Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ରାଜ୍ୟର ବିଦ୍ୟୁତ ଉପଭୋକ୍ତାଙ୍କ ପାଇଁ ଆଶ୍ବସ୍ତିକର ଖବର: ଅପରବର୍ତ୍ତିତ ରହିବ ବିଦ୍ୟୁତ ଶୁଳ୍କ
ବିଶେଷ ଖବର

ରାଜ୍ୟର ବିଦ୍ୟୁତ ଉପଭୋକ୍ତାଙ୍କ ପାଇଁ ଆଶ୍ବସ୍ତିକର ଖବର: ଅପରବର୍ତ୍ତିତ ରହିବ ବିଦ୍ୟୁତ ଶୁଳ୍କ

March 24, 2022No Comments1 Min Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ଵର: ରାଜ୍ୟର ବିଦ୍ୟୁତ ଉପଭୋକ୍ତାଙ୍କ ପାଇଁ ଆଶ୍ବସ୍ତିକର ଖବର। ଚଳିତ ବର୍ଷ ବିଦ୍ୟୁତ ଶୁଳ୍କରେ କୌଣସି ପରିବର୍ତ୍ତନ ହେବ ନାହିଁ। ବିଦ୍ୟୁତ ଦର ପ୍ରସଙ୍ଗ ନେଇ ଆଜି ଓଇଆରସି ସଚିବ ସାମ୍ବାଦିକ ସମ୍ମିଳନୀ କରିଥିଲେ। ଏଥିରେ ଚଳିତ ବର୍ଷ ତଥା ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ବିଦ୍ୟୁତ ଦର ବଢିବ ନାହିଁ ବୋଲି ଘୋଷଣା ହୋଇଛି।

ଓଇଆରସି ସଚିବଙ୍କ ଘୋଷଣା ଅନୁଯାୟୀ, ରାଜ୍ୟରେ ପୂର୍ବଭଳି ଶୂନରୁ ୫୦ ୟୁନିଟ ପର୍ଯ୍ୟନ୍ତ ବିଦ୍ୟୁତ ଦର ୩ ଟଙ୍କା ରହିବ। ସେହିଭଳି ୫୦ ରୁ ୨୦୦ ୟୁନିଟ ଯାଏଁ ଦର ୪ ଟଙ୍କା ୮୦ ପଇସା, ୨୦୦ ରୁ ୪୦୦ ୟୁନିଟ ଯାଏଁ ଦର ୫ ଟଙ୍କା ୮୦ ପଇସା ଏବଂ ୪୦୦ ୟୁନିଟରୁ ଅଧିକ ହେଲେ ବିଦ୍ୟୁତ ଦର ୬ ଟଙ୍କା ୨୦ ପଇସା ହେବ।

ଏହାସହିତ ବିଦ୍ୟୁତ ଉପଭୋକ୍ତାମାନଙ୍କ ପାଇଁ ରିହାତି ଘୋଷଣା କରାଯାଇଛି। ଡିଜିଟାଲ ପେମେଣ୍ଟ କରୁଥିବା ଉପଭୋକ୍ତାମାନଙ୍କୁ ୩ ପ୍ରତିଶତ ରିହାତି ମିଳିବ। କିନ୍ତୁ ପୂର୍ବରୁ ଡିଜିଟାଲ ପେମେଣ୍ଟ ପାଇଁ ୨ ପ୍ରତିଶତ ରିହାତି ମିଳୁଥିଲା। ସେହିଭଳି ଗ୍ରାମାଞ୍ଚଳ ଉପଭୋକ୍ତାଙ୍କୁ ୟୁନିଟ ପିଛା ୧୦ ପଇସା ରିହାତି ମିଳିବ। ଏବଂ କୃଷିକ୍ଷେତ୍ର ପାଇଁ ଉଠାଜଳସେଚନ ପଏଣ୍ଟ ନିମନ୍ତେ ୨ ଟଙ୍କା ରିହାତି ମିଳିବ। ଏହାସହିତ ବିଦ୍ୟୁତ ଚାଳିତ ଯାନ ନିମନ୍ତେ ୫ ଟଙ୍କା ୫୦ ପଇସା ଟାରିଫ ଧାର୍ଯ୍ୟ କରାଯାଇଛି।

BJP Ads
ବିଦ୍ୟୁତ ଉପଭୋକ୍ତା
Share. Facebook Twitter LinkedIn Email WhatsApp Copy Link

Related Posts

ଆଉ ଏକ ବିସ୍ଫୋରଣ କଲେ କଂଗ୍ରେସ ସାଂସଦ: ନବୀନ ପଟ୍ଟନାୟକଙ୍କ ନାମ କହି ଦେଶକୁ ଦେଲେ ବଡ଼ ବାର୍ତ୍ତା

November 4, 2025

ଦେଶରେ କେବଳ ଚାରୋଟି ବ୍ୟାଙ୍କ ରହିବ କି?: ବଡ଼ ମିଶ୍ରଣ ଯୋଜନା ପାଇଁ ଚାଲିଛି ପ୍ରସ୍ତୁତି

November 3, 2025

“ଆମେରିକା ଏବଂ ଚୀନ୍ ପରସ୍ପର ପାଇଁ ବିପଦ”: ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ

November 3, 2025

ଆଗାମୀ ସିରିଜ କେବେ ଏବଂ କାହା ସହିତ ଖେଳିବ ଟିମ୍ ଇଣ୍ଡିଆ?: ଜାଣନ୍ତୁ ୨୦୨୬ ପର୍ଯ୍ୟନ୍ତ କାର୍ଯ୍ୟସୂଚୀ

November 3, 2025
BJP Ads
Latest News

ଆଉ ଏକ ବିସ୍ଫୋରଣ କଲେ କଂଗ୍ରେସ ସାଂସଦ: ନବୀନ ପଟ୍ଟନାୟକଙ୍କ ନାମ କହି ଦେଶକୁ ଦେଲେ ବଡ଼ ବାର୍ତ୍ତା

November 4, 2025

ବିଶ୍ବହିନ୍ଦୀ ପରିଷଦ ଆନୁକୂଲ୍ୟରେ ଆୟୋଜିତ ସମାରୋହରେ ମୁଖ୍ୟଅତିଥି ହେଲେ ରାଜ୍ୟପାଳ

November 4, 2025

ଫସଲ ବୀମା ଦାବି ଉପରେ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ କଲେ କେନ୍ଦ୍ର କୃଷିମନ୍ତ୍ରୀ

November 4, 2025

କଳିଙ୍ଗ ଷ୍ଟାଡିୟମରେ 17 ତମ ଆଦିବାସୀ ଯୁବ ବିନିମୟ କାର୍ଯ୍ୟକ୍ରମ ଅନୁଷ୍ଠିତ

November 4, 2025

କଟକରେ ଡିଜିଟାଲ ଲାଇଫ ସାର୍ଟିଫିକେଟ ଅଭିଯାନ ୪.୦ ଅନୁଷ୍ଠିତ

November 4, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.