Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ରିଲାଏନ୍‌ସ ଆଣିଛି ଡିଜିଟାଲ ଇଣ୍ଡିଆ ସେଲ୍: ଭାରତର ସର୍ବବୃହତ୍ ଇଲେକ୍‌ଟ୍ରୋନିକ୍‌ସ ସେଲ୍‌ 
ଆଜିର ଖବର

ରିଲାଏନ୍‌ସ ଆଣିଛି ଡିଜିଟାଲ ଇଣ୍ଡିଆ ସେଲ୍: ଭାରତର ସର୍ବବୃହତ୍ ଇଲେକ୍‌ଟ୍ରୋନିକ୍‌ସ ସେଲ୍‌ 

January 23, 2022No Comments3 Mins Read
Share Facebook Twitter LinkedIn Email WhatsApp Copy Link

ମୁମ୍ବାଇ: ଚଳିତ ସାଧାରଣତନ୍ତ୍ର ଦିବସକୁ ଉପଭୋଗ କରିବା ପାଇଁ ରିଲାଏନ୍‌ସ ଡିଜିଟାଲ୍ ନେଇ ଆସିଛି ଡିଜିଟାଲ୍ ଇଣ୍ଡିଆ ସେଲ୍। ରିଲାଏନସ ଡିଜିଟାଲ୍ ଷ୍ଟୋର, ମାଇଁ ଜିଓର ଷ୍ଟୋର ଓ www.reliancedigital.in ରେ ଆପଣଙ୍କର ପସନ୍ଦର ଟେକ୍ ସାମଗ୍ରୀ ଉପରେ ଆକର୍ଷଣୀୟ ଅଫର ଓ ଡିସକାଉଂଟ ଲାଭ କରନ୍ତୁ।

ଇଲେକ୍‌ଟ୍ରୋନିକ୍‌ସ ସାମଗ୍ରୀରେ ସର୍ବୋତମ ଡିଲ୍ ସହିତ, ରିଲାଏନ୍‌ସ ଡିଜିଟାଲ୍ ମଧ୍ୟ ଯେକୌଣସି ବ୍ୟାଙ୍କର କ୍ରେଡିଟ୍ କାର୍ଡ଼ ଉପରେ ୬% ତୁରନ୍ତ ଡିସକାଉଂଟ ପ୍ରଦାନ କରୁଛି। ସିଟିବ୍ୟାଙ୍କର ଗ୍ରାହକମାନେ କ୍ରେଡିଟ୍ କାର୍ଡ଼, ଡେବିଟ୍ କାର୍ଡ଼ ଓ ଇଏମଆଇ ଟ୍ରାନ୍‌ଜାକ୍‌ସନ ଉପରେ ୧୦% ଇନଷ୍ଟାଂଟ ଡିସକାଉଂଟ ଉପଲବ୍ଧ କରିପାରିବେ। ଆହୁରି ମଧ୍ୟ ଟ.୫୦୦୦/- ର ପ୍ରତି କ୍ରୟ ଉପରେ ୧୦୦୦/- ମୂଲ୍ୟର ରିଲାଏନ୍‌ସ ଡିଜିଟାଲ୍ ଭାଉଚର ପାଇପାରିବେ। ଏହି ଅଫର ଗୁଡ଼ିକ ୨୬ ଜାନୁୟାରୀ ୨୦୨୨ ପର୍ଯ୍ୟନ୍ତ ବୈଧ ରହିଛି। ବ୍ୟାପକ ଶ୍ରେଣୀର ଇଲେକ୍‌ଟ୍ରୋନିକ୍‌ସ ସାମଗ୍ରୀ ଯଥା ଟିଭି, ସ୍ମାର୍ଟଫୋନ, ଲାପଟପ୍‌, ରେଫ୍ରିଜରେଟର, ୱାସିଂ ମେସିନ୍‌, ୱିରେବଲ୍ ଓ ହୋମ ଆପଲିଆନ୍‌ସେସ୍ ଉପରେ ମଧ୍ୟ ଅନେକ ଅଫର ରହଛି।

