Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଭାରତରେ ଲଞ୍ଚ ହେଉଛି Vivo V23 ସିରିଜ୍ ସ୍ମାର୍ଟଫୋନ, ରହିଛି ଆଶ୍ଚର୍ଯ୍ୟଜନକ ଫିଚର
ବିଶେଷ ଖବର

ଭାରତରେ ଲଞ୍ଚ ହେଉଛି Vivo V23 ସିରିଜ୍ ସ୍ମାର୍ଟଫୋନ, ରହିଛି ଆଶ୍ଚର୍ଯ୍ୟଜନକ ଫିଚର

January 5, 2022No Comments1 Min Read
Share Facebook Twitter LinkedIn Email WhatsApp Copy Link
ଭାରତରେ ଲଞ୍ଚ ହେଉଛି Vivo V23 ସିରିଜ୍ ସ୍ମାର୍ଟଫୋନ, ରହିଛି ଆଶ୍ଚର୍ଯ୍ୟଜନକ ଫିଚର

ନୂଆଦିଲ୍ଲୀ : ଆଜି ମଧ୍ୟାହ୍ନ 12 ଟାରେ ଭାରତରେ ଲଞ୍ଚ ହେବ ଭିଭୋ V23 ସିରିଜ୍। କମ୍ପାନୀ ଦାବି କରିଛି ଯେ ଏହା ଭାରତର ପ୍ରଥମ ସ୍ମାର୍ଟଫୋନ୍ ହେବ, ଯାହା ରଙ୍ଗ ବଦଳାଇବ। ଅର୍ଥାତ୍ ସ୍ମାର୍ଟଫୋନର ରଙ୍ଗ ବିଭିନ୍ନ ଆଲୋକ ପରିସ୍ଥିତିରେ ଭିନ୍ନ ହେବ।

ଏହାସହ ଏହା ଭାରତର ପ୍ରଥମ 50 ମେଗାପିକ୍ସେଲ ଆଇ ଏଫ୍ ଡୁଆଲ୍ ସେଲଫି କ୍ୟାମେରା ଫୋନ୍ ହେବ। ବର୍ତ୍ତମାନ ବଜାରରେ ଦୁଇଟି ମଡେଲ ପ୍ରବେଶ କରିବ। ତାହା ହେଲା ସ୍ମାର୍ଟଫୋନ୍ ଭିଭୋ V23 5G ଏବଂ ଭିଭୋ V23 ପ୍ରୋ 5G । ଏହି ଦୁଇଟି ଭିଭୋ V23 ସିରିଜ୍ ଅଧୀନରେ ବଜାର ପ୍ରବେଶ କରିବ। ରଙ୍ଗ ପରିବର୍ତ୍ତନ ଟେକ୍ନୋଲୋଜି କେବଳ ସନ ସାଇନ୍ ଗୋଲ୍ଡ ରଙ୍ଗ ସ୍ମାର୍ଟଫୋନରେ ଉପଲବ୍ଧ ହେବ।

ଭିଭୋ V23 ସ୍ମାର୍ଟଫୋନ୍ 3D ବକ୍ର ପରଦା ରହିଛି। ଏହି ସ୍ମାର୍ଟଫୋନର ମୋଟା 7.36 ମିମିରୁ କମ୍ ହେବ। ଏହି ସ୍ମାର୍ଟଫୋନ୍ ସାମ୍ନାରେ ଡୁଆଲ୍ ସେଲଫି କ୍ୟାମେରା ରହିଛି।  ଫୋନ୍ ଏକ ସୁପର ୱାଇଡ୍ ଆଙ୍ଗଲ୍ ନାଇଟ୍ କ୍ୟାମେରା ମଧ୍ୟ ରହିଛି।

https://thesamikhsya.com/odia/wp-content/uploads/2022/01/VivoVideo.mp4

ଫୋନରେ ପ୍ରୋସେସର୍ ଭାବରେ ମେଡିଏଟେକ୍ ଡାଇମେନସିଟି 1200 ବ୍ୟବହୃତ ହୋଇଛି। ଯାହା 6nm ପ୍ରକ୍ରିୟା ଆଧାରିତ। କଂପାନୀ ତରଫରୁ ଏହାର ମୂଲ୍ୟ ଘୋଷଣା କରାଯାଇ ନ ଥିଲେ ମଧ୍ୟ ଭିଭୋ V23 5G – 26,000 ରୁ 29,000 ଟଙ୍କା ମଧ୍ୟରେ ରହିବ ବୋଲି ଅନୁମାନ କରାଯାଇଛି। ଏହି ନୂଆ ଫୋନ ଫ୍ଲିଫକାର୍ଟରେ ଉପଲବ୍ଧ ହେବ।

smartphone ସ୍ମାର୍ଟଫୋନ
Share. Facebook Twitter LinkedIn Email WhatsApp Copy Link

Related Posts

ଓଡ଼ିଶାରେ ଆଦିବାସୀ ସାଂସ୍କୃତିକ ଐତିହ୍ୟର ପ୍ରଚାର

April 3, 2026

ଲୋକସଭା ଏବଂ ରାଜ୍ୟସଭାରେ ଜନ ବିଶ୍ୱାସ ବିଲ୍- ୨୦୨୬ ପାସ୍

April 3, 2026

ପଶ୍ଚିମ ଏସିଆର ସାମ୍ପ୍ରତିକ ଘଟଣାକ୍ରମ ଉପରେ ଆନ୍ତଃମନ୍ତ୍ରଣାଳୟ ସାମ୍ବାଦିକ ସମ୍ମିଳନୀ

April 3, 2026

ପ୍ରତିରକ୍ଷା ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ପଶ୍ଚିମ ଏସିଆ ଉପରେ ଗଠିତ ମନ୍ତ୍ରୀଗୋଷ୍ଠୀର ଦ୍ୱିତୀୟ ବୈଠକ

April 3, 2026
Latest News

୨୦୨୬ ଆଇପିଏଲ: ପ୍ରଥମ ବିଜୟ ପରେ କେଉଁ ସ୍ଥାନରେ ରହିଲା SRH, ଜାଣନ୍ତୁ ପଏଣ୍ଟ ଟେବୁଲ

April 3, 2026

ଦଣ୍ଡ ନାଚରେ ଅଶ୍ଳୀଳତା ପ୍ରସଙ୍ଗ: କାରଣ ଦର୍ଶାଅ ନୋଟିସ ଜାରି କଲେ ଛତ୍ରପୁର ତହସିଲଦାର

April 3, 2026

ପାକିସ୍ତାନ ଉପରେ ଆଫଗାନିସ୍ତାନର ସର୍ଜିକାଲ୍ ଷ୍ଟ୍ରାଇକ୍: ୩ ପାକିସ୍ତାନୀ ସୈନିକ ନିହତ

April 3, 2026

ରାଜ୍ୟର ୧୮୮୯ ଟି ନୂତନ ଅଙ୍ଗନବାଡ଼ି ଗୃହ ଉଦଘାଟନ କଲେ ଉପ-ମୁଖ୍ୟମନ୍ତ୍ରୀ

April 3, 2026

ଓଡ଼ିଶାରେ ଆଦିବାସୀ ସାଂସ୍କୃତିକ ଐତିହ୍ୟର ପ୍ରଚାର

April 3, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.