଙ୍କ ୧୬ ଦିନ ପାଇଁ ବନ୍ଦ ରହିବ।

ଜାନୁୟାରୀରେ ବ୍ୟାଙ୍କ ଛୁଟି ତାଲିକା:

ଜାନୁଆରୀ 1, 2022- ନୂତନ ବର୍ଷ ହେତୁ ଛୁଟିଦିନ

ଜାନୁୟାରୀ 2, 2022- ରବିବାର ହେତୁ ବ୍ୟାଙ୍କଗୁଡିକ ବନ୍ଦ ରହିବ

ଜାନୁୟାରୀ 3, 2022- ସିକ୍କିମ୍ ରେ ନୂଆ ବର୍ଷ ଏବଂ ଲାସୁଙ୍ଗ୍ ଛୁଟି (ଆଇଜୋଲ୍ ଏବଂ ଗ୍ୟାଙ୍ଗଟକ୍)

ଜାନୁଆରୀ 4, 2022- ସିକ୍କିମ୍ ରେ ଲାସୁଙ୍ଗ ପର୍ବ (ଗାଙ୍ଗଟୋକ) ଯୋଗୁଁ ଛୁଟି ହେବ।

ଜାନୁଆରୀ 8, 2022- ଦ୍ୱିତୀୟ ଶନିବାର

ଜାନୁଆରୀ 9, 2022- ଗୁରୁ ଗୋବିନ୍ଦ ସିଂ ଜୟନ୍ତୀ ଏବଂ ରବିବାର

ଜାନୁଆରୀ 11, 2022- ମିଶନାରୀ ଡେ ମିଜୋରାମ (ଆଇଜୋଲ୍)

ଜାନୁଆରୀ 12, 2022- ସ୍ଵାମୀ ବିବେକାନନ୍ଦ ଜୟନ୍ତୀ (କୋଲକାତା)

ଜାନୁଆରୀ 14, 2022- ମକର ସଂକ୍ରାନ୍ତି ଅନେକ ରାଜ୍ୟରେ ଛୁଟିଦିନ ହେବ

ଜାନୁଆରୀ 15, 2022- ଆନ୍ଧ୍ରପ୍ରଦେଶ, ପୁଡୁଚେରୀ, ତାମିଲନାଡୁ ପୋଙ୍ଗଲରେ ଛୁଟିଦିନ ହେବ

ଜାନୁଆରୀ 16, 2022- ସାରା ଦେଶରେ ସାପ୍ତାହିକ ଛୁଟି

ଜାନୁଆରୀ 18, 2022- ଥାଇପୁସମ୍ ଫେଷ୍ଟିଭାଲ୍ (ଚେନ୍ନାଇ)

ଜାନୁଆରୀ 22, 2022- ଚତୁର୍ଥ ଶନିବାର

ଜାନୁଆରୀ 23, 2022- ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଜୟନ୍ତୀ, ସାରା ଦେଶରେ ଛୁଟି

ଜାନୁଆରୀ 26, 2022- ଗଣତନ୍ତ୍ର ଦିବସ ସାରା ଦେଶରେ ଛୁଟି

ଜାନୁଆରୀ 30, 2022- ରବିବାର

ଉଲ୍ଲେଖ ଯୋଗ୍ୟ ଯେ, ଶନିବାର ଏବଂ ରବିବାରର ଛୁଟି ମଧ୍ୟ ଏହି ଛୁଟିଦିନ ତାଲିକାରେ ଅନ୍ତର୍ଭୁକ୍ତ। ଜାନୁଆରୀ ମାସରେ, 2, 9, 16, 23 ଏବଂ 30 ତାରିଖ ରବିବାର ଦିନ ବ୍ୟାଙ୍କଗୁଡିକରେ କାମବନ୍ଦ ରହିବ। ଏହା ବ୍ୟତୀତ ଦ୍ୱିତୀୟ ଏବଂ ଚତୁର୍ଥ ଶନିବାରରେ ବ୍ୟାଙ୍କଗୁଡିକରେ କୌଣସି କାମ ହେବ ନାହିଁ।

ଛୁଟିଦିନର ସମ୍ପୂର୍ଣ୍ଣ ତାଲିକା ନୂତନ ବର୍ଷ
Share. Facebook Twitter LinkedIn Email WhatsApp Copy Link

Related Posts

ସେପ୍ଟେମ୍ବର ୧୭ ରୁ ଅକ୍ଟୋବର ୧୭ ଯାଏଁ ‘ସ୍ୱଚ୍ଛତା ହିଁ ସେବା ୨୦୨୬’ ଅଭିଯାନ

September 11, 2026

ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ୱରେ ବିପର୍ଯ୍ୟୟ ପରିଚାଳନାରେ ମୌଳିକ ପରିବର୍ତ୍ତନ: ଅମିତ ଶାହ

September 11, 2026

ଓଡ଼ିଶାରେ ସ୍ଥାପନ ହେବ ଆଧୁନିକ ଚାଉଳ ଓ ମାଣ୍ଡିଆ ପ୍ରକ୍ରିୟାକରଣ କାରଖାନା

September 10, 2026

ଓରାଙ୍ଗଉଟାନ ଉଦ୍ଧାର ଘଟଣା: ସବିଶେଷ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀଙ୍କ କଡ଼ା ନିର୍ଦ୍ଦେଶ

September 10, 2026
Latest News

ନୂଆଦିଲ୍ଲୀରେ ବ୍ରିକ୍ସ ମହାକୁମ୍ଭ: ପୁଟିନ, ଜିନ୍‌ପିଙ୍ଗଙ୍କ ସହ ଏକାଠି ହେବେ ୧୧ ରାଷ୍ଟ୍ରମୁଖ୍ୟ

September 11, 2026

ସେପ୍ଟେମ୍ବର ୧୭ ରୁ ଅକ୍ଟୋବର ୧୭ ଯାଏଁ ‘ସ୍ୱଚ୍ଛତା ହିଁ ସେବା ୨୦୨୬’ ଅଭିଯାନ

September 11, 2026

ଆଜିଠାରୁ ଆରମ୍ଭ ହେବ ‘କୋଠା ଓ ଅନ୍ୟାନ୍ୟ ଶ୍ରମିକ’ଙ୍କ ଜାତୀୟ ସମ୍ମିଳନୀ

September 11, 2026

ଜର୍ମାନୀ ଚାନ୍ସେଲରଙ୍କ ସହ ଟେଲିଫୋନରେ କଥା ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

September 11, 2026

ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ୱରେ ବିପର୍ଯ୍ୟୟ ପରିଚାଳନାରେ ମୌଳିକ ପରିବର୍ତ୍ତନ: ଅମିତ ଶାହ

September 11, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.