ଲାଟେଷ୍ଟ ସ୍ମାର୍ଟଫୋନ୍ ଯଥା ଭିଭୋ, ସାଓମି ଓ ସାମସଙ୍ଗ ଆଦିକୁ ଆକର୍ଷଣୀୟ ମୂଲ୍ୟରେ ଉପଲବ୍ଧ କରନ୍ତୁ। କିଣନ୍ତୁ ଏକ ୱାନପ୍ଲସ ୯ଆରଟି ୫ଜି ମାତ୍ର ଟ.୩୮,୯୯୯/-ଞ୍ଚ ରେ (ବ୍ୟାଙ୍କ କ୍ୟାସବ୍ୟାକ୍ ପରେ ମୂଲ୍ୟ) ବା ଏକ ସାମସଙ୍ଗ ଗାଲାକ୍ସି ଏସ୨୦ଏଫଇ୫ଜି ମାତ୍ର ଟ.୩୪୯୯୦/- (ବ୍ୟାଙ୍କ କ୍ୟାସବ୍ୟାକ୍ ପରେ ମୂଲ୍ୟ)। ଆହୁରି ମଧ୍ୟ ଆପଣଙ୍କୁ ସ୍ୱତନ୍ତ୍ର ଅଡିଓ ଅନୁଭୂତି ପ୍ରଦାନ କରିବା ପାଇଁ ଅଫର ଉପଲବ୍ଧ ରହିଛି। ଏମଆରପି ଟ.୧୮,୯୦୦/- ଉପରେ ଟ.୬୯୧୦/- ର ଛାଡ଼ ରହିଛି, ପାଆନ୍ତୁ ଆପଲ୍ ଏୟାରପଡ୍ ଓୟାରଲେସ୍ ଚାର୍ଜିଂ ସହିତ ମାତ୍ର ଟ.୧୧,୯୯୦/- ରେ (ଅଫର ମୂଲ୍ୟରେ ଅନ୍ତର୍ଭୁକ୍ତ ରହିଛି ଟ.୧୫୦୦ କ୍ୟାସବ୍ୟାକ୍ ନିର୍ଦ୍ଦିଷ୍ଟ ବ୍ୟାଙ୍କର କ୍ରେଡିଟ୍ ଓ ଡେବିଟ୍ କାର୍ଡ଼ ଉପରେ)।

ଗ୍ରାହକମାନେ ମଧ୍ୟ ସାମସଙ୍ଗ ୱାଚ୍ ୩ ବ୍ଲୁଟୁଥ୍ (୪୧ ମିମି) କୁ ମାତ୍ର ଟ.୧୪,୧୦୦/-ଞ୍ଚ ରେ ପାଇପାରିବେ। (ଅଫର ମୂଲ୍ୟରେ ଅନ୍ତର୍ଭୁକ୍ତ ରହିଛି ବଛା ବଛା ବ୍ୟାଙ୍କ କାର୍ଡ଼ରେ ବ୍ୟାଙ୍କ କ୍ୟାସବ୍ୟାକ୍‌)।

ଗେମିଂ ଲାପଟପ୍ ଉପରେ ମଧ୍ୟ ଅନେକ ଗୁଡ଼ିଏ ଅଫର ରହିଛି। ପାଆନ୍ତୁ ଏଚପି ଭିକଟସ୍ ଓ ପାଭିଲିୟନ ଗେମିଂ ଲାପଟପ୍ ପ୍ରାରମ୍ଭିକ ମୂଲ୍ୟ ଟ.୫୯,୯୯୯/- ରେ। ପାଆନ୍ତୁ ଲେନୋଭୋ କୋର୍ ଆଇ୩ ୮ଜିବି ଲାପଟପ୍ ଯାହାର ପ୍ରାରମ୍ଭିକ ମୂଲ୍ୟ ରହିଛି ଟ.୩୭,୯୯୦/-। ଆହୁରି ମଧ୍ୟ ଆପଣଙ୍କ କ୍ରୟ ଉପରେ ଟ.୧୨,୯୦୦/- ର ଅତିରିକ୍ତ ସୁବିଧା ଲାଭ କରନ୍ତୁ।

ବିପିଏଲ୍ ୫୦” ୟୁଏଚଡି ଆଣ୍ଡ୍ରଏଡ୍ ଟିଭିରେ ୨-ବର୍ଷର ୱାରେଂଟି ପାଆନ୍ତୁ, ଯାହାକି ଟ.୨୯,୯୯୯/- ରେ ଉପଲବ୍ଧ ରହିଛି। କିଣନ୍ତୁ ତୋସିବା ୪୩” ୟୁଏଚଡି ସ୍ମାର୍ଟ ମାତ୍ର ଟ.୨୪,୯୯୦/- ରେ ଓ ୩୨” ଏଚଡି ସ୍ମାର୍ଟ ଟିଭି ମାତ୍ର ଟ.୧୨,୯୯୦/- ରେ ଯେଉଁଥିରେ ରହିଛି ୨-ବର୍ଷର ୱାରେଂଟି। ପାଆନ୍ତୁ ସାମସଙ୍ଗ ଏ୭ ଲାଇଟ୍ ଟ୍ୟାବ ମାତ୍ର ଟ.୨୧,୯୯୯/- ରେ ଓ ସାମସଙ୍ଗ ୭୫” ୟୁଏଚଡି ସ୍ମାର୍ଟ ଟିଭିର କ୍ରୟ ଉପରେ ୨୦% ର କ୍ୟାସବ୍ୟାକ୍ ସୁବିଧା।

ଗୃହ ଉପକରଣକୁ ଆହୁରି ଅଧିକ ସୁବିଧାଜନକ କରିବା ପାଇଁ ରେଫ୍ରିଜରେଟର, ୱାସିଂ ମେସିନ୍ ଓ ଅନ୍ୟାନ୍ୟ ଗୃହ ଉପକରଣରେ ଆକର୍ଷଣୀୟ ଅଫରମାନ ପ୍ରଦାନ କରାଯାଉଛି। ଗ୍ରାହକମାନେ ପାନାସୋନିକ୍ ୫୮୪ଏଲ୍ ସାଇଡ-ବାଏ-ସାଇଡ୍ ରେଫ୍ରିଜରେଟରକୁ ଟ.୫୫,୯୯୦/- ରେ ଓ ପାନାସୋନିକ୍ ୩୦୭ଏଲ୍ ଫ୍ରଷ୍ଟ ଫ୍ରି ରେଫ୍ରିଜରେଟରକୁ ମାତ୍ର ଟ.୨୫,୯୯୦/- ରେ ପାଇପାରିବେ।

ପାଆନ୍ତୁ କେଲଭିନେଟର ଫ୍ରଂଟ-ଲୋଡ୍ ୬ କେଜି ୱାସିଂ ମେସିନ୍ ମାତ୍ର ଟ.୧୯,୪୯୦/- ରେ ଯେଉଁଥିରେ ରହିଛି ୨ ବର୍ଷର ୱାରେଂଟି। କେବଳ ଏତିକି ନୁହେଁ। ପାଆନ୍ତୁ ଟ.୫୦୯୩/- ମୂଲ୍ୟର ବ୍ରେକଫାଷ୍ଟ କମ୍ବୋ (ଇଲେକ୍‌ଟ୍ରିକ୍ କେଟିଲ୍ +ସାଣ୍ଡୱିଚ ମେକର+ ହଟ୍ ଓ କୋଲ୍‌ଡ ବଟଲ୍‌) ମାତ୍ର ଟ.୧୬୯୯/- ରେ।

ଇଲେକ୍‌ଟ୍ରୋନିକ୍‌ସ କ୍ରୟର ଏହି ଅନୁଭୂତିକୁ ସହଜିଆ ଫାଇନାନ୍ସ ଓ ଇଏମଆଇ ବିକଳ୍ପ ସହିତ ଚଳିତ ବର୍ଷ ଆହୁରି ଆକର୍ଷଣୀୟ କରାଯାଇଛି। ଗ୍ରାହକମାନେ ମଧ୍ୟ www.reliancedigital.in ରେ କିଣାକିଣି କରିପାରିବେ ଓ ଇନଷ୍ଟା ଡେଲିଭରି (୩ ଘଂଟାରୁ କମ୍ ସମୟ ମଧ୍ୟରେ ଡେଲିଭରି) ଓ ନିକଟତମ ଷ୍ଟୋରରୁ ଷ୍ଟୋର ପିକ-ଅପ୍‌ ବିକଳ୍ପ ପାଇପାରିବେ।

ସମସ୍ତ ଅଫର ଓ ମୂଲ୍ୟରେ ସର୍ତ ଓ ବ୍ୟବସ୍ଥାବଳୀ ଲାଗୁ ହେବ।

ଇଲେକ୍‌ଟ୍ରୋନିକ୍‌ସ ସେଲ୍‌ ଡିଜିଟାଲ ଇଣ୍ଡିଆ ସେଲ୍ ଭାରତର ସର୍ବବୃହତ୍ ରିଲାଏନ୍ସ ଡିଜିଟାଲ
Share. Facebook Twitter LinkedIn Email WhatsApp Copy Link

Related Posts

ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ରାଜ୍ୟସ୍ତରୀୟ ସ୍ମୃତି ଉତ୍ସବ ଅନୁଷ୍ଠିତ

August 18, 2025

ପଞ୍ଚମ ରଥସେବା ସମ୍ମାନ ଅନୁଷ୍ଠିତ

August 18, 2025

୧୧,୦୦୦ କୋଟିର ଦୁଇଟି ପ୍ରମୁଖ ଜାତୀୟ ରାଜପଥ ପ୍ରକଳ୍ପର ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

August 18, 2025

ଆଜି ସୋମବାରରେ କଣ ରହିବ ଆପଣଙ୍କର ଭାଗ୍ୟଚକ୍ର, ଜାଣନ୍ତୁ ଅଗଷ୍ଟ ୧୮ ତାରିଖର ରାଶିଫଳ

August 18, 2025
Latest News

ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ରାଜ୍ୟସ୍ତରୀୟ ସ୍ମୃତି ଉତ୍ସବ ଅନୁଷ୍ଠିତ

August 18, 2025

ପଞ୍ଚମ ରଥସେବା ସମ୍ମାନ ଅନୁଷ୍ଠିତ

August 18, 2025

୧୧,୦୦୦ କୋଟିର ଦୁଇଟି ପ୍ରମୁଖ ଜାତୀୟ ରାଜପଥ ପ୍ରକଳ୍ପର ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

August 18, 2025

ଆଜି ସୋମବାରରେ କଣ ରହିବ ଆପଣଙ୍କର ଭାଗ୍ୟଚକ୍ର, ଜାଣନ୍ତୁ ଅଗଷ୍ଟ ୧୮ ତାରିଖର ରାଶିଫଳ

August 18, 2025

ନବୀନ ପଟ୍ଟନାୟକଙ୍କ ଚାଲିଛି ଚିକିତ୍ସା, ହସପିଟାଲ ଭିତରୁ ଆସିଲା ଭିଡିଓ

August 17, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.